ମଣ୍ଡଳରୁ ପାଟଣାଗଡ ରାସ୍ତା ଅବସ୍ଥା ଶୋଚନୀୟ : ବଢୁଛି ଦୁର୍ଘଟଣା
ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ମଣ୍ଡଳରୁ ପାଟଣାଗଡ଼ ଯିବା ମୁଖ୍ୟ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଦୀର୍ଘ ଦିନ ହେବ ରାସ୍ତାରେ ପିଚୁ ଉପୁଡ଼ି ଖାଲ ଖମା ସୃଷ୍ଟି ହୋଇ ରାସ୍ତାରେ ପାଣି ଭର୍ତ୍ତି ହୋଇ କୃତ୍ରିମ ହ୍ରଦ ପାଲଟିଛି!-->…
Read More...
Read More...