Browsing Tag

padmapur news

ଠିକା ବିଲ୍‌କୁ ନେଇ ଟଣା ଓଟରା : ପଞ୍ଚାୟତ ସମିତି ଅଧ୍ୟକ୍ଷ ଗିରଫ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ଠିକା ବିଲ୍‌କୁ ନେଇ ଟଣା ଓଟରା ପରିସ୍ଥିତି ସୃଷ୍ଟି ହେବା ପରେ ଶେଷରେ ପଦ୍ମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ କୁମରମଣି ନାଏକ ଗିରଫ୍‌ ହୋଇଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ସହରରେ ଚର୍ଚ୍ଚା ଜୋର୍‌ ଧରିଛି । ମିଳିଥିôବା ସୂଚନା ଅନୁସାରେ ପଦ୍ମପୁର ଥାନାରେ…
Read More...

ଉଚ୍ଚ ଶିକ୍ଷା ହିଁ ସମାଜ ଉନ୍ନତି କ୍ଷେତ୍ରରେ ନିତାନ୍ତ ଆବଶ୍ୟକ : ବିଧାୟକ ବିଜୟ ରଞ୍ଜନ ସିଂ ବରିହା

ଝାରବନ୍ଧ ବ୍ଲକ ଇସ୍କିନ୍ଦାରେ ସର୍ବ ଭାରତୀୟ ବିଞ୍ଝାଲ ସମାଜର ବାର୍ଷିକ ମହାସଭା ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଇସ୍କିନ୍ଦା ଠାରେ ସର୍ବ ଭାରତୀୟ ବିଞ୍ଝାଲ ସମାଜର ଝାରବନ୍ଧ ବ୍ଳକ ସ୍ତରୟୀ ବାର୍ଷିକ ମହାସଭା ଅନୁଷ୍ଠିତ ହୋଇଯାଇଛି । ସର୍ବଭାରତୀୟ ବିଞ୍ଝାଲ…
Read More...

ଝାରବନ୍ଧରେ ବିଜେପିର ଜନତା ଅଦାଲତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ପରିସରରେ ଭାରତୀୟ ଜନତା ପାର୍ଟି ଝାରବନ୍ଧ ଓ ଜଗଦଲପୁର ମଣ୍ତଳ ତରଫରୁ ଝାରବନ୍ଧ ବ୍ଲକରେ ହେଉଥିବା ଦୁର୍ନୀତି ପ୍ରତିବାଦରେ ଜନତା ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜନତା ଅଦାଲତ କାର୍ୟ୍ୟକ୍ରମରେ ବରଗଡ ସଂସାଦ ସୁରେଶ ପୂଜାରୀ,…
Read More...

ପରିଣତ ବୟସରେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ମିଳୁନି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଲଖମରା ଗ୍ରାମ ପଞ୍ଚାୟତ ଧୁମାଭଟା ଗ୍ରାମ ଭାଗବତିଆ କଲାରୀ(୭୦ ବର୍ଷ), ନିତ୍ୟାନନ୍ଦ ନେଗୀ(୬୫ବର୍ଷ) ଓ ଭାଗବତିଆ ଡନସନା(୬ ବର୍ଷ) ପରିଣତ ବୟସରେ ମଧ୍ୟ ଆଜି ପର୍ୟ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ।…
Read More...

ପାଇକମାଲ କୋଅପରେଟିଭ ବ୍ୟାଙ୍କରେ ଚାଷୀ ହନ୍ତସନ୍ତ ଅଭିଯୋଗ : ବେପାରୀ ମାଲେମାଲ୍‌, ଚାଷୀ ବେହାଲ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ କୋଅପରେଟିଭ ବ୍ୟାଙ୍କରେ ପ୍ରଧାନମନ୍ତ୍ରୀ ବୀମା ଟଙ୍କା ଓ ଧାନ ବିକ୍ରୟ ଟଙ୍କା ପାଇବା ପାଇଁ ଚାଷୀଙ୍କ ଲମ୍ବା ଲାଇନ ଲାଗିଛି । ବ୍ୟାଙ୍କ ସାମନାରେ ସକାଳୁ ରାତ୍ର ୯ ଘଣ୍ଟା ପର୍ୟ୍ୟନ୍ତ ଚାଷୀ ମାନେ ଟଙ୍କା ଉଠାଇବା…
Read More...

ବସନ୍ତ ମହୋତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୋହେଲା ବ୍ଲକ ଅନ୍ତର୍ଗତ ବେହେରାପାଲି ଗ୍ରାମ ଠାରେ ବସନ୍ତ ମହୋତ୍ସବ କୋଭିଡ ଗାଇଡ ଲାଇନ୍ ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ବାରିକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଥମ ଦିନ ଗ୍ରାମ ବିଦ୍ୟାଳୟର…
Read More...

ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ହେଲେ ଯୁବନେତା ଶ୍ରୀକାନ୍ତ ମିଶ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଭାବେ ଯୁବନେତା ଶ୍ରୀକାନ୍ତ ମିଶ୍ରଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ବରଗଡ ଜିଲ୍ଲା ଭାରତୀୟ ଜନତା ପାର୍ଟି ସଭାପତି ଅଶ୍ୱିନୀ…
Read More...

ପେଣ୍ଟିଂ ଏବଂ ହସ୍ତ କଳାରେ ପାରଙ୍ଗମ ସୃଷ୍ଟିଲେଖା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପହଣ୍ଡି ଗ୍ରାମର ସୃଷ୍ଟିଲେଖା ପୁରୋହିତ ହସ୍ତକଳାରେ ତାଙ୍କର ପାରଦର୍ଶିତା ପ୍ରତିପାଦନ କରିବା କ୍ଷେତ୍ରରେ ଆଗେଇ ଚାଲିଛନ୍ତି । ଚମତ୍‌କାର ହସ୍ତ କଳାରେ ନିପୁଣା ସୃଷ୍ଟିଲେଖା ପିଲା ଦିନରୁ ହସ୍ତ ଶିଳ୍ପ ପ୍ରତି ବେଶ୍‌ ଆଗ୍ରହୀ ଥିଲେ ।…
Read More...

ନାଟ୍ୟ ଅଭିନୟ ମାଧ୍ୟମରେ ରାମ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମରେ ନିଧି ପ୍ରମୁଖ ଲଲିତ ଜଗତଙ୍କ ନେତୃତ୍ବରେ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନ ଗାଁର ପ୍ରତ୍ୟେକ ଘରକୁ ଘର ବୁଲି ଅଯୋଧ୍ୟାରେ ନିର୍ମାଣ ହେଉଥିବା ଶ୍ରୀରାମ ମହାପ୍ରଭୁଙ୍କ ମନ୍ଦିର ପାଇଁ ନିଧି ସଂଗ୍ରହ କରିଥିଲେ ।…
Read More...

ଆରଏମସି କର୍ମଚାରୀଙ୍କ ନାଁରେ ଅଭିଯୋଗ କଲେ ଚାଷୀ ତୋଷରାଜ ମେହେର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାଜବୋଡାସମର ବ୍ଲକ ଅନ୍ତର୍ଗତ ବୁଡାମାଲ ମଣ୍ଡିରେ କାର୍ୟ୍ୟରତ ଆରଏମସି କର୍ମଚାରୀଙ୍କ ନାଁରେ ଅଭିଯୋଗ ଆଣିଲେ ଖଇରପାଲି ଗ୍ରାମର ଚାଷୀ ତୋଷରାଜ ମେହେର । ଆଜି ବରଗଡ଼ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଡାକ ଯୋଗେ । ସେ ଅଭିଯୋଗ…
Read More...