ଗରିବଙ୍କ ଟଙ୍କିଆ ପିଡିଏସ୍ ଚାଉଳ ୧୮ ଟଙ୍କାରେ ବିକ୍ରି ଘଟଣା : ଡ୍ରାଇଭର ଓ ସମ୍ପୃକ୍ତ ବ୍ୟବସାୟୀ ଥାନାରେ ଅଟକ
ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଏନ୍ଏସି ଅନ୍ତର୍ଗତ ୬ ନଂ ଓ ୮ ନଂ ୱାର୍ଡର ସଅଁରାପଡାରେ ଜଣେ ବେପାରୀ ଗରିବ ହିତାଧିକାରୀଙ୍କୁ ପ୍ରଲୋଭନ ଦେଖାଇ ୧ ଟଙ୍କିଆ ପିଡିଏସ ଚାଉଳ କିଣୁଥିବା ବେଳେ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଗତକାଲି ପୁଲିସ ଚଢାଉ କରିଥିଲା । ଏହି ଘଟଣାରେ ପୁଲିସ ଚାଉଳ!-->…
Read More...
Read More...