ଦଳିତପଡା ରାସ୍ତା ଅତ୍ୟନ୍ତ ଶୋଚନୀୟ : ପ୍ରଶାସନ ଦୃଷ୍ଟି ଦେବାକୁ ଦାବି
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଭେଙ୍ଗରାଜପୁର ପଞ୍ଚାୟତ ବନମାଳ ଗାଁର ଦଳିତପଡାର ରାସ୍ତାରେ ବର୍ଷା ପାଣି ଜମି ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଏହି ପଡାରେ ୨୦୦ରୁ ଅଧିକ ଲୋକ ବସବାସ କରିଥାଆନ୍ତି । ଏହି ପଡ଼ାକୁ ଯିବା ରାସ୍ତାରେ ମାସ ମାସ ଧରି ଆଣ୍ଠୁଏ!-->…
Read More...
Read More...