Browsing Tag

rourakela news

ରାଉରକେଲା ବିଜେପିରେ ଅନ୍ତଃକନ୍ଦଳ : ସଭାନେତ୍ରୀ ପୂର୍ଣ୍ଣିମା କେର୍କେଟାଙ୍କୁ ବିଦା କରିବା ପାଇଁ ଜୁଏଲଙ୍କ ଗୋଷ୍ଠୀ…

ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ ସାଙ୍ଗଠନିକ ଜିଲ୍ଲା ଭାରତୀୟ ଜନତା ପାର୍ଟିର ଅନ୍ତଃକନ୍ଦଳ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ରାଉରକେଲା ମହାନଗର ନିଗମ ପ୍ରତିନିଧି ପ୍ରକାଶ ପାଶ୍ୱାନଙ୍କ ସମ୍ପୃକ୍ତି ରାଉରକେଲା ସର୍କିଟ…
Read More...

ଡ. ନବୀନ କୁମାର ସାହୁଙ୍କ ସ୍ମୃତି ଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ପୁରାତନ ସାହିତ୍ୟ ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ପକ୍ଷରୁ ଡ. ନବୀନ କୁମାର ସାହୁଙ୍କ ୪୨ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ସ୍ମୃତି ଚାରଣ ସଭା ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ…
Read More...

ୟୁଜିଆଇଇ ଆଲୁମିନୀ ପକ୍ଷରୁ ୩ୟ ରକ୍ତଦାନ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ୟୁଜିଆଇଇର ୬୫ତମ ପ୍ରତିଷ୍ଠା ଦିବସ ଅବସରରେ ୟୁଜିଆଇଇ ଆଲୁମିନୀ ଆସୋସିଏସନ, ରାଉରକେଲା ପକ୍ଷରୁ ୩ୟ ରକ୍ତଦାନ ଶିବିର ଉତ୍ସାହ ଓ ଉଦ୍ଦୀପନାର ସହିତ ଆୟୋଜିତ ହୋଇଯାଇଛି । ରକ୍ତଦାନ ପ୍ରତି ସଚେତନତା ସୃଷ୍ଟି କରିବା ସହିତ ଆବଶ୍ୟକ ସମୟରେ ରକ୍ତ ଯୋଗାଣ ମାଧ୍ୟମରେ…
Read More...

ବଳଭଦ୍ର ମାର୍କେଟ ଉଚ୍ଛେଦ ପ୍ରସଙ୍ଗ : ବିଧାୟକ ଦୁର୍ଗା ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ଧାରଣା ସ୍ଥଗିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ରା ଛକରୁ ବନ୍ଧମୁଣ୍ଡା ଯିବା ରାସ୍ତାକଡ଼ରେ ଗତ ୫ ଦଶନ୍ଧିରୁ ଅଧିକ ସମୟ ଧରି ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରିଆସୁଥିବା ଦୋକାନ ଗୁଡିକୁ ଉଚ୍ଛେଦ ପାଇଁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଗତ ଅଗଷ୍ଟ ମାସରେ ଏକ ନୋଟିସ ଜାରି କରିଥିଲେ ।…
Read More...

ରୋଟାରୀ ଜିଲ୍ଲା ୩୨୬୧ର ସଦସ୍ୟତା ସେମିନାର “ଅଭିବୃଦ୍ଧି” ସମ୍ପନ୍ନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ ଜିଲ୍ଲା ୩୨୬୧ର ୨୦୨୬-୨୭ ବର୍ଷ ପାଇଁ ଜିଲ୍ଲା ସଦସ୍ୟତା ସେମିନାର "ଅଭିବୃଦ୍ଧି" ରାଉରକେଲା କ୍ଲବ, ରାଉରକେଲାରେ ସଫଳତାର ସହ ସମ୍ପନ୍ନ ହୋଇଛି । ଟିମ୍ ଓଜସ୍ୱୀ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ରୋଟାରୀ କ୍ଲବ ଅଫ ରାଉରକେଲା ଓ ରୋଟାରୀ କ୍ଲବ ଅଫ…
Read More...

ବୈଶାଖୀ ସାହିତ୍ୟ ସଂସଦର ମେହେର ଜୟନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସାହିତ୍ୟ ସାଂସ୍କୃତିକ ଅନୁଷ୍ଠାନ ବୈଶାଖୀ ସାହିତ୍ୟ ସଂସଦ ଦ୍ୱାରା ଗଙ୍ଗାଧର ମେହେରଙ୍କ ୧୬୫ ତମ ଜୟନ୍ତୀ ଛେଣ୍ଡସ୍ଥିତ ମଧୁସୂଦନ ପାଠାଗାର ପରିସରରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗୀତାରାଣୀ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି…
Read More...

ଏନ୍‌ଆଇଟି ରାଉରକେଲାରେ ଷ୍ଟାର୍ଟଅପ୍ ସଂସ୍କୃତି ଉପରେ ଦୁଇଦିନିଆ କର୍ମଶାଳା : GENESIS ସୁଯୋଗ ଉପରେ ଆଲୋଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ଏନ୍‌ଆଇଟି ରାଉରକେଲାର ଫାଉଣ୍ଡେସନ ଫର୍‌ ଟେକ୍ନୋଲୋଜି ଆଣ୍ଡ ବିଜନେସ ଇନକ୍ୟୁବେସନ ପକ୍ଷରୁ ଦୁଇ ଦିନିଆ କର୍ମଶାଳା ଆୟୋଜନ କରାଯାଇଛି । "From Idea to Investment: Unlocking GENESIS & GENESIS Investment 2.0 Opportunities" ଶୀର୍ଷକରେ…
Read More...

କିଶୋର ପର୍ଯ୍ୟବେକ୍ଷଣ ଗୃହରେ କୃତୀ ସମ୍ବର୍ଦ୍ଧନା : ୫ ଅଧିକାରୀ ସମ୍ମାନିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବାଳ ସୁଧାର ଗୃହ ରାଉରକେଲାରେ କୃତୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ କ୍ଲବ ଅଫ୍‌ ରାଉରକେଲା ଷ୍ଟିଲ ସିଟି ପକ୍ଷରୁ ପ୍ୟାରେଡ, ଚିତ୍ରାଙ୍କନ, ବିତର୍କ, ନୃତ୍ୟ, ହସ୍ତଶିଳ୍ପରେ ଭାଗ ନେଇଥିବା ଅନ୍ତେବାସୀଙ୍କୁ ସ୍ମାରକୀ ଦିଆଯାଇଥିଲା ।…
Read More...

ରାଉରକେଲାରେ ପ୍ରଥମ ଓପନ ସୁନ୍ଦରଗଡ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତା ସମ୍ପନ୍ନ : ୪୮ ବାଳିକାଙ୍କ ଦମଦାର ପ୍ରଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୭ ସ୍ଥିତ ରାୟମା କ୍ଲବରେ ଓରିଜିନାଲ ପାୱାର କ୍ଲବ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ଓପନ ସୁନ୍ଦରଗଡ ମହିଳା ୱେଟଲିଫ୍ଟିଙ୍ଗ, ଡେଡଲିଫ୍ଟଙ୍ଗ ଓ ପାୱାରଲିଫ୍ଟିଙ୍ଗ ପ୍ରତିଯୋଗିତା ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି । ଏହି ଐତିହାସିକ ପ୍ରତିଯୋଗିତାରେ…
Read More...

ଇଣ୍ଡିଆ ଇଣ୍ଡିଭିଜୁଆଲ ଏକ୍ସଲେନ୍ସ ଆୱାର୍ଡ଼ ସମାରୋହ

ରାଉରକେଲା/ଭୁବନେଶ୍ୱର, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ଇଣ୍ଡିଆ ଇଣ୍ଡିଭିଜୁଆଲ ଏକ୍ସଲେନ୍ସ ଆୱାର୍ଡ଼ କାର୍ଯ୍ୟକ୍ରମ ଜୟଦେବ ଭବନ ସ୍ଥିତ ଗୀତଗୋବିନ୍ଦ ସଦନ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ରାଜେନ୍ଦ୍ର ପ୍ରସାଦ…
Read More...