Browsing Tag

patanagarh news

ବିଦ୍ୟୁତ ବିଭାଗର ସେକ୍ସନ ଅଫିସର ଖପ୍ରାଖୋଲରେ ରହୁନଥିବା ଯୋଗୁଁ ତେଜୁଛି ଜନ ଅସନ୍ତୋଷ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକରେ ବିଦ୍ୟୁତ୍ ବିଭାଗ ଲୁଚକାଳି ଖେଳ ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଓ ସେକ୍ସନ ଅଫିସର ଖପ୍ରାଖୋଲରେ…
Read More...

ବିଳମ୍ବିତ ରାତିରେ ହାତୀ ଆକ୍ରମଣ : ଜଣେ ମୃତ, ଜଣେ ଗୁରୁତର

ପାଟଣାଗଡ଼, (ଗୋରେଖନାଥ ବରିହା) : ଗୁରୁବାର ବିଳମ୍ବିତ ରାତିରେ ବ୍ରାହ୍ମଣୀ ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ ଓ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ହରିଶଙ୍କର ବନାଞ୍ଚଳରେ ଗତ କିଛି ଦିନ ହେଲା ହାତୀର ଆତଙ୍କ ହେଉଛି । ଗତ ରାତି…
Read More...

ମାୟାବତୀ ନଦୀରୁ ଅଜଣା ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସହରକୁ ଦେଇ ଲମ୍ବି ଯାଇଥିବା ମାୟାବତୀ ନଦୀ କୁଳର ବରପଦର ପିଏଚ୍‌ଡି ପାଣି ଟାଙ୍କି ନିକଟରେ ଏକ ଅଜଣା ଯୁବତୀଙ୍କ ଗଳିତ ମୃତ ଦେହ ଉଦ୍ଧାର କରିଛି । ପୋଲିସକୁ ଖବର ଦେବା ପରେ । ଘଟଣାସ୍ଥଳରେ ପାଟଣାଗଡ଼ ପୁଲିସ ପହଞ୍ଚି, ତେବେ ଏହି ଶବ କାହାର କେଉଁଠି…
Read More...

ପାଟଣାଗଡ଼ ଲୋକପ୍ରିୟ ବିଧାୟକ ସରୋଜ କୁମାର ମେହେରଙ୍କ ୪୩ ତମ ଜନ୍ମ ଦିନ ପାଳିତ ସହ ନୂଆଁଖାଇ ଭେଟଘାଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଲୋକପ୍ରିୟ ବିଧାୟକ ସରୋଜ କୁମାର ମେହେରଙ୍କ ୪୩ତମ ଜନ୍ମ ଦିନ ପାଳିତ ଅବସରରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ଠାରେ ଅନୁଷ୍ଠିତ ଜନ୍ମ ଦିନ ଉତ୍ସବ ଓ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ବିଧାୟକ ସରୋଜ…
Read More...

ପାଟଣାଗଡ଼ ମାୟାବତୀ ନଦୀରେ ବନ୍ୟା : ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟାଳୟ ବାସଗୃହ ଓ ଅଫିସ ଜଳମଗ୍ନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଲଗାଣ ବର୍ଷାରେ ପାଟଣାଗଡ଼ ସ୍ଥିତ ମାୟାବତୀ ନଦୀରେ ବନ୍ୟା ଜଳରେ ଜଳମଗ୍ନ ହୋଇଯାଇଛି । ବରପଦର ରାସ୍ତାରେ ପାଟଣାଗଡରୁ ବରଗଡ଼କୁ ସଂଯୋଗ କରୁଥିବା ରାଜପଥ ଉପରେ ମାୟାବତୀ ନଦୀ ରହିଛି । ନଦୀରେ ଏକ ବ୍ରିଜ ନିର୍ମାଣ ହୋଇଛି । ନଦୀଜଳ ସଂରକ୍ଷଣ କରିବା ପାଇଁ ବ୍ରିଜ…
Read More...

ସାହିତ୍ୟ ଏକାଡେମୀ ତରଫରୁ ଗ୍ରାମାଲୋକ କାର୍ଯ୍ୟକ୍ରମ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଘୁନଘୁଟିପାଲି ଗାଁରେ ସାହିତ୍ୟ ଏକାଡେମୀ ତରଫରୁ ଗ୍ରାମାଲୋକ କାର୍ଯ୍ୟକ୍ରମ ହୋଇଯାଇଛି । ସାହିତ୍ୟ ଏକାଡେମୀ ସଦସ୍ୟ ଗାଳ୍ପିକ କ୍ଷେତ୍ରବାସୀ ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି…
Read More...

ସ୍ୱାମୀ ନିଜ ସ୍ତ୍ରୀକୁ ଘରେ ନ ରଖିବାରୁ ବାପ ଘରେ ବେକରେ ଶାଢ଼ୀ ଲଗାଇ ମହିଳାଙ୍କ ଆତ୍ମହତ୍ୟା

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଗଉଡପାଲି ଗାଁରେ ଏକ ଯୁବତୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ଆଜି ପବିତ୍ର ନୂଆଁଖାଇ ପର୍ବରେ ଲୋକେ ଖୁସିରେ ଥିବା ବେଳେ ଏଭଳି କାଣ୍ଡ ହୋଇଥିବା ଯୋଗୁଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନାଯୋଗ୍ୟ ଯେ, ପାଟଣାଗଡ଼…
Read More...

ବିବାହିତା ମହିଳାଙ୍କୁ ନ୍ୟାୟ ଦାବୀରେ ସର୍ବଭାରତୀୟ ବିଝାଂଲ ସମାଜ ପକ୍ଷରୁ ପାଟଣାଗଡ ଏସ୍‌ଡିପିଓଙ୍କୁ ଦାବୀପତ୍ର ପ୍ରଦାନ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଅଚଂଳରେ ଜଣେ ବିବାହିତା ମହିଳାଙ୍କୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ୫ ମାସ ଧରି ଏକାଠି ରହିବା ପରେ ପୁଣି ପ୍ରତାରଣା ଦେବା ଅଚଂଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାକୁ ନେଇ ଆଜି ସର୍ବଭାରତୀୟ ବିଂଝାଲ ସମାଜ ପକ୍ଷରୁ…
Read More...

ଭିଭିଜିଲାନ୍ସ ଜାଲରେ ପଡିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ଭୋଇ

ପାଟଣାଗଡ, (ଗୋରେଖନାଥ ବରିହା) : ଭିଜିଲାନ୍ସ ଜାଲରେ ପଡିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ଭୋଇ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଲକି ପିଇଓ ବିଶ୍ୱମ୍ବର ଭୋଇଙ୍କ ଘରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ…
Read More...

କଫ୍‌ ସିରଫ୍‌ ଜବତ ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ଅଞ୍ଚଳ ସବୁ ସମୟରେ ବେଆଇନ ମଦ, ଗଞ୍ଜେଇ, ଟେବ୍ଳେଟ, କରେକ୍ସ କାରବାରର ପେଣ୍ଠସ୍ଥଳୀ ପାଲଟିଛି । ସୂଚନାଯୋଗ୍ୟ ଯେ, ତା.୬/୦୯/୨୧ରିଖ ସୋମବାର ଦିନ ରାତିରେ କପାଣି ପଞ୍ଚାୟତ ତରା ଗାଁର କମଲ ନାଗ କଫ୍‌ ସିରଫ ପେଟି ଧରି ବେଲପଡା…
Read More...