ଅବସରପ୍ରାପ୍ତ ଡାକ କର୍ମଚାରୀଙ୍କ ମାତୃ ବିୟୋଗ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିକେଲ ନିବାସୀ ଅବସରପ୍ରାପ୍ତ ଡାକ କର୍ମଚାରୀ ନାରାୟଣ ସାହୁଙ୍କ ମାତା ବେଦମତୀ ସାହୁଙ୍କ ଗତକାଲି ଅପରାହ୍ନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହେଉଥିଲା । ସେ ଜଣେ ମେଳାପି ଓ ଧର୍ମ ପରାୟଣା ମହିଳା ଥିଲେ ।!-->…
Read More...
Read More...