ଦୁର୍ଘଟଣା ସମିଆଁ ଥି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କର ଉପସ୍ଥିତି କେ ନେଇ କରି ବୋବାଲ୍ କଲେ ପ୍ରତ୍ୟକ୍ଷଦର୍ଶୀ
ପାଟଣାଗଡ, (ଅଶୋକ ବାଗ) : ରାଜ୍ୟସଭା ସାଂସଦଙ୍କର୍ ଗାଡ଼ି ଧକ୍କା ଥି ଝନେ ଯୁବକଙ୍କର୍ ମୃତ୍ୟୁ ଘଟ୍ନା ବେଲ୍କେ ଗାଡ଼ି ଥି ସାଂସଦଙ୍କର ଉପସ୍ଥିତି କେ ନେଇ କରି ଏଛିନ୍ ଘୋଟ୍ ଘୁମର୍ ଚର୍ଚ୍ଚା । ଗଲାକାଲି ତମିଆଁ ଗାଁର ପ୍ରତ୍ୟକ୍ଷଦର୍ଶୀ ପ୍ରମୋଦ ବେହେରାଙ୍କର୍ ଗୁଟେ ସାମ୍ମାଦିକ!-->…
Read More...
Read More...