Browsing Tag

special article

ଓକିଲଙ୍କ ଆନ୍ଦୋଳନ

ଗଜାନନ ମିଶ୍ର ଅଦାଲତର କାର୍ଯ୍ୟରେ କେହି ବାଧା ସୃଷ୍ଟିକାରୀ ହୋଇ ପାରିବେ ନାହିଁ । ଓକିଲଙ୍କ ଆନ୍ଦୋଳନକୁ ନେଇ ଏପରି ଅସନ୍ତୋଷ ଓ କଡା ଆଭିମୁଖ୍ୟ ପ୍ରକାଶ କରିଛନ୍ତି ଉଚ୍ଚତମ ନ୍ୟାୟାଳୟ । ଏଇଟା ସତ ଯେ ଗଣତାନ୍ତ୍ରିକ ବ୍ୟବସ୍ଥାରେ କେହି ନ୍ୟାୟପାଳିକାକୁ ଅସମ୍ମାନ କରି ପାରିବେ ନାହିଁ କି…
Read More...

ହଜି ଯାଉଛି ହସ

✍ ମୀନକେତନ ବାରଲେବଡ଼ିଆ ଆଜିକାଲି ମନଖୋଲା ହସଟିକେ ବି ହସି ହଉନି । କଥାଟା କେବଳ ମୋ ପାଇଁ ପ୍ରଯୁଜ୍ୟ ବୋଲି ଭାବନ୍ତୁ ନାହିଁ, ଆପଣ ମଧ୍ୟ ଏକଥାକୁ ଅନୁଭବ କରିପାରୁଥିବେ । ହସ ମଣିଷର ମନ ଓ ଶରୀରକୁ ସତେଜ କରି ରଖେ । ମାନସିକ ସ୍ବାସ୍ଥ୍ୟ ପାଇଁ ମହୌଷଧି ଭଳି କାମ କରେ । ମଣିଷ ବେଳେବେଳେ…
Read More...

ଗଣମାଧ୍ୟମର ଆରମ୍ଭ ଓ ଭୂମିକା

ଆମ ଭାରତରେ ୪ ଜୁଲାଇ ୧୯୬୬ରେ ପ୍ରେସ କାଉନସିଲ ଗଠନ ହୋଇଥିଲା । ୧୯୬୬ ମସିହା ନଭେମ୍ବର ୧୬ରେ ଏହା କାର୍ଯ୍ୟକାରୀ ହେଲା । ତେଣୁ ପ୍ରତିବର୍ଷ ନଭେମ୍ବର ୧୬ ତାରିଖ ଦିନଟି ଜାତୀୟ ପ୍ରେସ ଦିବସ ଭାବରେ ପାଳନ କରାଯାଏ । ପ୍ରତି ବର୍ଷ ନଭେମ୍ବର ୧୬ରେ ପାଳନ କରାଯାଇଥାଏ ଜାତୀୟ ପ୍ରେସ ଦିବସ ।…
Read More...

ଓଡ଼ିଶାରେ ସମ୍ବାଦପତ୍ରର ପ୍ରକାଶନ ଧାରା

ରବି ରଥ ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଓଡ଼ିଶାରେ ପ୍ରଥମେ ୧୮୬୬ ମସିହାରେ ଆନୁଷ୍ଠାନିକ ଭାବେ ‘ଉକ୍ରଳ ଦୀପିକା’ ନାମରେ ଏକ ଓଡ଼ିଆ ସମ୍ବାଦପତ୍ର ପ୍ରକାଶ ପାଇଥିଲା । ସେଇ ବର୍ଷଟି ଥିଲା ଓଡ଼ିଶା ପାଇଁ ଏକ ଦୁଃଖଦ ବର୍ଷ । ସେତେବେଳେ ଓଡ଼ିଶା ବୋଲି କୌଣସି ସ୍ୱତନ୍ତ୍ର ରାଜ୍ୟ ବା ପ୍ରଦେଶ…
Read More...

ବ୍ୟଙ୍ଗ ଦୃଷ୍ଟି : ସଫଳତାର ସଟ୍‌କଟ୍‌ ରାସ୍ତା

ଦେବାଶିଷ ମିଶ୍ର ବିଦ୍ୟାଳୟର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଥାଏ । ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅତିଥିଙ୍କ ଉପସ୍ଥିତିରେ ସଭା ସ୍ଥଳ ଭରି ରହିଥାଏ । ହେଲେ ମୁଖ୍ୟ ଅତିଥି ଆସି ନଥିବା ଯୋଗୁଁ ଏଯାଏଁ ମଞ୍ଚ ଖାଲି ପଡିଥାଏ । ଆୟୋଜକମାନେ ଅନ୍ତିମ ପ୍ରସ୍ତୁତିକୁ ଯାଞ୍ଚ…
Read More...

ପ୍ରସ୍ତାବିତ ପଦ୍ମପୁର ଜିଲ୍ଲା

ଦେବାଶିଷ ପଟ୍ଟନାୟକ ୧୯୬୯ ମସିହାରେ ସବଡିଭିଜନ ରୂପେ ମାନ୍ୟତା ପାଇଥିବା ପଦ୍ମପୁର ହେଉଛି ଓଡିଶା ରାଜ୍ୟର ସବୁଠୁ ବଡ ସବଡିଭିଜନ । ଏହାର ସର୍ବାଧିକ ଜନସଂଖ୍ୟା ତଫସିଲଭୁକ୍ତ ଜାତି, ଜନଜାତି ଓ ପଛୁଆବର୍ଗ ଦ୍ଵାରା ଅଧ୍ୟୁଷିତ । ଛତିଶଗଡ଼ ରାଜ୍ୟକୁ ଲାଗି ଥିବା ଏହାର ସୀମା, ଜିଲ୍ଲା ସଦରମହକୁମା…
Read More...

ସ୍ୱକୀୟ ମତ : ଧର୍ମ, ବିଜ୍ଞାନ ଓ ଆମେ

ଜୟଶ୍ରୀ ସାହୁ ଯଦିଓ ବହୁତ କିଛି ପରିବର୍ତନ ହେଲାଣି, ତଥାପି ପାରମ୍ପରିକ ଧର୍ମବିଶ୍ଵାସ ଅନୁଯାୟୀ ଓଡିଶାର ପଶ୍ଚିମାଞ୍ଚଳର ନାରୀମାନେ ରଜ ସଂକ୍ରାନ୍ତି ସମୟରେ ଋତୁମତୀ ହେଲେ ଚାରିଦିନ ଧରି କେବଳ ଫଳାହାର କରନ୍ତି । ଅଥଚ, ସମାନ ଅବସ୍ଥାରେ ରଜ ସମୟରେ ପୂର୍ବାଞ୍ଚଳର ନାରୀ ମାଛ ମାଂସ ପ୍ରଚୁର…
Read More...

କବିତା : ହୋ ପଣ୍ଡିତେ

ବିଜୟ ପ୍ରଧାନ ମତେ ଏତେ ଉପରକୁନିଅ ନାହିଁ ପଣ୍ଡିତେମୁଁ ମାଟିର ମଣିଷପାଦ ଲାଖିଥାଉ ଏମିତି ମାଟିରେ … ମୋର ପ୍ରଶ୍ନମାନଙ୍କ ପରି ମୁଁନିହାତି ତୁଚ୍ଛ ଓ ଅବାନ୍ତରମତେ ନିଜ ସାମ୍ନାରେ ଥୋଇବିଚାର ନ କର । ମୋର ହେବାର ନାହିଁ ଛଞ୍ଚାଣଉଡ଼ାଣ ଖୋର ମନଭୁରତେଇ ଖଞ୍ଜନାହିଁମହମର ଡେଣାବରଂ ନ…
Read More...

କୁଚିପାଲିରେ ଜୁଗାର ଯାତ୍ରା

ଦେବାଶିଷ ପଟ୍ଟନାୟକ ବରଗଡ଼ ଜିଲ୍ଲା ସଦର ମହକୁମାରୁ ୫୦ କି.ମି. ପଦ୍ମପୁର ଗଲାବେଳେ ରାଜ୍ୟ ରାଜପଥ କଡ଼ରେ କୁଚିପାଲି ଗ୍ରାମ ଅବସ୍ଥିତ । ଆଠଟି ୱାର୍ଡ଼ ବିଶିଷ୍ଟ ଏହି ଗ୍ରାମର ଜନସଂଖ୍ୟା ପ୍ରାୟ ଚାରି ହଜାରରୁ ଅଧିକ ହେବ । ପଶ୍ଚିମ ଓଡ଼ିଶାରେ ଏହି ଗ୍ରାମର ଏକ ସ୍ୱତନ୍ତ୍ର ପରିଚୟ ରହିଛି ।…
Read More...

ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ ନୂଆଁଖାଇ

ଦେବାଶିଷ ପଟ୍ଟନାୟକ ଭାରତ ଏକ କୃଷିପ୍ରଧାନ ଦେଶ ହୋଇଥିବାରୁ ଏହାକୁ ଆଧାର କରି ଏଠାରେ ଏକ ସମୃଦ୍ଧ ସଭ୍ୟତା କେଉଁ ଆବହମାନ କାଳରୁ ଗଢ଼ି ଉଠିଛି । ଭାରତ ବର୍ଷରେ ପାଳିତ ହେଉଥିବା ପର୍ବପର୍ବାଣୀ ମଧ୍ୟରେ "ନବାନ୍ନ ପର୍ବ" ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଭାରତର ବିଭିନ୍ନ ରାଜ୍ୟରେ…
Read More...