om academy

ସ୍ୱାଭିମାନ ପରିବାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

jsm

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜି ସ୍ୱାଭିମାନ ପରିବାର ପାଟଣାଗଡ଼ ଶାଖା ଦ୍ଵାରା ସ୍ୱାଭିମାନ ପରିବାରର ସକ୍ରିୟ ସଦସ୍ୟ ରୁଦ୍ରମଣି କର୍ସେଲଙ୍କ ପୁତ୍ର ଅର୍ଣିତ ଖର୍ସେଲଙ୍କ ଜନ୍ମଦିନ ଅବସରରେ ଲରମ୍ଭାଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ୬୫ ୟୁନିଟ ରକ୍ତସଂୠୃହିତ ହୋଇଥିଲା । ଲାରାମ୍ଭା ଏବଂ ଆଖପାଖ ଗାଁର ରକ୍ତଦାତା ମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ତାଙ୍କ କୁନି ପୁଅକୁ ଆଶୀର୍ବାଦ ଦେଇଛନ୍ତି ।

Leave A Reply

Your email address will not be published.