Browsing Tag

patanagarh news

ଖପ୍ରାଖୋଲ ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀରେ କୃଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରାଯାଇ ଚାଷୀମାନଙ୍କୁ ମରୁଡି ସହାୟତା ପ୍ରଦାନ କରାଯିବାକୁ ଦାବୀ କରାଯାଇଛି । ସୋମବାର ଖପ୍ରାଖୋଲ ବ୍ଳକ କୃଷକ ସଂଘ ପକ୍ଷରୁ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ତହସିଲଦାର ଆଦିତ୍ୟ…
Read More...

ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଭାଳୁଜୁରୀ ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ମୃତକଙ୍କ ଚାଷୀ ନାଁ ଯୁଧୁଷ୍ଟିର ଭୋଇ(୪୦) । ସେ ଶନିବାର ସନ୍ଦ୍ୟା ୭ .୩୦ ସମୟରେ ନିଜ କ୍ଷେତ ଆଡୁ ଘରକୁ…
Read More...

ପାଟଣାଗଡ଼ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ

ଗୁରୁଙ୍କୁ ନ ମଣି ବ ନର ଗୁରୁ ହିଁ ସାକ୍ଷାତ ଈଶ୍ଵର : ବିଧାୟକ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ସ୍ତରୀୟ ଗୁରୁ ପୂଜନ ଉତ୍ସବ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଗୁରୁ ପୂଜନ ଉତ୍ସବରେ ପାଟଣାଗଡ଼ ବିଧାୟକ…
Read More...

ନୂଆଁଖାଇ ଦିନ +୩ ନାମ ଲେଖା ବାତିଲ ଦାବୀରେ କୋଶଳ ସେନା ଓ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ପକ୍ଷରୁ ଉପଜିଲ୍ଲାପାଳଙ୍କୁ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ ଏକ ପୁରୁଖା ତିହାର ଭାବେ ପ୍ରମୁଖ ପଶ୍ଚିମ ଓଡ଼ିଶାବାସୀ ବହୁ ଉତ୍ସାହରେ ପର୍ବ ପାଳନ କରାଯାଇଥାଏ । ଆସନ୍ତା ସେପ୍ଟେମ୍ବର ୧୧ ତାରିଖ ପଞ୍ଚମୀ ତିଥି ନୂଆଁଖାଇ ପଡୁଥିବା ବେଳେ ସରକାରଙ୍କ +୩ ଛାତ୍ରଛାତ୍ରୀ…
Read More...

ପାଟଣାଗଡ଼ ବନବିଭାଗ ଦ୍ୱାରା କେନ୍ଦୁଗଣ୍ଡି ଭର୍ତ୍ତି ଥିବା ଏକ ୪୦୭ ମିନି ଟ୍ରକ ଜବତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବନବିଭାଗ ଦ୍ୱାରା ଲରମ୍ଭା ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଏକ ୪୦୭ ଟ୍ରକକୁ ଜବତ କରାଯାଇଥିବା ଜଣାପଡ଼ିଛି । ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ବଲାଙ୍ଗିର ଡିଏଫ୍‌ଓ ନିତିଶ କୁମାର ଦେଇଥିବା ସୂଚନା ମୁତାବକ ପାଟଣାଗଡ଼ ରେଞ୍ଜର ରାଜକୃଷ୍ଣ ଭୋଇଙ୍କ ପ୍ରତ୍ୟକ୍ଷ…
Read More...

ପୁଷ୍ଟିଶସ୍ୟ ପୋଷଣ ସଚେତନା ରଥର ଶୁଭାରମ୍ଭ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସମ୍ମୁଖରେ ଓଡିଶା ମିଲେଟ୍‌ ମିଶନ, ଆତ୍ମା ବଲାଙ୍ଗିର, ୱ।ଇସିଡ଼ିଏ ଅନୁଷ୍ଠାନର ମିଳିତ ଉଦ୍ୟମରେ ପୁଷ୍ଟିଶସ୍ୟ ପୋଷଣ ରଥର ଶୁଭାରମ୍ଭ ହୋଇଯାଇଛି । ଶୁଭାରମ୍ଭ ଉତ୍ସବରେ ଖପ୍ରାଖୋଲ ବିଡ଼ିଓ ରଶ୍ମିରଞ୍ଜନ ରାଉତ, ଏଡ଼ିଓ…
Read More...

ଗାଁ ଦାଣ୍ଡରେ ଯୁବକଙ୍କୁ ମାରାଣାସ୍ତ୍ରରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା କେନ୍ଧୁମୁଣ୍ଡି ପଞ୍ଚାୟତ ମଘାମରା ଗ୍ରାମରେ ଗାଁ ଦାଣ୍ଡରେ ଯୁବକଙ୍କୁ ମାରାଣାସ୍ତ୍ର ଧିରି ତିନି ଜଣ ଯୁବକ ଗୋଡ଼ାଇ ଗୋଡ଼ାଇ ହାଣି ଥିବା ସହ ତାଙ୍କ ସ୍ତ୍ରୀ ସାଦ ନାଗଙ୍କୁ ଲୁହା ଛଡ଼ରେ ବାଡେଇ ଥିବା ସୂଚନା ମିଳିଛି ।…
Read More...

ନୁଆଁଖାଇ ଭେଟଘାଟ ପାଇଁ କଳିକେଶ ସମର୍ଥକଙ୍କ ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ୧୬ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର ବିଜେଡି କର୍ମୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ଜୋନ୍‌ର ୧୦ଟି ପଞ୍ଚାୟତର ପ୍ରାୟ ୧୫୦ ଜଣରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ଉପସ୍ଥିତ ଥିଲେ । ଏଥିରେ ସର୍ବ…
Read More...

ପାଟଣାଗଡ଼ ଏନ୍‌ଏସି.ରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଲା ଜନମଞ୍ଚ

ପାଟଣାଗଡ଼, (ଗୋରେଖନାଥ ବରିହା) : ବିଜ୍ଞାପିତ ଅଞ୍ଚଳ ପରିଷଦ ଏନ୍‌ଏସି ପାଟଣାଗଡ଼ ସହରରେ ଅଷ୍ଟମ ପାସ୍ ପିଲା ନଥିଲା ପରି ଉପକୁଳ ଅଞ୍ଚଳର ଯୁବକଙ୍କୁ ଆଣି ନିଯୁକ୍ତି ଦେବା ସରକାରୀ ଅର୍ଥ ଆତ୍ମସାତ ଭଲି ଅନିୟମିତତା ହେଉଥିବା ନେଇ ଜନମଞ୍ଚ ପକ୍ଷରୁ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଅନୁଷ୍ଠିତ…
Read More...

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ୩ ଦିନ ଛୁଟି ଘୋଷଣା କରାଯାଉ

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶାର ୨ କୋଟି ଜନସାଧାରଣଙ୍କ ଭାଷା, ସଂସ୍କୃତି, ପରମ୍ପରାର ବାର୍ତାବହ ପର୍ବ ହେଉଛି ନୂଆଁଖାଇ । ଏହାକୁ ପଶ୍ଚିମ ଓଡ଼ିଶାର ଗଣପର୍ବ କୁହାଯାଏ । ବଲାଙ୍ଗିର, ବରଗଡ଼, ସମ୍ୱଲପୁର, ନୂଆପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ଦେବଗଡ଼, ବୌଦ୍ଧ…
Read More...