Browsing Tag

rourakela news

ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ଜରୁରୀ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ, ରାଉରକେଲା କାର୍ଯ୍ୟାଳୟରେ ଆଜି ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସାମ୍ବାଦିକ ସଂଘର ବିଭିନ୍ନ କାର୍ଯ୍ୟକ୍ରମ, ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ…
Read More...

କମ୍ୟୁନିଟ ସେଣ୍ଟର ଯୋଗ କେନ୍ଦ୍ରର ଅଷ୍ଠମ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର ଦ୍ଵାରା ସଂଚାଳିତ ସେକ୍ଟର ୧ ସ୍ଥିତ କମ୍ୟୁନିଟ ସେଣ୍ଟର୍ ଯୋଗ କେନ୍ଦ୍ରର ଅଷ୍ଠମ ତମ ବାର୍ଷିକ ଉତ୍ସବ ବରିଷ୍ଠ ଯୋଗ ପ୍ରଶିକ୍ଷକ ଶ୍ରୀମତୀ ରଞ୍ଜିତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।…
Read More...

ବିଜେପିର ପ୍ରଚଣ୍ଡ ବିଜୟରେ ରାଉରକେଲାରେ ବିଜୟ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ସଫଳ ନେତୃତ୍ୱ ଏବଂ ଜନ ହିତକାରୀ ନୀତି, ରାଷ୍ଟ୍ର ପ୍ରତି ସମର୍ପିତ ଅତୁଟ ବିଶ୍ୱାସ ଜନତାଙ୍କ ହୃଦୟରେ ପ୍ରତିଫଳିତ ହୋଇଛି । ଦେଶର ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରେ ପ୍ରଥମ…
Read More...

ବନ୍ଧମୁଣ୍ଡାରେ “ହର ଘର ଜଳ, ଘର-ଘର ନଳ” ଯୋଜନାର ଆରମ୍ଭ

ପାଣି ସମସ୍ୟା ସମାଧାନ ପାଇଁ ବଡ଼ ପଦକ୍ଷେପ ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁତ୍ୱାକାଂକ୍ଷୀ “ହର୍ ଘର ଜଳ, ଘର-ଘର ନଳ” ଯୋଜନା ଅନୁସାରେ ଆଜି ବନ୍ଧମୁଣ୍ଡା ଅଞ୍ଚଳରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ଆରମ୍ଭ ହୋଇଛି । ଏହି ଯୋଜନା ଅଧୀନରେ…
Read More...

ଗରିମା ପରିବାରର କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଗରିମା ପରିବାରର ତରଫରୁ ସିବିଏସ୍‌ଇ, ଆଇସିଏସ୍‌ଇ ଓ ମାଟ୍ରିକ ବୋର୍ଡରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ପରିବାରର କୃତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଅନୁଷ୍ଠାନର ମୁଖ୍ୟ ଶଙ୍କର ଜେନାଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି…
Read More...

ଓଡ଼ିଆ ଜାତିର ବାହୁବଳୀ : ପିଣ୍ଡିକି ବାହୁବଳେନ୍ଦ୍ର ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ କେଶବ ନଗର ଶାଖାର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାବେଶରେ ଓଡ଼ିଆ ଜାତିର ବାହୁବଳୀ ପିଣ୍ଡିକି ବାହୁବଳେନ୍ଦ୍ର ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।…
Read More...

ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ସେବା ଆସନ୍ତା ୮ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଭିନ୍ନକ୍ଷମଙ୍କ ପାଇଁ ସମର୍ପିତ ସାମାଜିକ ଅନୁଷ୍ଠାନ ଶ୍ରଦ୍ଧା ପକ୍ଷରୁ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ଭ୍ରାମ୍ୟମାଣ ନିଃଶୁଳ୍କ ଚିକିତ୍ସା ସେବା ଆସନ୍ତା ୮ ତାରିଖ ଦିନ ସେକ୍ଟର ୫ ସ୍ଥିତ ପାନ୍ଥନିବାସ ଠାରୁ ଆରମ୍ଭ କରାଯିବ । ଟାଟା ପାୱାର ସହାୟତାରେ…
Read More...

ପ୍ରୟାସ ପ୍ରାୟୋଜିତ ବହୁଭାଷୀ ନାଟକ ମହୋତ୍ସବ ଆସନ୍ତା ୬ରୁ ୧୦

ରାଉରକେଲା, (ସସ୍ମିତା ପ୍ରଧାନ) : ନାଟ୍ୟାନୁଷ୍ଠାନ ପ୍ରୟାସ, ରାଉରକେଲା ଦ୍ଵାରା ଆସନ୍ତା ୬ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ “ଚିନ୍ତା- ପ୍ରତିମା ବହୁଭାଷୀ ନାଟକ ମହୋତ୍ସବ” ଆୟୋଜିତ ହେବ ବୋଲି ପ୍ରୟାସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ବିଶିଷ୍ଟ…
Read More...

ଟ୍ରକ ଓ ଟିପର ଓନର୍ସ ଆସୋସିଏସନ୍‌ର ବାର୍ଷିକ ବୈଠକ ଅନୁଷ୍ଠିତ

ନୂତନ କମିଟି ଗଠନ ନେଇ ପ୍ରକ୍ରିୟା ଆରମ୍ଭ ରାଉରକେଲା, (ସସ୍ମିତା ପ୍ରଧାନ) : ଟ୍ରକ୍ ଓ ଟିପର ଓନର୍ସ ଆସୋସିଏସନ୍‌ର ବାର୍ଷିକ ସାଧାରଣ ପରିଷଦ ବୈଠକ ସେକ୍ଟର ୧ କମ୍ୟୁନିଟି ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ବିରାଜ ମୋହନ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ…
Read More...

ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ୟୁଥ୍ ହଷ୍ଟେଲ ଆସୋସିଏସନ ରାଉରକେଲା ୟୁନିଟ୍ ଓ ରାଉରକେଲା କ୍ଲବର ମିଳିତ ଆନୁକୂଲ୍ୟରେ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ୟୁଥ୍ ହଷ୍ଟେଲ ଆସୋସିଏସନ୍ ରାଉରକେଲା ୟୁନିଟର ସଭାପତି ପ୍ରତାପ କୁମାର ସ୍ୱାଇଁ, ଅଧ୍ୟକ୍ଷ ବୁଦ୍ଧଦେବ ବାସୁଙ୍କ ତତ୍ୱାବଧାନ…
Read More...