ଟିଟିଲାଗଡ଼ ଠାରେ ଆୟୋଜିତ ଭାରତର ସର୍ବ ବୃହତ ଗ୍ରାମୀଣ କ୍ରୀଡା ଉତ୍ସବ ଉଦଯାପିତ
ଯୋଗଦେଲେ ବିଧାୟକ ନବୀନ ଜୈନ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗ୍ରାମୀଣ ଭାରତର ୬୦%ରୁ ଅଧିକ ଲୋକ କାର୍ଯ୍ୟକ୍ଷମ ବୟସର, ତଥାପି ଲାଭରହିତ କୃଷି ଓ ଅସମାବେଶୀ ବିକାଶ କାରଣରୁ ଏମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗ୍ରାମୀଣ ଯୁବକମାନେ ଅତ୍ୟଧିକ ଦାରିଦ୍ର୍ୟରେ ଆବୃତ ହୋଇ ନିଶାର!-->!-->!-->…
Read More...
Read More...