Browsing Tag

pib news

ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନର ଅଗ୍ରଗତି ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ…

● ନବୋନ୍ମେଷ ସହିତ ନାଗରିକମାନଙ୍କୁ ବିଭିନ୍ନ ସେବା ଯୋଗାଇ ଡିଜିଟାଲ ସ୍ୱାସ୍ଥ୍ୟ ପ୍ରଯୁକ୍ତି ବିପ୍ଳବକୁ ଆଗେଇ ନେବ ଏନଡିଏଚଏମ● ଏନଡିଏଚଏମ ଅନ୍ତର୍ଗତ ଆରମ୍ଭ କରାଯାଇଥିବା କାର୍ଯ୍ୟକ୍ରମଗୁଡ଼ିକୁ ତ୍ୱରାନ୍ୱିତ କରାଯାଉ : ପ୍ରଧାନମନ୍ତ୍ରୀ● ଅଧିକ ସଂଖ୍ୟାରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରି…
Read More...

ସାମୁଦ୍ରିକ ଝଡ ୟାସ୍ ଯୋଗୁଁ ଇସ୍ପାତ କିମ୍ବା ଅମ୍ଳଜାନ ଉତ୍ପାଦନ ବାଧାପ୍ରାପ୍ତ ହୋଇନାହିଁ

ନୂଆଦିଲ୍ଲୀ, (ପିଆଇବି) : ସାମୁଦ୍ରିକ ଝଡ ୟାସର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଗତ ୨୩ ତାରିଖ ଦିନ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ଉନ୍ନୟନ ବିଭାଗ ଓ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଇସ୍ପାତ ଉତ୍ପାଦନକାରୀ ପ୍ରତିଷ୍ଠାନଗୁଡିକ ସହିତ ମନ୍ତ୍ରଣାଳୟର ଏକ ସମ୍ମିଳନୀ ଅନୁଷ୍ଠିତ…
Read More...

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ୨୨ କୋଟିରୁ ଅଧିକ ଟିକା ଡୋଜ ପ୍ରଦାନ

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ୧.୮୪ କୋଟି ଡୋଜ ଉପଲବ୍ଧ ଅଛି ନୂଆଦିଲ୍ଲୀ, (ପିଆଇବି) : ଦେଶବ୍ୟାପି ଟିକାକରଣ ଅଭିଯାନ ଅନ୍ତର୍ଗତ ଭାରତ ସରକାର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ବିନା ମୂଲ୍ୟରେ କୋଭିଡ ଟିକା ଯୋଗାଇ ଦେଉଛନ୍ତି । ଏହାସହିତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ…
Read More...

କୋଭିଡ-୧୯ ଯୋଗୁଁ ପ୍ରାଣ ହରାଇଥିବା ୬୭ଜଣ ସାମ୍ବାଦିକଙ୍କ ପରିବାରକୁ କେନ୍ଦ୍ରର ଆର୍ଥିକ ସହାୟତା ଅନୁମୋଦନ

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସାମ୍ବାଦିକ କଲ୍ୟାଣ ଯୋଜନାରେ ପ୍ରତ୍ୟେକ ପରିବାର ପାଇବେ ୫ ଲକ୍ଷ ଟଙ୍କାପ୍ରତି ସପ୍ତାହରେ ବସିବ ସାମ୍ବାଦିକ କଲ୍ୟାଣ ଯୋଜନା ବୈଠକ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ତତ୍ତ୍ଵାବଧାନରେ ମନ୍ତ୍ରଣାଳୟ ନିଜ…
Read More...

ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ସ୍ଥାପିତ ନୂଆ ଏମ୍ସଗୁଡିକ ରାଜ୍ୟଗୁଡିକରେ ଉନ୍ନତ କୋଭିଡ ସେବା ଯୋଗାଉଛି

କୋଭିଡ ସଙ୍କଟ ବେଳେ ତୃତୀୟକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଞ୍ଚଳିକ ବୈଷମ୍ୟ ଦୂର କରୁଛିଜଟିଳ ମ୍ୟୁକୋରମାଇକୋସିସ୍ ସଂକ୍ରମଣ ଚିକିତ୍ସା ଉପଲବ୍ଧ ରହିଛି ନୂଆଦିଲ୍ଲୀ, (ପିଆଇବି) : ଦେଶରେ ଡାକ୍ତରୀ ଶିକ୍ଷା ବ୍ୟବସ୍ଥା ଉନ୍ନତ କରିବା ଓ ଉନ୍ନତମାନର ତୃତୀୟକ ଡାକ୍ତରଖାନାର ଆବଶ୍ୟକତା ପୂରଣ…
Read More...

ଲଗାତର ଷଷ୍ଠ ଦିନ ପାଇଁ ଦୈନିକ ନୂଆ ମାମଲାକୁ ପଛରେ ପକାଇଲା ଦୈନିକ ଆରୋଗ୍ୟ ସଂଖ୍ୟା

ଲଗାତର ତିନିଦିନ ହେଲା ଦୈନିକ ନୂଆ ମାମଲା ୩ ଲକ୍ଷଠାରୁ କମଗତ ୨୪ ଘଣ୍ଟାରେ ସର୍ବାଧିକ ୨୦ ଲକ୍ଷ ନମୁନା ପରୀକ୍ଷା ହୋଇଛି, ଯାହା ଏକ ବିଶ୍ୱ ରେକର୍ଡଦୈନିକ ପଜିଟିଭ ହାର ୧୩.୩୧%କୁ ଖସିଲାଏ ପର୍ୟ୍ୟନ୍ତ ୧୮-୪୪ ବୟସ ବର୍ଗର ୬୪ ଲକ୍ଷରୁ ଅଧିକ ହିତାଧିକାରୀ ନେଲେଣି କରୋନା ଟିକା ନୂଆଦିଲ୍ଲୀ,…
Read More...

ଗୁଜରାଟର ବାତ୍ୟା ତାଉତେ କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶମାର୍ଗରୁ ଦେଖିଲେ ପ୍ରଧାନମନ୍ତ୍ରୀ

• ରାଜ୍ୟରେ ରିଲିଫ କାର୍ୟ୍ୟର ଅଗ୍ରଗତି ବୁଝିଲେ ପ୍ରଧାନମନ୍ତ୍ରୀ• ଗୁଜରାଟବାସୀଙ୍କୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ• ରାଜ୍ୟରେ ତୁରନ୍ତ ରିଲିଫ କାର୍ୟ୍ୟ ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କଲେ ଏକ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା• କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ର ସରକାର ପଠାଇବେ…
Read More...

ଟିକା ଯୋଗାଣ ସମ୍ପର୍କୀତ ଆଗୁଆ ସୂଚନା ଦେଉଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ରଶାସିତ ଅଞ୍ଚଳ ଏବଂ ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଜୁନ ୧୫ତାରିଖ ପର୍ୟ୍ୟନ୍ତ କୋଭିଡ ଟିକା ଯୋଗାଣ ସମ୍ପର୍କୀତ ତଥ୍ୟ ଆଗୁଆ ଦେଇଛନ୍ତି । ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକରେ କୋଭିଡ ଟିକା କେନ୍ଦ୍ର ପ୍ରସ୍ତୁତ କରିବା ଏବଂ ଏହାର ପ୍ରଶାସନିକ…
Read More...

ସରକାରଙ୍କ ଐତିହାସିକ ଚାଷୀ ଅନୁକୂଳ ପଦକ୍ଷେପ : ସାର ସବସିଡି ବୃଦ୍ଧି

• ଡିଏପି ସାର ଉପରେ ସବସିଡି ପରିମାଣ ୧୪୦% ବଢ଼ିଲା• ଡିଏପି ବସ୍ତା ପିଛା ୫୦୦ ଟଙ୍କା ବଦଳରେ ୧୨୦୦ ଟଙ୍କାର ସବସିଡି ପାଇବେ ଚାଷୀ• ଏଣିକି ୨୪୦୦ ଟଙ୍କା ପରିବର୍ତ୍ତେ ୧୨୦୦ ଟଙ୍କାରେ ଡିଏପି ବସ୍ତା କିଣିପାରିବେ ଚାଷୀ• ଏହି ସବସିଡି ବାବଦରେ ଅତିରିକ୍ତ ୧୪,୭୭୫ କୋଟି ଟଙ୍କା ଖର୍ଚ୍ଚ କରିବେ…
Read More...

ରେଳବାଇ ପକ୍ଷରୁ ଗୋଟିଏ ଦିନରେ ଅକ୍ସିଜେନ୍‍ ଏକ୍ସପ୍ରେସ ଯୋଗେ ସର୍ବାଧିକ ୧୦୦୦ ମେଟ୍ରିକ୍‍ ଟନରୁ ଅଧିକ ଅକ୍ସିଜେନ୍‍…

• ୧୩ଟି ରାଜ୍ୟକୁ ଏବେସୁଦ୍ଧା ୧୧,୦୩୦ ମେଟ୍ରିକ୍‍ ଟନ୍‍ ତରଳ ଅକ୍ସିଜେନ୍‍ ରିଲିଫ୍‍ ଯୋଗାଯାଇ ସାରିଛି ।• ମହାରାଷ୍ଟ୍ରକୁ ୫୨୧ ମେଟ୍ରିକ୍‍ ଟନ୍‍, ଉତ୍ତର ପ୍ରଦେଶକୁ ପ୍ରାୟ ୨୯୫୮ ମେଟ୍ରିକ୍‍ ଟନ୍‍, ମଧ୍ୟ ପ୍ରଦେଶକୁ ୪୭୬ ମେଟ୍ରିକ୍‍ ଟନ୍‍, ହରିଆଣାକୁ ୧୪୨୭ ମେଟ୍ରିକ୍‍ ଟନ୍‍, ତେଲଙ୍ଗାନାକୁ…
Read More...