‘ଜଳ ସଞ୍ଚୟ, ଜନ ଭାଗିଦାରୀ’ ଦ୍ୱାରା ରାଜ୍ୟରେ ରିଚାର୍ଜ ହେଉଛି ଭୂତଳ ଜଳ
ଭୁବନେଶ୍ୱର, (ପିଆଇବି) : ରାଜ୍ୟକୁ ଏବେ ମୌସୁମୀ ଆସିବାର ସମୟ। ଏହି ସମୟରେ ବର୍ଷାଜଳ ଅମଳ କରି ଭୂତଳ ଜଳସ୍ତରକୁ ବଢ଼ାଇବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଭିନବ ପ୍ରୟାସ ଆରମ୍ଭ ହୋଇଛି।ଯାଜପୁରରେ ସ୍କୁଲ ଛାତ ହେଉ ବା କଟକରେ ବିଭିନ୍ନ ଗାଁର ପୋଖରୀ ଏବଂ ଗଞ୍ଜାମରେ ଅନେକ ରିଚାର୍ଜ କୂଅ!-->…
Read More...
Read More...