ଗଉଡ଼ତୁଲା ପେକ୍ସକୁ କୁରସୁଡ ପେକ୍ସ ସ୍ଥାନାନ୍ତର ଦାବିରେ ସହାୟକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଚାଷୀ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଦିଗଶିରା ପଞ୍ଚାୟତର ଗଉଡତୁଲା ପେକ୍ସରେ ଚାଷୀ ଅଶାନ୍ତି । ଏହାର କାରଣ ହେଉଛି ଯିଏ ଚାଷୀ ନୁହେଁ ସେମାନଙ୍କ ନାଆଁରେ ଉଠୁଛି କୁଇଣ୍ଟାଲ କୁଇଣ୍ଟାଲ ଧାନ ଏବଂ ଅସଲ ଚାଷୀ ପଞ୍ଜିକରଣ କଲେ ସେମାନଙ୍କ ନାଁରେ କମ୍ ଧାନ ପଞ୍ଜିକୃତ!-->…
Read More...
Read More...