ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚମନ ଲାଲ ଗୁପ୍ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ନୂଆଦିଲ୍ଲୀ, (ପିଆଇବି) : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚମନ ଲାଲ ଗୁପ୍ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଅନେକ ସମାଜ ସେବା ଉଦ୍ୟମ ପାଇଁ ଶ୍ରୀ ଚମନ ଲାଲ ଗୁପ୍ତା ସ୍ମରଣୀୟ ହୋଇ ରହିବେ । ସେ ଜଣେ!-->…
Read More...
Read More...