Browsing Tag

rourakela news

ତୃଣମୂଳସ୍ତରରୁ କଂଗ୍ରେସ ସଂଗଠନକୁ ସଜାଡିବାକୁ ଜିଲ୍ଲା କଂଗ୍ରେସ କମିଟିର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ତୃଣମୂଳସ୍ତରରୁ କଂଗ୍ରେସ ସଂଗଠନକୁ ସଜାଡିବାକୁ ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ଜରୁରୀ ବୈଠକ ସେକ୍ଟର-୨୧ କଂଗ୍ରେସ ଭବନ ଠାରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେଠାରେ ଜିଲ୍ଲା କଂଗ୍ରେସ ସଭାପତି ରବି…
Read More...

ଆମ ପୁଲିସର ଶାନ୍ତି କମିଟି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୧୯ ଥାନା ଆମ ପୁଲିସ ତରଫରୁ ଆଗାମୀ ଇଦୁଲଜୁହା ଓ ଆସନ୍ତା ରଥଯାତ୍ରା ପାଇଁ ଏକ ଶାନ୍ତି କମିଟି ବୈଠକ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଥାନା ପ୍ରଭାରୀ ରଞ୍ଜନ କୁମାର ନାୟକଙ୍କ ସଭାପତିତ୍ୱ ଏସଆଇ ରାଜେଶ ବେହେରାଙ୍କ ଆବାହକତ୍ଵରେ…
Read More...

ଯୁବ ହଷ୍ଟେଲର ବିଶ୍ୱ ପରିବେଶ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୩ ସ୍ଥିତ ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ତରଫରୁ ବିଶ୍ଵ ପରିବେଶ ଦିବସ ପାଳନ ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ନିରଞ୍ଜନ ବେହେରାଙ୍କ ଆବାହକତ୍ଵ ଆଶିଷ ବିର୍ସା ହେମ୍ରମଙ୍କ…
Read More...

ପ୍ରଚଣ୍ଡ ଗ୍ରୀଷ୍ମରେ ବାଣ୍ଟିଲେ ଯାତାୟତଙ୍କୁ ଜରୁରୀ ସାମଗ୍ରୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମିଳନୀ ତରଫରୁ ୨ ମାସ ପୂର୍ବରୁ ପଥଚାରୀଙ୍କୁ ପାଣି ଦହି ସର୍ବତ ବିତରଣ କରି ନିଜର ସାମାଜିକ ଦାୟିତ୍ଵ ତୁଲାଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜଗାଙ୍ଗପୁର…
Read More...

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ଆସନ୍ତା ୮ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଓ ଭଞ୍ଜ ସାଂସ୍କୃତିକ ନ୍ୟାସର ମିଳିତ ଆନୁକୂଲ୍ୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ଆସନ୍ତା ୮ ତାରିଖ ରବିବାର ଦିନ ଦିବା ୧୦ ଘଟିକା ସମୟରେ ଆଦର୍ଶ ସାହିତ୍ୟ ଘରଠାରେ ମହାସମାରୋହରେ ପାଳନ କରାଯିବ । ଏହି କାର୍ଯ୍ୟକ୍ରମରେ ଇସ୍ପାତ…
Read More...

ସାଥୀ ଓ ଇସ୍‌କଫ୍‌ ମିଳିତ ଅନୂକୁଲ୍ୟାରେ ବିଶ୍ୱ ପରିବେଶ ଦିବସ ପାଳିତ

ରାଉକେଲା, (ସସ୍ମିତା ପ୍ରଧାନ) : ରାଉକେଲାର ଅଗ୍ରଣୀ ସାମଜିତ ଓ ସାସ୍କୃତିକ ଅନୁଷ୍ଠାନ ସାଥୀ ଓ ଇସ୍‌କଫ୍‌ ମିଳିତ ଅନୁକୁଲ୍ୟରେ ଆଜି ବିଶ୍ୱପରବେଶ ଦିବସ ଉଦିତନଗର ସ୍ଥିତ ଆଇଟିଡିଏ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି । ସାଥୀର ସଭାପତି ସଦାନନ୍ଦ ସାହୁଙ୍କ ପୌରହିତରେ ଅନୁଷ୍ଠିତ ଏହି…
Read More...

ଏସପିସିବି ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ଆନୁକୂଲ୍ୟରେ ଆଜି ସ୍ଥାନୀୟ ସିଭିକ ସେଣ୍ଟରଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏଥିରେ ବିଭାଗୀୟ ଅତିରିକ୍ତ ପରିବେଶ ବୈଜ୍ଞାନିକ ତଥା ଆଞ୍ଚଳିକ ଅଧିକାରୀ ଡ.ଅନୁପ କୁମାର ମଲ୍ଲିକ…
Read More...

ଲେଡି ଲାୟନର ଶିଶୁ ମହୋତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଲେଡି ଲାୟନର ସଭାପତି ବନ୍ଦିତା ମାହାତୋ ସଭାପତିତ୍ୱ, ସାଧାରଣ ସମ୍ପାଦକ ସ୍ନେହଲତା ଗନ୍ତାଘରିଆଙ୍କ ଆବାହକତ୍ୱ ଓ ସୁଶ୍ରୀ କବିତା ମାହାତୋଙ୍କ ସଂଯୋଜନାରେ ଏଫ୍ଇଟୁ ମଲଠାରେ ଏକ ଶିଶୁ ମହୋତ୍ସବ ' ଶିଶୁ ବିଜିନେସ କାର୍ନିଭାଲ ' ଅନୁଷ୍ଠିତ…
Read More...

ବିଜେପି ବରିଷ୍ଠ ନେତା ସୁଦାମା ଶର୍ମାଙ୍କ ବିୟୋଗରେ ବିଜେପିର ଶୋକ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜେପିର ବରିଷ୍ଠ ନେତା ସୁଦାମା ଶର୍ମାଙ୍କ ୮୪ ବର୍ଷ ବୟସରେ ଗତକାଲି ମଧ୍ୟ ରାତ୍ରୀରେ ତାଙ୍କ ବୀରମିତ୍ରପୁର, ଦୀନଦୟାଲ ଉପାଧ୍ୟାୟ ସଡକସ୍ଥ ବାସଭବନରେ ପରଲୋକ ଗମନ କରିଥିବା ଖବର ପାଇବା ମାତ୍ରେ ବିଜେପି ମହଲରେ ଶୋକର ଛାୟା ଖେଳି ଯାଇଛି । ସ୍‌ସ୍ୱର୍ଗତ ଶର୍ମା…
Read More...

ବାସନ୍ତୀ ପାଠାଗାରର ୨୦୨୫ – ୨୦୨୭ ପାଇଁ କର୍ମକର୍ତ୍ତା ନିର୍ବାଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।ପାଠାଗାରର ସଭାପତି ଡ. ଶକ୍ତି ପ୍ରସାଦ ସାମନ୍ତରାୟଙ୍କ ଅଧ୍ୟକ୍ଷତା ଓ ଉପସଭାପତି ବିଭୁଦତ୍ତ ବେହେରାଙ୍କ ସଂଯୋଜନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି…
Read More...