Browsing Tag

padmapur news

ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରୀମାନଙ୍କ ‘କେରିଅର କାଉନସିଲିଙ୍ଗ’

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିଶୁ ସଭାରେ ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପାଞ୍ଜଳି ମାଝୀ ଏବଂ ପାଇକମାଲ ତହସିଲଦାର ପରକ୍ଷୀତ ସାହୁ ମୁଖ୍ୟ ଅଥିତି ଭାବେ ଓ ବ୍ଲକ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ସମ୍ମାନିତ ଅଥିତି ଭାବେ ଯୋଗ…
Read More...

କେଏମ୍ଏମ୍‌ର ଜିଲ୍ଲା ସଭାପତି ଭାବେ ଦାୟିତ୍ଵ ଗ୍ରହଣ କଲେ ଘନଶ୍ୟାମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସ୍ଥିତ ସାଇରାଜ କଲ୍ୟାଣ ମଣ୍ଡପ ଠାରେ କେଏମ୍ଏମ୍‌ର ଦ୍ଵିତୀୟ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସାଙ୍ଗଠାନିକ ବିସ୍ତୁରତା ପାଇଁ ଆଲୋଚନା ହୋଇଥିଲା । ଆଜି ଘନଶ୍ୟାମ ସାହୁ କୋଶଳ ରାଏଜ ମୁକ୍ତି ମୋର୍ଚ୍ଚାର…
Read More...

ଶିଶୁ ଚାଲାଣ ଉପରେ ଦାୟିତ୍ୱ ଗୋଷ୍ଠୀଙ୍କ ସଚେତନତା ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଜାମସେଠ ଓ ଛିନ୍ଦେଇକେଲା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏଡ଼୍‌ ଏଟ୍‌ ଆକ୍ସନ, ୟୁନିସେଫ, ମହିଳା ଏବଂ ଶିଶୁ ବିକାଶ ବିଭାଗ ଓଡିଶା ସରକାର ଓ ବରଗଡ଼ ପୋଲିସର ମିଳିତ ସହଯୋଗରେ ଶିଶୁ ଚାଲାଣ ଉପରେ ଦାୟିତ୍ୱ ଗୋଷ୍ଠୀଙ୍କ ସଚେତନତା ପ୍ରଶିକ୍ଷଣ…
Read More...

ଜଳିଗଲା ବଡପଣ୍ତା ବସ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଠାରେ ରହୁଥିବାର ବଡ଼ପଣ୍ଡା ବସ୍‌ର ମାଲିକ ଶରତ ବଡ଼ପଣ୍ଡାଙ୍କ ଘର ସାମ୍ନାରେ ଥିବା ଗୋଟିଏ ବସ୍‌କୁ ଅସାମାଜିକ ଲୋକେ ନିଆଁ ଲଗାଇ ଜାଳି ଦେଇଥିବା ପାଇକମାଲ ଥାନାରେ ଅଭିଯୋଗ କରିଛନ୍ତି । ଗତକାଲି ରାତିରେ ଘର ସମ୍ମୁଖରେ ଥିବା ବସ୍‌ ଜଳୁଥିବା ଅନ୍ୟ…
Read More...

ନିଟ୍‌ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଙ୍କୁ ଆର୍ଥିକ ସହାୟତା ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗ୍ରାମ ପଞ୍ଚାୟତ ଜାମୁଟପାଲି ଗାଁର କ୍ଷୁଦ୍ର ଗରିବ ଚାଷୀ ଗୋଲାପ ପାଇକଙ୍କ ପୁତ୍ର ରଞ୍ଜନ ପାଇକ ନିଟ୍‌ରେ କୃତକାର୍ଯ୍ୟ ହୋଇଛନ୍ତି । ସରକାରୀ ମେଡିକାଲ କଲେଜ, କେନ୍ଦୁଝରରେ ନାମ ଲେଖାଇବା ପାଇଁ…
Read More...

ମନ୍ତ୍ରୀଙ୍କୁ ପାଇକମାଲଠାରେ କଡା ବିରୋଧ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ଓ ଝାରବନ୍ଧ ବ୍ଲକକୁ ମନ୍ତ୍ରୀ ଓ ନେତାମାନଙ୍କ ତୋଫାଗସ୍ତ ସାଧାରଣରେ ଚର୍ଚ୍ଚାର ଖୋରାକ ଯୋଗାଇ ଥିବା ବେଳେ, ବିଜେପି କୃଷକ ମୋର୍ଚ୍ଚା ତରଫରୁ କଡା ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ପଦ୍ମପୁର, ପାଇକମାଲ, ଝାରବନ୍ଧ ବ୍ଲକରେ ଚାଷୀମାନେ ଗତ…
Read More...

ଖପୁରିଡ଼ିହି ଗ୍ରାମରେ ଗୌରୀ ଗୌରା ପୂଜା ଉତ୍ସାହ ଉଦ୍ଦିପନା ସହ ସମାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖପୁରିଡ଼ିହି ଗ୍ରାମରେ ଗୌରୀ ଗୌରା ପୂଜା ଉତ୍ସାହ ସହ ଉଦ୍ଦିପନା ସମାପନ ହୋଇଯାଇଛି । ଆଦିବାସୀ ସମ୍ପ୍ରଦାୟ ଗୋଂଡ଼ ଜାତିର ଲୋକେ ଆବାହନ କାଳରୁ ଏହି ପୂଜା କରି ଆସୁଛନ୍ତି । ଏହି ପୂଜା…
Read More...

ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ରସମୁଣ୍ତା ଗ୍ରାମରେ ଏକ ଅଭାବନୀୟ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ରସମୁଣ୍ତା ଗ୍ରାମ ରାମଚନ୍ଦ୍ର ନାୟକଙ୍କ(୭୫) ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ,…
Read More...

ସୁବାସିନୀ ଲୋହାରଙ୍କୁ ଭତ୍ତା ପ୍ରଦାନ ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗରିବ ନିସହାୟ, ବୃଦ୍ଧ ବୃଦ୍ଧାଙ୍କ ନିମେନ୍ତ ରାଜ୍ୟ ଓ କେନ୍ଦ୍ର ସରକାର ବିଧବା ଭତ୍ତା, ପରିତ୍ୟକ୍ତ ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା ପ୍ରଦାନ କରିବା ପାଇଁ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି । କିନ୍ତୁ ଠିକ ସମୟରେ ହିତାଧିକାରୀମାନେ…
Read More...

‘କଳାକାର ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଗ୍ରାମ ପଞ୍ଚାୟତ ଢୋଲବନ୍ଧ ଗ୍ରାମରେ ଥିବା ସଚେତନ ହେମା ଅନୁଷ୍ଠାନ ପକ୍ଷରୁ 'କଳାକାର ପାଇଁ ଗଛଟିଏ' ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କୁଣ୍ଡାଖାଇ ଉପ ସ୍ୱାସ୍ଥ୍ୟକେନ୍ଦ୍ରର…
Read More...