ଡେବ୍ରିଗଡରେ ମହାବଳ ବାଘ ବୁଲୁଥିବା ନେଇ ଫଟୋ ଜାରି କଲା ହୀରାକୁଦ ବନ୍ୟପ୍ରାଣୀ ବିଭାଗ
ସମ୍ବଲପୁର : ଡେବ୍ରିଗଡରେ ମହାବଳ ବାଘ । ଗତ ୧ ତାରିଖରେ ମହାବଳକୁ ଦେଖିଛନ୍ତି ପର୍ଯ୍ୟଟକ ଓ ବନ ବିଭାଗ କର୍ମଚାରୀ । ଏନେଇ ଫଟୋ ଜାରି କରିଛି ହୀରାକୁଦ ବନ୍ୟପ୍ରାଣୀ । ଗତ ୫ ବର୍ଷ ପରେ ଏଠାରେ ମହାବଳ ଦେଖିବାକୁ ମିଳିଥିବା ନେଇ ଡିଏଫ୍ଓ ଅଂଶୁ ପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି । ପୂର୍ବରୁ!-->…
Read More...
Read More...