Browsing Tag

rourakela news

ଦ୍ୱିଦୀବସୀୟ ଆଞ୍ଚଳିକ ଖୋ ଖୋ ପ୍ରତିଯୋଗିତା ଉଦଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସିଆଇଏସସିଇ ପରିଚାଳିତ ଆଞ୍ଚଳିକ ଖୋ ଖୋ ବାଳିକା ପ୍ରତିଯୋଗିତା ହମିରପୁର ସ୍କୁଲ ପଡ଼ିଆ ଠାରେ ଆରମ୍ଭ ହୋଇଯାଇଛି । ହମିରପୁର ସ୍ଥିତ କାର୍ମେଲ ସ୍କୁଲର ଅଧ୍ୟକ୍ଷା ସିଷ୍ଟର ଫେଡିଲେସ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ଡିଆଇଜି…
Read More...

ଜାତୀୟ ଆଲୋଚନାଚକ୍ର ଓ ପ୍ରତିଭା ସମ୍ମାନ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ହାପି ମୋମେଣ୍ଟସ ଅଫ୍ ଇଣ୍ଡିଆର ଜାତୀୟ ଆଲୋଚନାଚକ୍ର ଓ ସାରସ୍ଵତ ସମାରୋହ ପୁରୀ ସ୍ଥିତ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ଵରେ…
Read More...

୧୧୫ତମ ସାମୁହିକ ଜନ୍ମ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅନ୍ୱେଷା ତରଫରୁ ୧୧୫ତମ ସାମୁହିକ ଜନ୍ମ ଦିବସ ସେକ୍ଟର ୮ ସ୍ଥିତ ଆଶାର ଆଲୋକ ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନ୍ୱେଷାର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ଵ, ସଭାପତି କଳ୍ପନା ଶତପଥୀଙ୍କ ସଭାପତିତ୍ୱ ଓ ସମ୍ପାଦିକା…
Read More...

ଭାରତ ବିକାଶ ପରିଷଦର ଶାଖା ସ୍ତରୀୟ କାର୍ଯ୍ୟଶାଳା

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ବିକାଶ ପରିଷଦ ରାଉରକେଲା ଶାଖା ତରଫରୁ କର୍ମକର୍ତ୍ତାଙ୍କ ଶାଖା ସ୍ତରୀୟ କାର୍ଯ୍ୟଶାଳା କୋଏଲନଗର ସ୍ଥିତ ମାରୁତି ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଅଶୋକ କକ୍କଡଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦିକା ବନ୍ଦିତା ମାହାତୋଙ୍କ…
Read More...

ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟରେ ବନମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ବନମହୋତ୍ସବ କାର୍ଯ୍ୟକ୍ରମ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସେବା ଯୋଜନାର ସଂଯୋଜକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କଲେଜର ଅଧ୍ୟକ୍ଷା…
Read More...

ଦକ୍ଷିଣ ରାଉରକେଲାରେ ବିଧାୟକଙ୍କ ସ୍କୁଲ ପରିଦର୍ଶନ : ବିଭିନ୍ନ ସମସ୍ୟା ନେଇ ଆଲୋଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଦକ୍ଷିଣ ରାଉରକେଲା ଅଞ୍ଚଳରେ ପହଞ୍ଚି ପ୍ରଥମେ ତାରାପୁର ୟୁ ପି ସ୍କୁଲ ପରିଦର୍ଶନରେ ଯାଇଥିଲେ । ସେଠାରେ ପହଞ୍ଚିବା ମାତ୍ରେ ତାଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କରାଯାଇଥିଲା । ତାରାପୁର ସ୍କୁଲରେ ଲାଗି ରହିଥିବା…
Read More...

ଏଚଏଫଆଇ ପକ୍ଷରୁ ରାଉରକେଲା ବିକାଶ ଓ ସମସ୍ୟା ନେଇ ଆଲୋଚନା ମଞ୍ଚ’ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଏଚଏଫଆଇ ପକ୍ଷରୁ ରାଉରକେଲାର ବିକାଶ ଓ ସମସ୍ୟା ନେଇ ଦ୍ୱିତୀୟ 'ଆଲୋଚନା ମଞ୍ଚ' ସ୍ଥାନୀୟ ହୋଟେଲ ସୋଲେସଠାରେ ଆୟୋଜିତ ହୋଇଯାଇଛି । ଏହି ମଞ୍ଚରେ ରାଜନୈତିକ ମତଭେଦକୁ ଭୁଲି କଂଗ୍ରେସରୁ ରବି ରାୟ, ଭାଜପାରୁ ଧୀରେନ୍ ସେନାପତି, ବିଜେଡିରୁ ବୀରେନ ସେନାପତି ଓ…
Read More...

ଭାରତୀୟ ଗୁରୁ ପରମ୍ପରାରେ ବ୍ୟାସଦେବ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଏନ୍.ଆଇ.ଟି. ପରିସରସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ରାଉରକେଲା ଏବଂ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ମହାନଗରର ମାଧବ ନଗର ଶାଖାର ମିଳିତ ଆନୁକୂଲ୍ୟରେ 'ଭାରତୀୟ ଗୁରୁ ପରମ୍ପରାରେ ବ୍ୟାସ ଦେବ' ଶୀର୍ଷକ ଆଲୋଚନାଚକ୍ର ସହ ବ୍ୟାସଦେବ…
Read More...

ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ରାଉରକେଲା : ଅଫିସ ଭିତରେ ରାଉରକେଲା ମହାନଗର ନିଗମ ଆଉଟ ସୋରସିଂ କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ । ମହିଳା ଜଣଙ୍କ ହେଉଛନ୍ତି ସରସ୍ୱତୀ ସାମନ୍ତରାୟ । ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି । ଚାକିରି ନେଇ ବର୍ଷ ବର୍ଷ ଧରି ଗୁହାରି ସତ୍ତ୍ୱେ ନିରାଶ…
Read More...

ରାଉରକେଲାର ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କର ଯୋଗଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଆଜି ଦୀନା ଦସ୍ତଗୀର୍ ଯୋଗଦାନ କରିଛନ୍ତି । ସେ ୨୦୨୧ ବ୍ୟାଚର ଭାରତୀୟ ପ୍ରଶାସନିକ ଅଧିକାରୀ ଏହା ପୂର୍ବରୁ ବ୍ରହ୍ମପୁରର ଉପଜିଲ୍ଲାପାଳ ଭାବରେ କାର୍ଯ୍ୟ କରିଛନ୍ତି । ଆଜି କାର୍ଯ୍ୟରେ ଯୋଗ ଦେଲାପରେ…
Read More...