Browsing Tag

rourakela news

ବିଶ୍ରା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ବିଶ୍ରା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଓ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନୀ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ ।…
Read More...

ସରକାରୀ ବ୍ୟବସ୍ଥାର ସଦୁପଯୋଗ କରି ଅଞ୍ଚଳବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ଓ ବିକାଶ କରିବା ମୋର ପ୍ରାଥମିକତା : ବିଧାୟକ…

ନିଜର ଏକ ବର୍ଷ କାର୍ଯ୍ୟକାଳର ରିପୋର୍ଟ କାର୍ଡ଼ ଉପସ୍ଥାପନ କଲେ ବିଧାୟକ ରାଉରକେଲା : ଓଡ଼ିଶାରେ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଗଠିତ ଭାରତୀୟ ଜନତା ପାର୍ଟି ସରକାରର ଏକ ବର୍ଷ ପୂର୍ତ୍ତି ହୋଇଯାଇଥିବାବେଳେ ପ୍ରଥମ ଥର ପାଇଁ ରଘୁନାଥପାଲ୍ଲୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଵା ବିଧାୟକ…
Read More...

ଓଡ଼ିଆ ଭାଷା ବିକାଶ ମଂଚର କଥାକାର : ନାଟ୍ୟକାର ଗୋଦାବରୀଶ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଂଚ ଆନୁକୂଲରେ ସେକ୍ଟର ପନ୍ଦର ସ୍ଥିତ କମୁନିଟି ସେଣ୍ଟର ସମ୍ମୁଖରେ ଥିବା ଗୋଦାବରୀଶ ମିଶ୍ରଙ୍କୁ ଭକ୍ତି ପୁତ ଶ୍ରଦ୍ଧାଞ୍ଜଳୀ ସଭା ଓଡ଼ିଆ ଭାଷା ବିକାଶ ମଂଚର ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି ।…
Read More...

କାରଗିଲ ବିଜୟ ଦିବସରେ ସହିଦ ପ୍ରଦୀପ କୁମାର ପଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଜନତା ପାର୍ଟି, ରାଉଲକେଲା ସାଂଗଠନିକ ଜିଲ୍ଲା ତରଫରୁ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ନେତୃତ୍ୱରେ ଶତାଧିକ ର୍କ୍ୟାକର୍ତ୍ତା ଓ କର୍ମୀଙ୍କ ଦ୍ଵାରା କାରଗିଲ ବିଜୟ ଦିବସ ପାଳନ କରାଯାଇଛି । ଫର୍ଟିଲାଇଜେର ଟାଉନରେ ଅବସ୍ଥିତ ସହିଦ ଯବାନ…
Read More...

ଧର୍ମପରାୟଣ ବ୍ୟକ୍ତିଙ୍କ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଛେଣ୍ଡ କଲୋନୀ ଦେବବିହାର ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ସଦସ୍ୟ ତଥା ଶ୍ରୀଜଗନ୍ନାଥ ରଥଯାତ୍ରାର ରାଜାହୋଇ ଛେରା ପହଁରା କରୁଥିବା ଶ୍ରୀଜଗନ୍ନାଥଙ୍କ ଭକ୍ତ ଦାମୋଦର ମହାପାତ୍ରଙ୍କ ୯୭ ବର୍ଷ ବୟସରେ ଆଜି ଦେହାନ୍ତ ହୋଇଯାଇଛି । ଭୁବନେଶ୍ଵର…
Read More...

ସାମ୍ପ୍ରତିକ ନାରୀ ନିର୍ଯ୍ୟାତନାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହର ସେକ୍ଟର-୨୧ ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଏକ ବୈଠକ ଆୟୋଜନ କରାଯାଇଥିଲା । ଏହି ବୈଠକରେ ବରିଷ୍ଠ କଂଗ୍ରେସ ନେତା ଏବଂ ବରିଷ୍ଠ ଏସସି ସେଲ୍ ଅଧିକାରୀମାନଙ୍କ ସମେତ ଶହ ଶହ ମହିଳା ଏବଂ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । ଏହି…
Read More...

ପଶ୍ଚିମାଞ୍ଚଳ ରେଞ୍ଜ ଅଧିନରେ ଥିବା ୩ଟି ଜିଲ୍ଲାର ଅପରାଧ ହାର ହ୍ରାସ ପାଇଛି : ପଶ୍ଚିମାଞ୍ଚଳ ଡିଆଇଜି

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ପଶ୍ଚିମାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ସାମ୍ବାଦିକମାନଙ୍କୁ ଆଇନ ଶୃଙ୍ଖଳା ବିଷୟରେ ସୂଚନା ଦେବା ସହିତ ସୁନ୍ଦରଗଡ଼…
Read More...

ରାଉରକେଲା ପୁଲିସ ଏବଂ ଏନ୍ଆଇଟି ରାଉରକେଲା ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ରାଉରକେଲା ପୋଲିସ ଏବଂ ଏନ୍ ଆଇଟି ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ରାଉରକେଲାର ବାହ୍ୟ ପ୍ରସାର କାର୍ଯ୍ୟକଳାପ, ଆଇଟି ସମାଧାନ, ତାଲିମ ଏବଂ ଜ୍ଞାନର ଆଦାନପ୍ରଦାନ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି । ରାଉରକେଲା ପୋଲିସ…
Read More...

ରୋଟାରୀ କ୍ଲବ ଅଫ୍ ଅର୍ବାନର ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ଅର୍ବାନ ତରଫରୁ ଗର୍ଜନ ସ୍ଥିତ ବିବେକାନନ୍ଦ ହାଇସ୍କୁଲଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହାଇସ୍କୁଲର ପ୍ରଧାନ ଶିକ୍ଷକ ନନ୍ଦକିଶୋର ସିଂହଙ୍କ ସଭାପତିତ୍ୱ ଓ ରୋଟାରୀ ଅର୍ବାନର ସଭାପତି ରୋଟାରିଆନ ଉଦିତ କୁମାର ସାହୁଙ୍କ…
Read More...

ରାଉରକେଲା ସ୍କୁଲ ଚେସ୍ ଚମ୍ପିୟାନସିପ ୨୦୨୫ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆନ୍ତର୍ଜାତିକ ଚେସ୍ ଦିବସ ଉପଲକ୍ଷେ ଛେଣ୍ଡ ଠାରେ ପ୍ରଥମ ସିଏସ୍ ଚେସ୍ ସେଣ୍ଟର୍ ତରଫରୁ ଦ୍ୱିଦିବସୀୟ ରାଉରକେଲା ଷ୍ଟିଲ ସିଟି ସ୍କୁଲ୍ ଚେସ୍ ଚମ୍ପିୟାନସିପ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଆନ୍ତର୍ଜାତିକ ରେଟେଡ ଚେସ୍ ଖେଳାଳୀ, କୋଚ୍, ସଂଗଠକ ତଥା ବିଚାରକ…
Read More...