ଛିନ୍ଦେଇକେଲାରେ ଆଜାଦି କା ତ୍ରିରଙ୍ଗା ମହୋତ୍ସବ ପାଇଁ ବୈଠକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଛିନ୍ଦେଇକେଲା ପଞ୍ଚାୟତର ସଭା ଗୃହଠାରେ ଆଜାଦି କା ତ୍ରିରଙ୍ଗା ମହୋତ୍ସବ କାର୍ଯ୍ୟକ୍ରମ ପାଇଁ ସରପଞ୍ଚ ଶ୍ରୀମତୀ ସୁବାସିନୀ ନନ୍ଦଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜାଦି କା ଅମୃତ ମହୋତ୍ସବ ପାଇଁ ଏକ ଶୋଭାଯାତ୍ରା କରିବାର ନିଷ୍ପତ୍ତି!-->…
Read More...
Read More...