Browsing Tag

rourakela news

ବିଶ୍ୱ ଫଟୋଗ୍ରାଫି ଦିବସ ଉପଲକ୍ଷେ ରାଉରକେଲା ଫଟୋଗ୍ରାଫର ଆସୋସିଏସନ୍‌ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗଷ୍ଟ ୧୯ ତାରିଖ ଦିନ ସାରା ବିଶ୍ୱରେ ପାଳିତ ହୋଇଯାଇଛି ବିଶ୍ୱ ଫଟୋଗ୍ରାଫି ଦିବସ । ଏହି ଅବସରରେ ରାଉରକେଲା ଫଟୋଗ୍ରାଫର ଆସୋସିଏସନ୍‌-ଆର୍‌ପିଏ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପ୍ରଥମେ ଭଞ୍ଜ ଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ
Read More...

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ସ୍ଥିତ ଶ୍ରୀ ଶ୍ରୀ ସଂକଟେଶ୍ୱର ମହାଦେବ ମନ୍ଦିର ପରିଚାଳନା କମିଟି ତରଫରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ ହୋଇଯାଇଛି । ପୂଜକ ଭାବେ ନିରଞ୍ଜନ ଦାଶ ଓ ଚିତ୍ତରଞ୍ଜନ ତ୍ରିପାଠୀ ହରିବଂଶ ପାଠ କରିଥିବା ବେଳେ କର୍ତ୍ତା ଭାବେ ପରମାନନ୍ଦ
Read More...

ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ରାଉରକେଲା ଫଟୋଗ୍ରାଫର ଓ ଭିଡିଓଗ୍ରାଫି ଆସୋସିଏସନ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ରାଉରକେଲା ଫଟୋଗ୍ରାଫର୍ସ ଓ ଭିଡିଓଗ୍ରାଫର୍ସ ଆସୋସିଏସନ୍ ପକ୍ଷରୁ ସେକ୍ଟର ୩ ରଥଖଳାରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ସକାଳ ୧୦ ଘଟିକାରୁ ଏହି ଶିବିର ରାଉରକେଲା ସରକାରୀ ଡାକ୍ତରଖାନାର
Read More...

ସ୍ୱାଧୀନତା ସଂଗ୍ରାମୀ ପରିବାରମାନଙ୍କୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗନ୍ନାଥସେନା ଓ ଅଙ୍କୁର ପରିବାର ତରଫରୁ ଆମକୋ ସିମକୋ ଘଟଣାରେ ସହିଦ ହୋଇଥିବା ପରିବାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମର ସଭାପତି କବି ଅଭିରାମ ପ୍ରଧାନଙ୍କ ସଭାପତିତ୍ୱ ଓ ସଂପାଦକ ମୁକ୍ତିକାନ୍ତ ବିଶ୍ୱାଳଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ଆକାଶବାଣୀ ରାଉରକେଲା କେନ୍ଦ୍ରର ଦୁର୍ଗାପୁର ପାହାଡ ସ୍ଥିତ ଟ୍ରାନ୍ସମିଟରଠାରେ ଜାତୀୟ ପତାକା ଉତ୍ତୋଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ସାରା ଦେଶରେ ପାଳିତ ହେଉଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ 'ହର୍ ଘର୍ ତ୍ରିରଙ୍ଗା' କାର୍ଯ୍ୟକ୍ରମରେ ସାରା ଦେଶ ମଧ୍ୟ ସାମିଲ ହୋଇଛି । ଏହି ଅବସରରେ
Read More...

ଏକତା କ୍ଲଷ୍ଟର ତରଫରୁ ସ୍ୱାଧୀନତା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ନେହେରୁପଲ୍ଲୀ ସ୍ଥିତ ଏକତା କ୍ଲଷ୍ଟର ତରଫରୁ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । କ୍ଲଷ୍ଟର ସଭାପତି ଲିଲିମା ଜୟସିଂହଙ୍କ ସଭାପତିତ୍ୱ ଓ ସଂପାଦକ ରୀତା ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲୀ ବିଜେଡି ସଭାପତି
Read More...

ଆଦର୍ଶ ପାଠାଗାରର ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ତଥା ପୁରାତନ ସାହିତ୍ୟନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ସ୍ୱାଧୀନତା ଦିବସ ଉପଲକ୍ଷେ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଅଭୟ କୁମାର ଦାସଙ୍କ ସଭାପତିତ୍ବ ସାଧାରଣ ସଂପାଦକ ସୁକାନ୍ତ
Read More...

ସ୍ୱାଧୀନତା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉଚ୍ଚ ବିଦ୍ୟାଳୟ, ସେକ୍ଟର-୬ରେ ବଡ଼ ଧୂମ୍‌ଧାମରେ ପାଳିତ ହୋଇଯାଇଛି ଛ'ସ୍ତରୀତମ ସ୍ୱାଧୀନତା ଦିବସ । ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀ, ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲର ସଭାପତି, ସମ୍ପାଦକ,
Read More...

ଇସ୍‌କନ୍‌ ପକ୍ଷରୁ ତିନିଦିନିଆ ଜନ୍ମାଷ୍ଟମୀ ମହୋତ୍ସବ ୧୮ରୁ ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଆନ୍ତର୍ଜାତୀୟ କୃଷ୍ଣ ସଚେତନତା ସଙ୍ଗଠନ-ଇସ୍‌କନ୍‌ ପକ୍ଷରୁ ରାଉରକେଲାର ଭଞ୍ଜଭବନ ପରିସରରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ମହୋତ୍ସବ ମହାସମାରୋହରେ ପାଳିତ ହେବ । ଏ ସମ୍ପର୍କରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜକମାନେ ସୂଚନା ଦେଇଛନ୍ତି । ୧୮
Read More...

୭୬ତମ ସ୍ୱାଧୀନତା ଦିବସ ଓ ପ୍ରଗତି ଉତ୍କଳ ସଂଘର ୬୫ତମ ପ୍ରତିଷ୍ଠା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱାଧୀନତାର ୭୫ତମ ଅମୃତ ମହୋତ୍ସବ, ଦେଶର ୭୬ତମ ସ୍ୱାଧୀନତା ଦିବସ ତଥା ପ୍ରଗତି ଉତ୍କଳ ସଂଘର ୬୫ତମ ପ୍ରତିଷ୍ଠା ଦିବସ ମହାଆଡମ୍ବର ସହକାରେ ସଙ୍ଘ ପରିସରରେ ପାଳନ କରିବା ସଂଗେ ସଙ୍ଗେ ଦେଶାତ୍ମକବୋଧ କବିତା ପାଠ କରାଯାଇଥିଲା । ସକାଳ ୧୦.୩୦ ମିନିଟ ସମୟରେ
Read More...