Browsing Tag

padmapur news

ସୋହେଲାରେ ଦାଣ୍ଡି ଯାତ୍ରା ସ୍ମୃତି ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୋହେଲା ସତ୍ୟାଗ୍ରହ ସ୍ମାରକୀ ପୀଠରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ସୋହେଲା ଶାଖା ତରଫରୁ ଦାଣ୍ଡି ଯାତ୍ରା ସ୍ମୃତି ଦିବସ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତାଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଡାକ୍ତର ଶିଶିର କୁମାର ସାହୁ,…
Read More...

ମହାଶିବରାତ୍ରୀ ଅବସରରେ ନିଷ୍ଠା ପରିବାର ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ପ‌ଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ମହାଶିବରାତ୍ରୀ ଅବସରରେ ଶ୍ରୀ ଶ୍ରୀ ବାବା ବରାଡ ବାଲୁଙ୍କେଶ୍ଵର ଧାମ, ଗାଇସୀମା ଠାରେ ନିଷ୍ଠା ପରିବାର ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ପ୍ରତ୍ୟେକ ବର୍ଷ ଶିବରାତ୍ରି ଅବସସରେ ନିଷ୍ଠା ପରିବାର ପକ୍ଷରୁ ରକ୍ତଦାନ ଶିବିର…
Read More...

ଉଦୟନାଥ ଫର୍ଣ୍ଣିଚରର ୧୬ତମ ଲକି ଡ୍ର’ ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୧୬ତମ ଲକି ଡ୍ର' ଉଠାଣ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ପାଟଣାଗଡ଼ର ଦୀପକ ଭୋଇ । ଏହି ଉଠାଣ କାର୍ୟ୍ୟକ୍ରମରେ…
Read More...

ସ୍ବେଚ୍ଛାକୃତ ଭାବରେ ସଂଗୃହୀତ ରକ୍ତକୁ ବ୍ୟବସାୟୀକରଣ କରୁଥିବା ଅନୁଷ୍ଠାନ ଓ ଘରୋଇ ରକ୍ତ ଭଣ୍ଡାର ବିରୋଧରେ…

ବରଗଡ଼/ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ସରକାରୀ ଡାକ୍ତରଖାନାରେ ରକ୍ତର ଅଭାବକୁ ଦୂର କରିବା ପାଇଁ ଅନେକ ସ୍ବେଚ୍ଛାସେବୀ ସଙ୍ଗଠନ ରକ୍ତଦାନ ଶିବିର ଆୟୋଜନ କରି ଯୁବପୀଢ଼ିଙ୍କୁ ରକ୍ତଦାନ ପାଇଁ ପ୍ରୋତ୍ସାହିତ କରିଥିଲେ । ଲୋକେ ସ୍ୱଇଚ୍ଛାରେ ରକ୍ତଦାନ ମଧ୍ୟ କରୁଥିଲେ । ମାତ୍ର…
Read More...

ନୋଡ଼ସ୍ ବ୍ଲଗ୍ ସାହିତ୍ୟ ପରିବାର ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୋଡ଼ସ୍ ବ୍ଲଗ୍ ସାହିତ୍ୟ ପରିବାର ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥ ଭାବେ ଡ଼ ପ୍ରିୟମ୍ବଦା ସାମଲ ଓ ନୋଡ଼ସ୍ ବ୍ଲଗ୍ ପରିବାରର ପ୍ରତିଷ୍ଠାତ୍ରୀ ସୁଶ୍ରୀ ପୋତଶ୍ରୀୟା ବଢେଇ ସମେତ ଅନ୍ୟାନ୍ୟ ସଭ୍ୟା ଆରତୀ ସାହୁ,…
Read More...

୮୩ ସିନିୟର ବ୍ୟାଚ୍‌ର ବନ୍ଧୁମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡ଼ାସମ୍ବର ହାଇସ୍କୁଲର ପୂରାତନ ଛାତ୍ର ୮୩ ସିନିୟର ବ୍ୟାଚ୍‌ର ଏକ ବନ୍ଧୁମିଳନ ସ୍ଥାନୀୟ ପଦ୍ମପୁର ନିକଟସ୍ଥ ଦେଉଲି ଗ୍ରାମରେ ଥିବା ବନ୍ଧୁ ବିଜୟ ରାମଚ‌ନ୍ଦାନୀଙ୍କ ଫାର୍ମ ହାଉସରେ ଅନୁଷ୍ଠିତ ହୋଇଯାଇଛି । ବନ୍ଧୁ ବିରଞ୍ଚି ସାହୁଙ୍କ…
Read More...

କୋଶଲାଞ୍ଚଳର ଗର୍ଵ ଏବଂ ଗୌରବ ଦୀପା ବାରିକ : ମହିଳାଙ୍କ ପାଇଁ ପାଲଟିଛ‌ନ୍ତି ଉଦାହରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହିଳାମାନେ ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ୍‌ ନୁହଁନ୍ତି । ଆଜିର ନାରୀ ପୁରୁଷମାନଙ୍କ ସହ ତାଳରେ ତାଳ ମିଳେଇ ସବୁକ୍ଷେତ୍ରରେ ନିଜର କୃତିତ୍ୱ ପ୍ରତିପାଦନ କରୁଛି । ଖେଳକୁଦ, ଗୀତ ସଙ୍ଗୀତ, ରାଜନୀତି ହେଉ ଅବା ସମାଜସେବା କ୍ଷେତ୍ରରେ ହେଉ ଆଜିର ନାରୀ…
Read More...

ବରଗଡ଼ ସମବାୟ ଚିନି କଳର ପୁନଃ ଉଦ୍ଧାର ପାଇଁ ଏକ ନିବେଦନ ପତ୍ର ପ୍ରଦାନ

ପଦ୍ମପୁର/ବରଗଡ, (ନିରୋଜ କୁମାର ପାଣୀ) : ଆଜି ସକାଳେ ଭୁବନେଶ୍ୱର ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେ‌ନ୍ଦ୍ର ପ୍ରଧାନଙ୍କୁ ବରଗଡ଼ ଜିଲ୍ଲାର ଏକ ପ୍ରତିନିଧି ଦଳ ମାନ୍ୟବର ବରଗଡ଼ର ସାଂସଦ ସୁରେଶ ପୂଜାରୀଙ୍କ ସହ ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ କୁମାର ପୁରୋହିତ,…
Read More...

ମାରିଓ ମେଲେଟା ଜିଲ୍ଲା ନକ ଆଉଟ କ୍ରିକେଟରେ ପଦ୍ମପୁର ଫାଇନାଲ୍‌ରେ : ସୁପର ଜିମ୍ନାସିୟମ ଏବଂ ଲରମ୍ଭା ବିଜୟୀ

ପଦ୍ମପୁର/ ସୋହେଲା, (ନିରୋଜ କୁମାର ପାଣୀ) : ପଦ୍ମପୁର ଓ ସୋହେଲା ଠାରେ ଚାଲିଥିବା ଜିଲ୍ଲା ନକ ଆଉଟ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜିର ଖେଳରେ ପଦ୍ମପୁର ଜୋନରେ ପଦ୍ମପୁର ବୋଡ଼ାସମ୍ବର କ୍ରିକେଟ୍ କ୍ଲବ ଫାଇନାଲକୁ ଉନ୍ନିତ ହୋଇଥିବା ବେଳେ ସୋହେଲା ଜୋନ୍‌ରେ ସୁପର ଜିମ୍ନାସିୟମ ଏବଂ ଲରମ୍ଭା…
Read More...

ବରଗଡ ଜିଲ୍ଲାପାଳଙ୍କ ସୀମାନ୍ତବର୍ତ୍ତୀ ଗ୍ରାମ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଛତିଶଗଡ ସୀମାନ୍ତବର୍ତ୍ତୀ ଚର୍ଦାପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମକୁ ପରିଦର୍ଶନରେ ଯାଇ ଗ୍ରାମବାସୀଙ୍କ ଠାରୁ ତାଙ୍କର ସୁବିଧା ଅସୁବିଧା ସମ୍ପର୍କରେ, ସରକାରୀ ଯୋଜନାର ରୂପାୟନ ଉପରେ ପ୍ରତ୍ୟକ୍ଷ…
Read More...