ଚୋରା କାଠ ସହ ଦୁଇଟି ମିନିଟ୍ରକ ଓ ଗୋଟିଏ ଟ୍ରାକ୍ଟର ଜବତ
ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ରେଞ୍ଜ ଅନ୍ତର୍ଗତ କୁକୁରମୁଣ୍ଡା କଉଡ଼ିଆ ରାସ୍ତାରେ ବେଆଇନ ଭାବେ ଦୁଇଟି ମିନିଟ୍ରକରେ କେନ୍ଦୁ ଓ ଖଇର ଗଣ୍ଡି ଟ୍ରାକ୍ଟର ମଧ୍ୟରେ ଲୋଡ଼ ହେଉଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ବଲାଙ୍ଗିର ଏସିଏଫ୍ ଅଜିତ କୁମାର ବିସିଙ୍କ ନିର୍ଦ୍ଦେଶ କ୍ରମେ!-->…
Read More...
Read More...