Browsing Tag

padmapur news

ସମଲପୁରୀ ଦିନ ଅଗଷ୍ଟ ୧ ପାଇଁ ସିର୍‌ଜିନାର ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠ ଠାରେ ଆଖଣ୍ତଳ ଦାଶଙ୍କ ସଭାପତିତ୍ୱରେ ସମଲପୁରୀ ଦିନ ପାଳନ ଅବ୍ୟବହିତ ପୂର୍ବରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରସ୍ତୁତି ବୈଠକରେ ସିର୍‌ଜିନା ସଂପାଦକ ରାଜେନ୍ଦ୍ର…
Read More...

ଜରି ତଳେ କିଶୋର ପ୍ରଧାନଙ୍କ ପରିବାର : ଆବାସ ଯୋଜନା ସାତସପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଯୋଜନା ଉପରେ ଯୋଜନା ତଥା ପ୍ରଧାନମନ୍ତ୍ରୀ ଆବାସ, ବିଜୁ କାର୍ଯ୍ୟକାରୀ କରୁଛନ୍ତି ହେଲେ ଯୋଗ୍ୟ ହିତାଧିକାରୀଙ୍କ ପାଖକୁ ପହଞ୍ଚି ପାରୁନାହିଁ । ଯାହା ଫଳରେ କି ଅନେକ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେଉଥିବା ବେଳେ ଜରି ତଳେ ଜୀବନ ବିତାଉଥିବା…
Read More...

ଗୋଁଣ୍ତ ସମାଜ ତରଫରୁ ରାଣୀ ଦୁର୍ଗାଦେବୀଙ୍କ ବଳିଦାନ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ସ୍ଥିତ ବୁଢାଦେଓ ମଣ୍ତପ ଠାରେ ମଣ୍ତପ ସଭାପତି ଦୁର୍ଯ୍ୟୋଧନ ପୁଟାଙ୍କ ଆହ୍ୱାନ କ୍ରମେ ପାଇକମାଲ ବ୍ଲକ ଗୋଁଣ୍ତ ସମାଜ ବିଭିନ୍ନ ପଦ ପଦାଧିକାରୀଙ୍କ ଗହଣରେ ରାଣୀ ଦୁର୍ଗାଦେବୀଙ୍କ ୪୫୯ ତମ ବଳିଦାନ ଦିବସ ପାଳିତ ହୋଇ ଯାଇଛି । ଏହି ବଳିଦାନ ଦିବସରେ…
Read More...

ପଦ୍ମପୁରରେ ବଳିଦାନ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପ୍ରେରଣାର ଉତ୍ସ, ବିଶିଷ୍ଟ ଶିକ୍ଷାବିତ୍, ପ୍ରଖର ରାଷ୍ଟ୍ରବାଦୀ ନେତା ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଆଜି ପଦ୍ମପୁରରେ ପାଳିତ ହୋଇ ଯାଇଛି । ପଦ୍ମପୁର ନଗର ବିଜେପି ଯୁବମୋର୍ଚ୍ଚା…
Read More...

ପଦ୍ମପୁର ସହରରେ ଡ୍ରେନେଜ ଅବ୍ୟବସ୍ଥା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ୩ ନମ୍ବର ୱାର୍ଡରେ ଡ୍ରେନେଜ ଅବ୍ୟବସ୍ଥା ହେତୁ ଡ୍ରେନେଜରୁ ପାଣି ନିଷ୍କାସନ ହୋଇ ନପାରି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ଡ୍ରେନେଜ ବ୍ୟବସ୍ଥା ନଥିବା ହେତୁ ଡ୍ରେନରେ ପାଣି ଜମା ରହିଥିବା ଅଳିଆ ଆବର୍ଜନା ପଚାସଢା ଗନ୍ଧରେ ନାକ ଫାଟି…
Read More...

ରାସ୍ତା ଦୂରବସ୍ଥା ନେଇ ନିର୍ବାହୀ ଯନ୍ତ୍ରୀଙ୍କୁ କାଉନସିଲରଙ୍କ ଚିଠି

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ପ୍ରତି ବର୍ଷ ଗମନା ଗମନକୁ ପ୍ରାଧାନ୍ୟ ଦେବା ସହ କୋଟି କୋଟି ଅର୍ଥ ବିନିମୟରେ ରାସ୍ତା ମାନ ନିର୍ମାଣ କରୁଛନ୍ତି । ହେଲେ କିଛି ଲାଞ୍ଚୁଆ ଅଧିକାରୀଙ୍କ ଠିକାଦାର ପୋଷା ନୀତି ଓ ହାତ ଗୁଞ୍ଜ ପାଉଣାର ଲୋଭ ସବୁ ଯୋଜନାକୁ ଭୂମିସ୍ଥ ହେବା ଆଗରୁ ହିଁ ଭୂମି…
Read More...

ପଦ୍ମପୁର ମାରୱାଡ଼ି ଯୁବାମଞ୍ଚ ପକ୍ଷରୁ ନୂତନ ଆମ୍ବୁଲାନ୍ସ ଲୋକାର୍ପଣ ଓ ରକ୍ତଦାନ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମାରୱାଡ଼ି ଯୁବାମଞ୍ଚ ପକ୍ଷରୁ ନୂତନ ଆମ୍ବୁଲାନ୍ସ ଲୋକାର୍ପଣ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ମାରୱାଡ଼ି ଧର୍ମଶାଳା ପରିସରରେ ମାରୱାଡ଼ି ଯୁବାମଞ୍ଚ ସଭାପତି ବିଜୟ ଅଗ୍ରୱାଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…
Read More...

ମହୁଲପୋଚ ଓ ରନ୍ଧାମଦ ଜବତ ସହ ୪ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅବକାରୀ ଥାନା ଅଞ୍ଚଳରେ ବଢୁଛି ରନ୍ଧା ମଦ କାରବାର । ଏନେଇ ଖବର ପାଇ ବରଗଡ଼ ଅବକାରୀ ସୁପରିଟେନଡେଣ୍ଟ ପ୍ରଦୀପ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଅବକାରୀ ଥାନା ଅଧୀନସ୍ଥ ସମ୍ପିଆ ଠାରେ ବରଗଡ଼ ମୋବାଇଲ ୟୁନିଟ ଓ ପଦ୍ମପୁର ଅବକାରୀ ବିଭାଗ…
Read More...

ନୃସିଂହନାଥ ପୀଠରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀଙ୍କ ଆହ୍ୱାନ କ୍ରମେ ବରଗଡ ଜିଲ୍ଲାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠ ସ୍ଥିତ ଆଇଓସିଏଲ ଗେଷ୍ଟ ହାଉସ ପରିସରରେ ଆଜି ଭୋର ୪ଟା ରୁ ୬ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ…
Read More...

ଦୁର୍ନୀତିର ତଦନ୍ତ ଏବଂ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଲଙ୍କୁ ଭେଟିଲେ ଗୁଦେରପାଲି ସରପଞ୍ଚ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକରେ ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀଙ୍କ ଅଭିଯୋଗ ଶୁଣାଣିରେ ଗୁଦେରପାଲି ଗ୍ରାମ ପଞ୍ଚାୟତରେ ସରକାରୀ ଅନୁଦାନରୁ ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଏକ ଅର୍ଦ୍ଧ ନିର୍ମିତ ନିମ୍ନ ମାନର ଦୁଇ ମହଲା ବିଶିଷ୍ଟ କଲ୍ୟାଣ ମଣ୍ଡପ…
Read More...