Browsing Tag

special article

ରଂଗ ଫିକା କିନ୍ତୁ ଫୁଟିଛୁ, ବଂଚିବାର ପ୍ରୟାସରେ ଲାଗିଛୁ

ମୃଗାକ୍ଷୀ ୪୫ ଡିଗ୍ରୀ ଖରାରେ ଯେତେବେଳେ ଆମେ ଆମର ଫୁଟିବାର ଧର୍ମ ଛାଡୁନାହୁଁ ରେ ମାନବ, ତୁ କେମିତି ତୋର ମାନବ ଧର୍ମ ଛାଡି ଦେଉଛୁ ?ଘରେ ଆଉ କେତେଟା କେଠରୀରେ ଏସି ଲଗାଇବୁ ? ଚାରିଆଡେ ତ' କଂକ୍ରିଟ୍ ଜଂଗଲ କଲୁ, ତାତିରୁ ତ୍ରାହି ପାଇବୁ କିପରି ? କେବେ ବୁଝିବୁ ପାଠପଢା ଯେତେବେଳ
Read More...

ରଜ

ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି
Read More...

ମା’

ଶ୍ରାବଣୀ ବିଶ୍ୱାଲ ମା’ ଯୁଗେ ଯୁଗେ ପୂଜନୀୟା । ଭଗବାନ ସବୁଠାରେ ରହି ପାରିବେ ନାହିଁ ତେଣୁ ମା’ ସୃଷ୍ଟି କଲେ । ମା’ଠାରୁ ଛୋଟ ଶବ୍ଦ ଦୁନିଆରେ ନାହିଁ ଏବଂ ମା’ର ଅର୍ଥ ଠାରୁ ବଡ ଅର୍ଥ ଦୁନିଆରେ ନାହିଁ । ମା’ଠାରୁ ମଧୁର ଶବ୍ଦ ଦୁନିଆରେ ନାହିଁ । ତା’ ପଣତ ଘୋଡେଇ ଦେଲେ ସଂସାରର ସବୁ ଦୁଃଖ,
Read More...

ବଲାଙ୍ଗିର ରାଜନୀତିର ଏପାଖ ସେପାଖ

ଦେବାଶିଷ ମିଶ୍ର ବଲାଙ୍ଗିର ବିଧାୟକ ନରସିଂହ ଆଗକୁ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟୋକ୍ତି ପ୍ରଦାନ କରିଛନ୍ତି । ତାଙ୍କର ବୟସ ଓ ସ୍ୱାସ୍ଥ୍ୟଗତ କାରଣ, ତାଙ୍କୁ ଆଉ ଭୋଟ ରାଜନିତୀ କରିବାକୁ ଅନୁମତି ଦେବ ନାହିଁ । ଦଳ କିମ୍ବା ଜନତା ପୁଣି ତାଙ୍କୁ ବାଧ୍ୟ କଲେ ସେ ଉଭୟ ଙ୍କୁ
Read More...

ସରକାରୀ ପ୍ରୋତ୍ସାହନ ଅପେକ୍ଷାରେ ଅବହେଳିତ ପବିତ୍ର ବୈଶାଖ ମେଳା

ସୁଶାନ୍ତ ମିଶ୍ର ଗନ୍ଧଗିରିରେ ମୂଷିକ ଦୈତ୍ୟର ଆତ୍ମଗୋପନ ଓ ଭଗବାନ ମାର୍ଜାର-କେଶରୀ ବେଶରେ ଛକି ବସିବାର ଅନ୍ତରାଳରେ ସଚେତନତା ସତ୍ୟ, ଶାନ୍ତି ଓ ବିଜୟ ବାର୍ତ୍ତାର ବୈଜୟନ୍ତୀ ଉଡାଇ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୂଙ୍କ ଜନ୍ମୋତ୍ସବ ବୈଶାଖ ମେଳା-୨୦୨୩ ସଫଳତାର ସହିତ ସମ୍ପନ୍ନ ହୋଇଯାଇଛି ।
Read More...

ମହିମା ଧର୍ମରେ ମାନବୀୟ ଚେତନାବୋଧ

ପୂର୍ଣ୍ଣଚନ୍ଦ୍ର ପଣ୍ଡା ମହିମା ଧର୍ମ ହେଉଛି ବିଶ୍ୱର ସର୍ବ କନିଷ୍ଠ ଧର୍ମ । ଓଡିଶା ମାଟିର ଏହା ହେଉଛି ନିଜସ୍ୱ ଧର୍ମ । ପବିତ୍ର ଶ୍ରୀକ୍ଷେତ୍ର ପୁରୀରେ ମହିମା ଗୋସାଇଁ ରୂପରେ ଆବିର୍ଭାବ ହୋଇଥିବା ସିଦ୍ଧସାଧୁ ଏହି ଧର୍ମକୁ ଅଷ୍ଟାଦଶ ଶତାବ୍ଦୀରେ ସ୍ଥାପନା କରିଥିଲେ । ପୁରୀରୁ ସମଗ୍ର ଓଡିଶା
Read More...

ସ୍ୱକୀୟ ଚିନ୍ତନ : ହେ ଈଶ୍ଵର, ମତେ କବି କରନାହିଁ

ପ୍ରଦୀପ କୁମାର ପଣ୍ଡା ୧୯୭୪ରୁ ମୋର କବିତା ଯାତ୍ରା । ଦୌଡ଼ି, ଥକା ମାରି, ଉଠି ପଡ଼ି, ଆଣ୍ଠୁରେ ଘା ', ପାଦରେ ଜଖମ୍, କେତେବେଳେ ଧୀର କେତେବେଳେ କ୍ଷୀପ୍ର, ଯାତ୍ରା ଚାଲିଛି । ମୁଁ ଚାଲୁଛି ନା କବିତା ମତେ କଢ଼େଇ ନେଉଛି, ଜାଣେନା । କବିତା ବୋଲି ଯାହାର ହାତ ଧରି ଏତେ ବାଟ ଆସିଲିଣି,
Read More...

କବିତା : ଯାତ୍ରା

ହେମାଙ୍ଗିନୀ ଦାଶ ମିଠା ମିଠା ଦୁଇ ମୁଠାସ୍ୱପ୍ନକୁ ମୁଠାଇଧାଇଁ ଧାଇଁ କେତେଦୂର ଗଲିକେଜାଣି,ଅଣନିଃଶ୍ଵାସୀ ହେଇଥକ୍କା ମାରିଲା ବେଳକୁସଞ୍ଜ ଆସି ରତରତ ହେଲାଣି । ମୁଠା ଖୋଲିଲା ବେଳକୁଶୂନ୍ୟତାରେ ଭରିଥିଲାଦୁଇ ହାତ,ଫେଲ୍‌ ମାରିଥିଲାଜୀବନର ଯାବତୀୟ ଗଣିତ । ମୁଠା ଦୁଇ ଏବେଏକଦମ୍‌
Read More...

ତୁମର୍‌ ରେକର୍ଡ କହୁଛେ

ରସରାଜ ଅଚ୍ୟୁତ ପୁରୋହିତ ସବୁ ହେମାନେ ଲୁଟି ନଉଛନ୍‌ ବଲିଦୋଷ୍‌ ଦଉଛ ପର୍‌କେ,ତମେ କେନେ ଶୁଇଥିଲଲୁଟ୍‌ଲା ବେଲ୍‌କେ ଘର୍‌କେ ।ତମେ କାଲ୍‌କେ ଯହ ଲୁଟ୍‌ବତୁମର୍‌ ରେକର୍ଡ କହୁଛେ,ବୁଡ୍‌ବକ୍‌ ବଲୁଛେନେତା କହୁଥିଲେଦେଶ୍‌ ପରେ ଆଘ୍‌କେ ଯଉଛେ । । ମୋ.ନଂ. : ୯୪୩୭୩୬୭୦୫
Read More...

ଓକିଲଙ୍କ ଆନ୍ଦୋଳନ

ଗଜାନନ ମିଶ୍ର ଅଦାଲତର କାର୍ଯ୍ୟରେ କେହି ବାଧା ସୃଷ୍ଟିକାରୀ ହୋଇ ପାରିବେ ନାହିଁ । ଓକିଲଙ୍କ ଆନ୍ଦୋଳନକୁ ନେଇ ଏପରି ଅସନ୍ତୋଷ ଓ କଡା ଆଭିମୁଖ୍ୟ ପ୍ରକାଶ କରିଛନ୍ତି ଉଚ୍ଚତମ ନ୍ୟାୟାଳୟ । ଏଇଟା ସତ ଯେ ଗଣତାନ୍ତ୍ରିକ ବ୍ୟବସ୍ଥାରେ କେହି ନ୍ୟାୟପାଳିକାକୁ ଅସମ୍ମାନ କରି ପାରିବେ ନାହିଁ କି
Read More...