Browsing Tag

patanagarh news

ବିଶ୍ଵ ସ୍ତନ୍ୟପାନ ଦିବସ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକର ରୁଗୁଡ଼ିମୁଣ୍ଡା ଗ୍ରାମରେ ବିଶ୍ଵ ସ୍ତନ୍ୟପାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ ପ୍ରସୂତୀ, ଗର୍ଭବତୀ, କିଶୋରୀ ମାନଙ୍କୁ ସ୍ତନ୍ୟପାନର ମହତ୍ଵ, କଷକ୍ଷୀରର ମହତ୍ଵ, କରେନା ପାଇଁ ନିୟମ ବାରମ୍ଵାର ସାବୁନରେ ହାତ…
Read More...

ବିଜେପି ଓ କଂଗ୍ରେସ ଦଳ ଛାଡି ୩୦ଜଣରୁ ଅଧିକ ବିଜେଡିରେ ଯୋଗ ଦେଲେ

ପାଟଣାଗଡ, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଠାରେ ଅରକ୍ଷିତ ଦଣ୍ଡସେନାଙ୍କ ନେତୃତ୍ୱରେ ପାଟଣାଗଡ଼ ବ୍ଲକର ଲରମ୍ଭା ପଞ୍ଚାୟତର ୩୦ ଜଣରୁ ଅଧିକ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜୁ ଜନତା ଦଳରେ…
Read More...

ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଦେଉଲ ଗାଁ ପଞ୍ଚାୟତର ବରପିଟା ଗ୍ରାମରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଶିବିରରେ ଗ୍ରାମର ସମସ୍ତ ପ୍ରସୂତି ଏବଂ ଗର୍ଭବତୀ ମା' ମାନଙ୍କୁ ସ୍ତନ୍ୟପାନର ମହତ୍ତ୍ୱ ସମ୍ପର୍କରେ ଅବଗତ…
Read More...

ରେନ ୱ।ଟର ହାରଭେଷ୍ଟିଂ ଷ୍ଟ୍ରକ୍‌ଚର୍‌ରେ ନିମ୍ନ ମାନର କାର୍ଯ୍ୟ ଅଭିଯୋଗ : କାଦୋପଡାବାସୀଙ୍କ ଏନ୍‌ଏସି କାର୍ଯ୍ୟାଳୟ…

ପାଟଣାଗଡ଼, (ଗୋରେଖନାଥ ବରିହା) : ରାଜ୍ୟ ସରକାରଙ୍କ କର୍ମ ତତ୍ପରତା ଅଭିଯାନ(ମୁକ୍ତା) ଯୋଜନାରେ ପାଟଣାଗଡ଼ ସହରର ବିଭିନ୍ନ ପଡା ଓ ୱ।ଡ଼ ଗୁଡ଼ିକରେ ନିର୍ମିତ ହେଇଥିବା ରେନ ୱ।ଟର ହାରଭେଷ୍ଟିଂ ଷ୍ଟ୍ରକ୍‌ଚର୍‌ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ…
Read More...

ହାର୍ଡକୋର୍‌ ମାଓବାଦୀ ସହଯୋଗୀ ଗିରଫ୍‌

ପାଟଣାଗଡ, (କେପିଏନ୍‌ଏସ୍‌) : ଜଣେ ହାର୍ଡକୋର୍‌ ମାଓବାଦୀ ସହଯୋଗୀ ଗିରଫ୍‌ ହୋଇଥିବା ପାଟଣାଗଡ଼ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା ସୂଚନା ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ଲାଠୋର ଥାନା ଅନ୍ତର୍ଗତ ଝାଲବାହାଲ ଗ୍ରାମର ହାର୍ଡକୋର୍‌ ମାଓବାଦୀ ସହଯୋଗୀ ଦୁର୍ଯ୍ୟୋଧନ ବରିହା(୪୦) ପୋଲିସ…
Read More...

ଅଖିଳ ଭାରତୀୟ ଗୋଁଣ୍ଡୱ।ନା ଗୋଁଣ୍ଡ ମହାସଭା ଜିଲ୍ଲା ଆୟୋଜନ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ବିଶ୍ୱ ମୂଳ ନିବାସୀ ଆଦିବାସୀ ଦିବସକୁ ସରକାରୀ ଛୁଟିଦିନ ଭାବରେ ଘୋଷଣା : ଆଦିବାସୀ କର୍ମଚାରୀ ମାନଙ୍କୁ ସ୍ୱତନ୍ତ୍ର ଛୁଟି ମଞ୍ଜୁର ପ୍ରଦାନ ଦାବୀ ପାଟଣାଗଡ଼, (ଗୋରେଖନାଥ ବରିହା) : ବିଶ୍ଵ ମୂଳ ନିବାସୀ ଆଦିବାସୀ ଦିବସକୁ ସରକାରୀ ଛୁଟିଦିନ ଭାବରେ ଘୋଷଣା କରିବାକୁ ଅଖିଳ ଭାରତୀୟ…
Read More...

ବେଆଇନ କାର୍ଯ୍ୟ ଉପରେ ଖବର ପ୍ରସାରଣ ପରେ ରେଂଜର୍‌ଙ୍କ ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା, ଗୁଳି କରିବାକୁ ଧମକ

ପାଟଣାଗଡ, (ଅଜିତ କୁମାର ପୁରୋହିତ) : ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ହରିଶଙ୍କର ଠାରେ ଥିବା ଗନ୍ଧମାର୍ଦ୍ଦନ ଜଙ୍ଗଲ ଭିତରେ ବନବିଭାଗର ବେଆଇନ କାର୍ୟ୍ୟକଳାପ ଦେଖିବାକୁ ମିଳିଛି । ଜଙ୍ଗଲ ରାସ୍ତା ନିର୍ମାଣରେ ଫରେଷ୍ଟର ଏବଂ ରେଂଜର ନିଜ ଇଚ୍ଛା ମୁତାବକ ରାସ୍ତା ନିର୍ମାଣ କରିଛନ୍ତି ।…
Read More...

କେନାଲ କାମର ଅନୁଧ୍ୟାନ କଲେ ବିଧାୟକ ସରୋଜ ମେହେର

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବିଧାୟକ ସରୋଜ ମେହେର ବାଗଦୋର ପଞ୍ଚାୟତର ଗଙ୍ଗାଧାର ପ୍ରକଳ୍ପର ଚାଷୀଙ୍କ ଅଭିଯୋଗ ହୋଇଥିବା କେନାଲ କାମର ମହାଦୁର୍ନୀତିର ଖବର ପାଇବା ପରେ କାମ ହୋଇଥିବା ଜାଗାକୁ ଯାଇ କାମର ଅନୁଧ୍ୟାନ କରିବା ସହ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ଉପସ୍ଥିତିରେ ସମସ୍ତ…
Read More...

ନୂଆ ଡାକ୍ତର ନିଯୁକ୍ତି ଓ ଡେପୁଟେସନ ନିଯୁକ୍ତିକୁ ବାତିଲ କରିବା ଦାବୀରେ ଜନମଞ୍ଚ ପକ୍ଷରୁ ପାଟଣାଗଡ଼ ଡ଼ାକ୍ତରଖାନା…

୫୦ ହଜାର ଲୋକେ ଚିକିତ୍ସା ପାଇଁ ନିର୍ଭର କରୁଥିବା ଡ଼ାକ୍ତରଖାନା ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବୀ ପାଟଣାଗଡ଼, (ଗୋରେଖନାଥ ବରିହା) : ଗତକାଲି ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡସ୍ଥ ମୂଖ୍ୟ ଡାକ୍ତରଖାନାଠାରେ ଦିନିକିଆ ହଙ୍ଗର ଷ୍ଟ୍ରାଇକରେ ବସିଛନ୍ତି ଜନମଞ୍ଚ ସିଭିଲ ସୋସାଇଟି…
Read More...

ହରିଶଙ୍କର ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଞ୍ଚଳରେ ହାତୀପଲ : ୩ ଗାଁରେ ତିନୋଟି ଘର ଭାଙ୍ଗିଲେ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ହରିଶଙ୍କର ରେଞ୍ଜ ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଞ୍ଚଳରେ ଆସି ଅପଦ୍ରବ ସୃଷ୍ଟି କରୁଛନ୍ତି । ଏହି ହାତୀ ମାନେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ତିନୋଟି ଗାଁରେ ପଶି ତିନୋଟି ଘର ଭାଙ୍ଗିବା ସହ ଘରର ଧାନ ଚାଉଳ ଖାଇ ଦେଇଥିବା…
Read More...