ବାତ୍ୟା ‘ଅର୍ଣ୍ଣବ’ର ତାଣ୍ଡବ : କନ୍ଧମାଳରେ ପ୍ରବଳ ବର୍ଷା, ଭାଙ୍ଗିଲା ନଦୀବନ୍ଧ, ଅନେକ ଗାଁ ଜଳମଗ୍ନ
ଫୁଲବାଣୀ : ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ପ୍ରକୃତିର କରାଳ ରୂପ। ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅନେକ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଜିଲ୍ଲାର ୧୨ଟି ବ୍ଲକ୍ରେ ମୋଟ ୨ ହଜାର ୫୫୭ ମିଲିମିଟର ବର୍ଷା!-->…
Read More...
Read More...