ପାଂଚଗଛିଆ ଛକ ଠାରେ ବାଇକ ଦୁର୍ଘଟଣା : ୨ ମୃତ, ୧ ଗୁରୁତର
ସମ୍ବଲପୁର, (କେପିଏନ୍ଏସ୍) : ସମ୍ବଲପୁର ସହରରର ଅଏଁଠାପାଲି ଥାନା ଅନ୍ତର୍ଗତ ପାଂଚଗଛିଆ ଛକ ଠାରେ ବାଇକ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ବ୍ୟକ୍ତି ଜଣଙ୍କୁ ପୋଲିସ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି ।
Read More...
Read More...