Browsing Tag

patanagarh news

ପାଟଣାଗଡ଼ ବିଧାୟକଙ୍କ ଦ୍ୱାରା ବିଭିନ୍ନ କାମର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

ପାଟଣାଗଡ, (କେପିଏନ୍‌ଏସ୍‌) : ଓଡିଶାର ବିଭିନ୍ନ ଅଞ୍ଚଳ ପରି ପାଟଣାଗଡ଼ରେ ମଧ୍ୟ ଗୁଡାଏ ଉନ୍ନୟନ କାମ ଚାଲିଥିବା ବେଳେ ରାଜ୍ୟ ସରକାରଙ୍କ ପ୍ରତି ପାଟଣାଗଡ଼ବାସୀଙ୍କ ଆସ୍ଥା ଓ ବିଶ୍ୱାସ ବଢିବାରେ ଲାଗିଛି । ଏହି କ୍ରମରେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ପାଟଣାଗଡ ବ୍ଲକ ଛକଠାରୁ ପଦ୍ମପୁର
Read More...

ଇନ୍ଦ୍ରମଣି ସାହୁ ଜନ୍ମ ଶତ ବାର୍ଷିକୀ ପାଳିତ

ପାଟଣାଗଡ, (କେପିଏନ୍‌ଏସ୍‌) : କୋଶଲି ଭାଷାର କିମ୍ବଦନ୍ତୀ ପୁରୁଷ ଇନ୍ଦ୍ରମଣି ସାହୁଙ୍କ ଜନ୍ମ ଶତବାର୍ଷିକ ପାଟଣାଗଡ ସ୍ଥିତ ଇଶ୍ବର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ପାରାୟଣ ଗାୟକ ସହସ୍ରାଂଶୁ ହୋତା କୋଶଲି ରାମାୟଣ ଗାଇବା ପରେ ଏହି ସମାରୋହରେ ଡ ଦୋଳଗୋବିନ୍ଦ ବିଶି, ସୁଜିତ କୁମାର ପୃଷେଠ,
Read More...

ଅଜୁଙ୍କୁ ସ୍ୱାବଲମ୍ବୀ କରିଛି ଛତୁ ଚାଷ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଅଜୁଙ୍କୁ ସ୍ୱାବଲମ୍ବୀ କରିଛି ଛତୁ ଚାଷ । ଏବେ ସେ ୮ ଜଣଙ୍କୁ ରୋଜଗାର ଦେବାକୁ ବି ସକ୍ଷମ ହୋଇପାରିଛନ୍ତି । ପାଟଣାଗଡ଼ ପାଖ ଭଏଁସାର ନିବାସୀ ଅଜୁ । +୨ ପାଠ ପଢ଼ି ସାରିବା ପରେ ସେ ଅର୍ଥ ଉପାର୍ଜନ ପାଇଁ ଚିନ୍ତା କରି ନିଜ ଚାଷ ଜମିରେ ଏକ ଫାର୍ମ ହାଉସ କରି
Read More...

ପୋଖରୀରେ ଭାଷୁଛି ବୃଦ୍ଧଙ୍କ ଶବ

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ଟିକପାଲିରେ ପୋଖରୀରେ ଜଣେ ବୃଦ୍ଧଙ୍କ ମୃତଦେହ ଭାସୁଥିବା ଖବର ମିଳିଛି । ମୃତ ବୃଦ୍ଧ ଜଣକ ହେଉଛନ୍ତି ଟିକପାଲିର ବେଣୁ ବନଗୁଲା (୬୦) ବୋଲି ସୂଚନା ମିଳିଛି । ତେବେ ମୃତ ବେଣୁଙ୍କୁ କେହି ହତ୍ୟା କରିଛି ନା ବେଣୁ ନିଜେ ପଖୋରୀକୁ ଡେଇଁ ଆତ୍ମହତ୍ୟା
Read More...

୧୯୯୨-୯୪ ବ୍ୟାଚ୍‌ ଜବାହାରଲାଲ ମହାବିଦ୍ୟାଳୟର ନୂଆଁଖାଇ ଭେଟ୍‌ଘାଟ୍‌

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ ୧୯୯୨-୯୪ ବ୍ୟାଚ୍‌ ଜବାହାରଲାଲ ମହାବିଦ୍ୟାଳୟର ନୂଆଁଖାଇ ଭେଟ୍‌ଘାଟ୍‌ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ସରମୁହାଣ ସ୍ଥିତ ରାଉତ କୃଷିଫାର୍ମଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମଟି ଚିନ୍ତାମଣି ରାଉତ, ଶୁସିଲ ସାହୁ, ଖୁସି ମଲ୍ଲିକ, ଆଶୋକ ମେହେର,
Read More...

ଖୁଣ୍ଟସମଲାଇ ଗ୍ରାମରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଲକ ଖୁଣ୍ଟସମଲାଇ ଗ୍ରାମରେ ନୂଆଁଖାଇ ପରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି । ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗାଁର ଗୌନ୍ତିଆ ଇଂ. ନିର୍ବିଘ୍ନ ଭୋଇ, ମୁଖ୍ୟବକ୍ତା ଭାବେ କୋଶଲି କବି
Read More...

ଚୋରା କାଠ ସହ ଦୁଇଟି ମିନିଟ୍ରକ ଓ ଗୋଟିଏ ଟ୍ରାକ୍ଟର ଜବତ

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ରେଞ୍ଜ ଅନ୍ତର୍ଗତ କୁକୁରମୁଣ୍ଡା କଉଡ଼ିଆ ରାସ୍ତାରେ ବେଆଇନ ଭାବେ ଦୁଇଟି ମିନିଟ୍ରକରେ କେନ୍ଦୁ ଓ ଖଇର ଗଣ୍ଡି ଟ୍ରାକ୍ଟର ମଧ୍ୟରେ ଲୋଡ଼ ହେଉଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ବଲାଙ୍ଗିର ଏସିଏଫ୍‌ ଅଜିତ କୁମାର ବିସିଙ୍କ ନିର୍ଦ୍ଦେଶ କ୍ରମେ
Read More...

ବୁର୍ଡ଼ାବାହାଲ ଗାଁରେ ବ୍ୟାପିଲା ଝାଡାବାନ୍ତି ରୋଗ, ଘରକୁ ଘର ବୁଲିଲେ ସ୍ୱାସ୍ଥ୍ୟ କର୍ମୀ ଏବଂ ଉପଜିଲ୍ଲାପାଳ

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ବ୍ଲକ ଲରମ୍ଭା ଗ୍ରାମ ପଞ୍ଚାୟତ ବୁର୍ଡାବାହାଲ ଗ୍ରାମରେ ଗତକାଲି ୧୯ରୁ ଅଧିକ ଲୋକ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହେଇଥିବା ଜଣାପଡିଛି । ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ସେମାନେ ସମସ୍ତେ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି
Read More...

କୋଶଲୀ ବାଲ୍ମିକୀ ଇନ୍ଦ୍ରମଣି ସାହୁଙ୍କ ଜନ୍ମ ଶତବାର୍ଷିକୀ ପାଟଣାଗଡ଼ରେ ଆସନ୍ତା ୨୯ରେ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଆସନ୍ତା ୨୯ ତାରିଖ ଦିନ କୋଶଲୀ ବାଲ୍ମିକୀ ଇନ୍ଦ୍ରମଣି ସାହୁଙ୍କ ଜନ୍ମ ଶତବାର୍ଷିକୀ ସ୍ଥାନୀୟ ରମାଇ ହାଇସ୍କୁଲ ପଡ଼ିଆ ପାଖ ଈଶ୍ୱର ମଣ୍ଡପଠାରେ ପାଳିତ ହେବ । ‘କୋଶଲୀ ବାଲ୍ମିକୀ ଇନ୍ଦ୍ରମଣି ସାହୁ ଜନମ୍‌ ଶହେ ବଛର୍‌କିଆ କମିଟି’ ପକ୍ଷରୁ ଏହି ସୂଚନା ପ୍ରଦାନ
Read More...

ଚାକିରି କରାଇ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ : ବାପା ପୁଅ ଗିରଫ, କୋର୍ଟ ଚାଲାଣ

ପାଟଣାଗଡ଼, (ଅଶୋକ କୁମାର ବାଗ) : ଚାକିରି କରାଇ ଦେବା ନାମରେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ବାପା ଏବଂ ପୁଅକୁ ପାଟଣାଗଡ଼ ପୋଲିସ ଗିରଫ କରିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ନୂଆପଡା ଜିଲ୍ଲା ବୁଡେନ ଥାନା କରଙ୍ଗାମାଲ ଗାଁର ବେଣୁଧରର ଜଗତ ଓ ତାଙ୍କ ପୁଅ
Read More...