Browsing Tag

rourakela news

ଆମ ଓଡ଼ିଶା ନବୀନ ଓଡ଼ିଶା ସହରୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ବସ୍ତି ବାସିନ୍ଦାଙ୍କ ମଧ୍ୟରେ ସରକାରଙ୍କ ଦ୍ୱାରା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ରୂପରେଖ ସମ୍ପର୍କରେ ଜଣାଇବା ବହୁ କାର୍ଯ୍ୟକ୍ରମ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆମ ଓଡ଼ିଶା ନବୀନ ଓଡ଼ିଶା ସହରୀ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବା ପାଇଁ ଶକ୍ତି ନଗରର…
Read More...

ହିନ୍ଦ୍ ମଜଦୁର ସଭା ଆଞ୍ଚଳିକ କମିଟି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ହିନ୍ଦ୍ ମଜଦୁର ସଭା ଆଞ୍ଚଳିକ କମିଟି ବୈଠକ ରାଉରକେଲା ମଜଦୁର ସଭା ମୁଖ୍ୟ କାର୍ଯ୍ୟାଳୟ ବିଶ୍ରା ରୋଡ଼ ରାଉରକେଲାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଉରକେଲା ମଜଦୁର ସଭା, ରାଉରକେଲା ଠିକା ଶ୍ରମିକ ସଭା, ଏନ୍.ଏସ୍‌.ପି.ସି.ଏଲ୍‌ ଏମ୍ପଲଇଜ…
Read More...

ହାପି ମୋମେଣ୍ଟସ୍‌ର ୧୦ମ ପ୍ରତିଷ୍ଠା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ୍‌ର ୧୦ମ ପ୍ରତିଷ୍ଠା ଦିବସ ଭଞ୍ଜ ଭବନ ପ୍ରେକ୍ଷାଳୟଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ଵ ସୁଶ୍ରୀ ମୋନାଲିସା ସାହୁ ଓ ଅନିଲ ମଲ୍ଲିକଙ୍କ ସଂଯୋଜନାରେ…
Read More...

ଭିନ୍ନକ୍ଷମଙ୍କ ପାଇଁ ଗୋଷ୍ଠୀ ଭିତ୍ତିକ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଭିନ୍ନକ୍ଷମଙ୍କ ପାଇଁ ସମର୍ପିତ ରାଉରକେଲାର ଅଗ୍ରଣୀ ଅନୁଷ୍ଠାନ ଶ୍ରଦ୍ଧା ଆନୁକୂଲ୍ୟରେ ଓ ଟାଟା ପାୱାର ପଶ୍ଚିମାଞ୍ଚଳ ଶାଖାର ସହାୟତାରେ ବିଶ୍ରା ବ୍ଲକ ଅନ୍ତର୍ଗତ ଚାରୋଟି ପଞ୍ଚାୟତ ଝିରପାଣି, ଜାମସେରା, ବିଶ୍ରା ଓ ବନ୍ଧମୁଣ୍ଡା ପଞ୍ଚାୟତରେ ଭିନ୍ନକ୍ଷମଙ୍କ…
Read More...

କଳିଙ୍ଗ କଳା ପରିଷଦ ଆୟୋଜିତ ୧୬ତମ ଆନ୍ତଃ ବିଦ୍ୟାଳୟ ବହୁଭାଷୀ ଲଘୁ ନାଟକ ମହୋତ୍ସବ ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : କଳିଙ୍ଗ କଳା ପରିଷଦ ଆନୁକୂଲ୍ୟରେ ୧୬ତମ ବହୁଭାଷୀ ଲଘୁ ନାଟକ ମହୋତ୍ସବ ସ୍ଥାନୀୟ ସିଭିକ ସେଣ୍ଟରଠାରେ ଉଦ୍‌ଘାଟିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ତଥା ଆର୍‌ଏସ୍‌ପିର ପ୍ରକଳ୍ପ ନିର୍ବାହୀ ନିର୍ଦ୍ଦେଶକ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତା ଓ ଲୋକ ସଂପର୍କ…
Read More...

ହୃଷିକେଶ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶୀତକାଳୀନ ସ୍ୱତନ୍ତ୍ର ଶିବିର ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡସ୍ଥିତ ହୃଷିକେଶ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ସଂସ୍ଥାର ବାଳକ ବିଭାଗ ଦ୍ଵାରା ସପ୍ତ ଦିବସୀୟ ଶୀତକାଳୀନ ସ୍ୱତନ୍ତ୍ର ଶିବିର ନିକଟସ୍ଥ ଧାମରା ବସ୍ତିଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଫେଇ, କଲେରା ସଚେତନତା ରାଲି ଓ…
Read More...

ଏକତା ଫାଉଣ୍ଡେସନ ଟ୍ରଷ୍ଟର ବନ୍ଧୁମିଳନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ମହିଳା ସାମାଜିକ ଅନୁଷ୍ଠାନ ଏକତା ଫାଉଣ୍ଡେସନ ଟ୍ରଷ୍ଟର ବନ୍ଧୁମିଳନ କାର୍ଯ୍ୟକ୍ରମ ଝିରପାଣିଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବସୁମତୀ ମହାନ୍ତିଙ୍କ ଅଧ୍ୟକ୍ଷତା ଓ ସୁଲତା ପତି, ପ୍ରିୟଦର୍ଶିନୀ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି…
Read More...

ଆରାଧ୍ୟାର ପଞ୍ଚମ ବାର୍ଷିକୋତ୍ସବ ଆୟୋଜିତ

ମା' ସଦାସର୍ବଦା ନମସ୍ୟ ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦାସ୍ଥିତ ଉତ୍କଳ ବିହାର ମହିଳା ସମିତି 'ଆରାଧ୍ୟା' ର ପଞ୍ଚମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଆରାଧ୍ୟାର ସଭାପତି ହରପ୍ରିୟା ପଟ୍ଟନାୟକଙ୍କ ସଭାପତିତ୍ୱ, ସମ୍ପାଦିକା ପ୍ରେମଲତା ମହାନ୍ତିଙ୍କ ଆବାହକତ୍ଵ ଓ ସବିତା…
Read More...

କଲ୍ୟାଣୀ ବସ୍ତି ସମସ୍ୟାର ସମାଧାନକୁ ପ୍ରାଥମିକତା ଦେବି : ପ୍ରଶାନ୍ତ ସେଠୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ଆଶାୟୀ ବିଧାୟକ ପ୍ରାର୍ଥୀ ତଥା ସମାଜସେବୀ ପ୍ରଶାନ୍ତ ସେଠୀଙ୍କ ନେତୃତ୍ୱରେ ଆସ ଆମେ ବସ୍ତିକୁ ଯିବା ଅଭିଯାନ ଆଜି କଲ୍ୟାଣୀ ବସ୍ତି ପରିକ୍ରମା କରିଥିଲେ । ଏହି ଅବସରରେ ଉପସ୍ଥିତ ବସ୍ତି ବାସିନ୍ଦାଙ୍କ ସହ ବିଭିନ୍ନ…
Read More...

ଫାଇଭ-ଟି ଅଧ୍ୟକ୍ଷଙ୍କ ସହ ରାଉରକେଲା ବିକାଶ ମଞ୍ଚର ଆଲୋଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ତିନି ତାରିଖ ଦିନ ଫାଇଭ-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ସମୟରେ ରାଉରକେଲା ବିକାଶ ମଞ୍ଚର ଆବାହକ ଡଃ ସୁମନ ଦତ୍ତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲା କଲେକ୍ଟରିଏଟଠାରେ ଭେଟି ରାଉରକେଲାର ଉନ୍ନତି ପାଇଁ ବିସ୍ତୃତ…
Read More...