Browsing Tag

patanagarh news

ମୁହୁରୀ କଳାପରିଷଦ କୁତମୁଣ୍ଡା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପାଟଣାଗଡ଼, (ପୁସ୍ତମ ଯୁଆଡ଼ି) : ମୁହୁରୀ କଳାପରିଷଦ କୁତମୁଣ୍ଡା ପକ୍ଷରୁ ଗ୍ରାମର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗଛ ଲଗାଯାଇଛି । ଏହି ଅବସରରେ ଅନୁଷ୍ଠାନର ସମ୍ପାଦକ ଭେଲାରାମ କୁମ୍ଭାର କହିଲେ, ବର୍ତ୍ତମାନର ପରିବେଶରେ ଉଦ୍ଭିଦ ପାଇଁ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି ।…
Read More...

ଖୁଟୁଣାପାଣିଠାରେ ବିଶ୍ୱାବସୁ ଶବର ସମାଜର କଲ୍ୟାଣ ମଣ୍ଡପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ସରୋଜ କୁମାର…

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ ନିର୍ବାଚନ ମଣ୍ଡଳୀର ଖୁଟୁଣାପାଣିଠାରେ ବିଶ୍ୱାବସୁ ଶବର ସମାଜର କଲ୍ୟାଣ ମଣ୍ଡପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି…
Read More...

ଶିକ୍ଷକଙ୍କୁ ସାଧନ କେନ୍ଦ୍ରସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକ୍ ଖୁଟୁନାପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜନ୍ମେଜୟ ପଣ୍ଡାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଦୀର୍ଘ ତେତିଶ ବର୍ଷ କାର୍ଯ୍ୟ କଲା ପରେ ବଣାଇମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ସେ ଗତ ଫେବୃଆରୀ…
Read More...

ବିଜେଡି ସକ୍ରିୟ କାର୍ଯ୍ୟକର୍ତ୍ତାମାନଙ୍କ ସହ ବିଧାୟକ ସରୋଜ ମେହେରଙ୍କ ଆଲୋଚନା

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବିଧାୟକ ସରୋଜ ମେହେର ବେଲପଡା ବ୍ଲକ ଅନ୍ତର୍ଗତ ବେଲପଡା ପଞ୍ଚାୟତର ବିଜେଡି ସକ୍ରିୟ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିବା ବେଳେ ବେଲପଡା ବ୍ଲକ ଅନ୍ତର୍ଗତ ସମସ୍ତ ୨୪ ଗୋଟି ପଞ୍ଚାୟତର ସରପଞ୍ଚ ମାନଙ୍କ…
Read More...

କୋଶଲ ଗୌରବ ରାମଭକ୍ତ ଫରିକାରଙ୍କୁ ଶ୍ରଦ୍ଧାଞ୍ଜଳି

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟ ପାଟଣାଗଡ ଆନୁକୂଲ୍ୟରେ ଏକ ଆଭାସୀ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତ କୋଶଲ ଗୌରବ ରାମଭକ୍ତ ଫରିକାରଙ୍କ ଆବର୍ତ୍ତମାନରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସଭାର ସଭାନେତ୍ରୀ ସଞ୍ଜୁକ୍ତା ପରିଛା ସଭାପତିତ୍ୱ…
Read More...

ପାଟଣାଗଡ଼ ପୋଲିସ ପଞ୍ଝାରେ ପାଞ୍ଚ ଜଣ ଚୋର

ପାଟଣାଗଡ଼, (ଅଶୋକ କୁମାର ବାଗ) : ଆଜି ପାଞ୍ଚ ଜଣ ଯୁବକ ସୋଲାର୍‌ ପ୍ୟାନେଲ୍‌ ଚୋରି ଅଭିଯୋଗରେ ପାଟଣାଗଡ଼ ପୋଲିସ ଦ୍ୱାରା ଗିରଫ୍‌ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଦଲଦଲି ଗ୍ରାମରେ ରହିଥିବା ହିଲ୍‌ଡ଼୍‌ ଏନାର୍ଜି ନାମକ ଏକ ସୋଲାର୍‌ ପ୍ରାଇଭେଟ୍‌ କମ୍ପାନୀରେ…
Read More...

ମାତାଲ୍‌ ସ୍ୱାମୀର ଅମାନବୀୟକାଣ୍ଡ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଜଣେ ମାତାଲ୍‌ ସ୍ୱାମୀ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି ନିଜ ଧର୍ମପତ୍ନୀଙ୍କୁ । ଏଭଳି ଏକ ଅମାନବୀୟ କାଣ୍ଡ ଘଟିଛି ପାଟଣାଗଡ଼ ବରମ୍‌ପୁରା ସଅଁରାପଡ଼ାରେ । ମୁହଁରେ ଟାଙ୍ଗିଆ ଚୋଟ ଯୋଗୁଁ ପତ୍ନୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ପାଟଣାଗଡ଼…
Read More...

ତେଲେନପାଲି ଗ୍ରାମରେ ବଜାର ଗୃହ ଉଦ୍‌ଘାଟନ କଲେ ବିଧାୟକ ସରୋଜ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଆଜି ପାଟଣାଗଡ଼ ବିଧାୟକ ସରୋଜ ମେହେର ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ତେଲେନପାଲି ଓ ସୋଲବନ୍ଧ ପଞ୍ଚାୟତରେ ବିଜେଡିର ସକ୍ରିୟ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ବିଜେଡ଼ିକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା ପାଇଁ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ…
Read More...

ଫେରାର୍‌ ଥିବା ଚିଟ୍‌କାମାଲ ହତ୍ୟା ମାମଲାର ୨ ଅଭିଯୁକ୍ତଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କଲା ଲରମ୍ଭା ପୋଲିସ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଫେରାର୍‌ ଥିବା ଚିଟ୍‌କାମାଲ ହତ୍ୟା ମାମଲାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କରିଛି ଲରମ୍ଭା ପୋଲିସ । ଏ ସଂପର୍କରେ ପାଟଣାଗଡ଼ ଏସ୍‌ଡ଼ିପିଓ ଜ୍ୟୋତିର୍ମୟ ଭୁକ୍ତା ସୂଚନା ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ଚିଟ୍‌କାମାଲ୍‌ ଡବଲ୍‌ ମର୍ଡର୍‌…
Read More...

ଶିଶୁ ଶ୍ରମିକମୁକ୍ତ ସଚେତନତା ରଥର ଶୁଭାରମ୍ଭ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡରେ ଶିଶୁ ଶ୍ରମିକମୁକ୍ତ ସଚେତନତା ରଥ ଆରମ୍ଭ ହୋଇଯାଇଛି । ଏହାକୁ ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ ଓ ତହସିଲଦାର ଲକ୍ଷ୍ମଣ ମାଝୀ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ । ରଥଟି ବ୍ଲକର ସମସ୍ତ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରାଇବ । ଏହି ସମୟରେ…
Read More...