Browsing Tag

rourakela news

ଶାନ୍ତି ଭବନରେ ହୁମାନିଟୀ ଫାଉଣ୍ଡେସନର ବସ୍ତ୍ର ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଦ ହୁମାନିଟି ଫାଉଣ୍ଡେସନ ତରଫରୁ ଟିମ୍ୱର କଲୋନୀ ଶାନ୍ତିଭବନ ଆଶ୍ରମରେ କିଛି ବସ୍ତ୍ର ଓ କିଛି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଫାଉଣ୍ଡେସନର ପ୍ରେସିଡେଣ୍ଟ ଦୀପ୍ତି ସୁନ୍ଦରାୟ, ସମ୍ପାଦିକା ଲିନା ତ୍ରିପାଠୀ, ସମ୍ପାଦିକା ସୁଭଲକ୍ଷ୍ମୀ ପାତ୍ର,…
Read More...

୩୯ ନୂତନ ହିତାଧିକାରୀମାନଙ୍କୁ ରାସନ୍ କାର୍ଡ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ରାଉରକେଲା ଗସ୍ତର ୨ୟଦିନରେ ନୂତନ ଭାବେ ଅନ୍ତର୍ଭୁକ୍ତ ହୋଇଥିବା ହିତାଧିକାରୀମାନଙ୍କୁ ରାସନ୍…
Read More...

ଅନ୍ଵେଷା ଅନୁଷ୍ଠାନ ପକ୍ଷରୁ ନିଆରା ୧୧୩ତମ ସାମୁହିକ ଜନ୍ମଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଅନ୍ୱେଷା ହେଲପିଙ୍ଗ ହ୍ୟାଣ୍ଡ ତରଫରୁ ୧୧୩ତମ ସାମୁହିକ ଜନ୍ମଉତ୍ସବ ଆୟୋଜିତ ହୋଇଛି । ରାଉରକେଲା ଜଗଦା ସ୍ଥିତ ମାନବ ସେବା ପ୍ରତିଷ୍ଠାନ ଠାରେ ୧୧୩ତମ ସାମୁହିକ ଜନ୍ମଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର…
Read More...

ଭାରତୀୟ ଜନତା ପାର୍ଟି ରାଉରକେଲା ସାଙ୍ଗଠନିକ ଜିଲ୍ଲା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ରାଜ୍ୟ ସରକାରଙ୍କର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦୁଇ ଦିନିଆ ରାଉରକେଲା ଗସ୍ତରେ ଆସି ଗତକାଲି ରାଉରକେଲା ହାଉସ ପହଞ୍ଚିବା ମାତ୍ରେ ରଘୁନାଥପଲୀ ବିଧାୟକ ଦୁର୍ଗା ଚରଣ…
Read More...

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ପ୍ଲାନେଟୋରିମ ପ୍ରକଳ୍ପ ସ୍ଥଳ ପରିଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ରାଉରକେଲା ଗସ୍ତରେ ଆସି ଛେଣ୍ଡଠାରେ ନିର୍ମାଣାଧୀନ ବିଜ୍ଞାନ ପାର୍କ ଓ ପ୍ଲାନେଟୋରିମ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ନିର୍ମାଣର…
Read More...

ସି ଆଇ ଟି ୟୁର ୫୬ତମ ପ୍ରତିଷ୍ଠା ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତର ଟ୍ରେଡ ୟୁନିୟନ କେନ୍ଦ୍ର ( ସି ଆଇ ଟି ୟୁ)ର ୫୬ ତମ ପ୍ରତିଷ୍ଠା ଦିବସ ଆଜି ରାଉରକେଲା ସ୍ଥିତ ସେକ୍ଟର ୧୬ ଶ୍ରମିକ ଭବନ, ସି ଆଇ ଟି ୟୁ ଜିଲ୍ଲା କାର୍ଯ୍ୟାଳୟଠାରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ୟୁନିୟନର ପତାକାକୁ ଉତ୍ତୋଳନ କରିଥିଲେ…
Read More...

ସଂଗୀତ ଶିଳ୍ପୀ ସମାଜର ମାସିକ ସଂଗୀତ ସଂଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ସଂଗୀତ ଶିଳ୍ପୀ ସମାଜର ମାସିକ ସଂଗୀତ ସଂଧ୍ୟା ଶୃଙ୍ଖଳାରେ ଏହି ମାସର ସଂଗୀତ ସନ୍ଧ୍ୟା ସଭାପତି ଶରତ ଧଳଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି । ସାରନା ନବ ଯୁବକ ସଂଘର ସଭାପତି ତଥା ସଂଗୀତ ଶିଳ୍ପୀ ସୁଶୀଲ କମାର ଲାକ୍ରା ଓ ପ୍ରତିଷ୍ଠିତ ନାଟ୍ୟ…
Read More...

ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବିତରଣ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରି କ୍ଲବ ଅଫ ରାଉରକେଲା ଆନୁକୂଲ୍ୟରେ ପ୍ରଧାନପଲୀ ସ୍ଥିତ ବାଳସୁଧାର ଗୃହରେ ଅନ୍ତେବାସୀମାନଙ୍କ ପାଇଁ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ଚକ୍ଷୁ ବିଶେଷଜ୍ଞ ଡାକ୍ତର…
Read More...

ଶ୍ରୀଜଗନ୍ନାଥ କଳା ପରିଷଦର ଦ୍ୱିଦିବସୀୟ ୧୮ତମ ବାର୍ଷିକୋତ୍ସବ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲାର ଅନ୍ୟତମ ନୃତ୍ୟାନୁଷ୍ଠାନ ଶ୍ରୀଜଗନ୍ନାଥ କଳା ପରିଷଦର ଦ୍ୱିଦିବସୀୟ ୧୮ତମ ବାର୍ଷିକୋତ୍ସବ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ନୃତ୍ୟଗୁରୁ ପୁଷ୍ପା ମିଶ୍ରଙ୍କ ପ୍ରତ୍ୟକ୍ଷ…
Read More...

ସ୍ମୃତିର ଓଡିଶା ଟ୍ରଷ୍ଟ ପକ୍ଷରୁ ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ମୃତିର ଓଡ଼ିଶା ତରଫରୁ ଡ଼କ୍ଟର ରଜନୀକାନ୍ତ ମିଶ୍ରଙ୍କ ଆବାହକତ୍ୱରେ ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ପୁରୀର ୟୁଥ ହଷ୍ଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ଯୋଗଦାନ କରିଥିବା ବେଳେ…
Read More...