Browsing Tag

padmapur news

ସଂକୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପଦ୍ମପୁର ସଂକୁଳର ସଂକୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଆଜି ସଭାପତି ପୃଥିରାଜ ସାହୁ ଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରି ଉପସ୍ଥିତ ଶିଶୁମାନଙ୍କୁ ବୈଜ୍ଞାନିକ ଚିନ୍ତାଧାରା ପାଇଁ ପ୍ରେରଣା ଯୋଗାଇ ଥିଲେ ।…
Read More...

ଧର୍ମ ପରାୟଣା ପ୍ରିୟବତୀ ସାମନ୍ତରାୟଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିକେଲ ଗ୍ରାମର କରଣ ସମାଜର ଧର୍ମ ପରାୟଣା ମହିଳା ପ୍ରିୟବତୀ ସାମନ୍ତରାୟଙ୍କ ଗତକାଲି ପରଲୋକ ହୋଇଯାଇଛି । ତାଙ୍କର ମୃତ୍ୟୁ ବେଳକୁ ୯୩ ବର୍ଷ ବୟସ ହେଉଥିଲା । ସେ ଜଣେ ସରଳ ନିଷ୍କପଟ ଓ ଧର୍ମ ପରାୟଣା ମହିଳା ଥିଲେ । ତାଙ୍କର ଅନ୍ତିମ…
Read More...

ପାଇକମାଲ ବ୍ଲକସ୍ତରୀୟ ସଂସ୍କୃତ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକସ୍ତରୀୟ ସଂସ୍କୃତ ଦିବସ ମହର୍ଷି ଦୟାନନ୍ଦ ଗୁରୁକୂଳ ଯୋଗାଶ୍ରମ ନୃସିଂହନାଥ, ପାଇକମାଲଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବରଗଡ଼ ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ଚୌହାନ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟ…
Read More...

ପଦ୍ମପୁର ଶ୍ରୀ ଗୋପାଳଜୀ ମନ୍ଦିରରେ କୃଷ୍ଣ ଜନ୍ମୋତ୍ସୋବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଂସାରକୁ ପାପମୁକ୍ତ ତଥା ଜଗତର ଉଦ୍ଧାର ପାଇଁ ଯିଏ ଦ୍ଵାପରରେ ଜନ୍ମ ନେଇ ସାରା ବିଶ୍ୱରେ ପ୍ରେମ ଓ ସଦ୍ଭାବନାର ସଂଚାର କରିଥିଲେ, କୁରୁକ୍ଷେତ୍ରର ବିକଟ ରଣାଙ୍ଗନରେ ଯିଏ ଧର୍ମ ରକ୍ଷା ପାଇଁ ଶସ୍ତ୍ର ଧାରଣ କରିବାକୁ ଅର୍ଜୁନଙ୍କୁ ଗୀତାର ମହାଜ୍ଞାନ ଦେଇଥିଲେ,…
Read More...

ଟ୍ଵିଟର ଗାର୍ଲଙ୍କ କମାଲ : ମରାମତି ହେବ ପୁଟକାରୁ ନୂଆପଡା ରାସ୍ତା, ଉପକୃତ ହେବେ ଅଞ୍ଚଳବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଝାରବନ୍ଧ ବ୍ଲକରୁ ସରାଇପାଲି ଯିବା ରାସ୍ତା ମରଣଜନ୍ତା ପାଲଟିଛି, ପୁଟୁକାରୁ ନୂଆପଡ଼ା ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହୋଇପଡିଛି, ଯାହା ଫଳରେ ଲୋକେ ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି । କିନ୍ତୁ ଟ୍ଵିଟର ଗାର୍ଲ ଦୀପା ବାରିକଙ୍କ…
Read More...

ସର୍ଗିବାହାଲ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସଂକୁଳ ଅନ୍ତର୍ଗତ ସର୍ଗିବାହାଲ ଶିଶୁ ମନ୍ଦିରରେ ମହାସମାରୋହରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । ଶିଶୁ ଭାଇ ଭଉଣୀମାନେ ନିଜକୁ ଯଶୋଦା, ରାଧା ଓ ଶ୍ରୀକୃଷ୍ଣ ବେଶରେ ସଜାଇ ହୋଇଥିଲେ । ମୁଖ୍ୟ ଅତିଥି ଭାବରେ ସ୍ନେହଳତା ସାହୁ ଯୋଗ ଦେଇ ଜନ୍ମାଷ୍ଟମୀର…
Read More...

ଜଳଛାୟା ପ୍ରକଳ୍ପ ଦୁର୍ନୀତି : ଅଧିକାରୀମାନଙ୍କୁ ଥାନା ପଠାଇଲେ ଜିଲ୍ଲାପାଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚାଷୀମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ଲକ୍ଷ୍ୟରେ ଜଳଛାୟା ପ୍ରକଳ୍ପରେ ବର୍ଷକୁ କୋଟି କୋଟି ଟଙ୍କାର ଅନୁଦାନ କେନ୍ଦ୍ର ସରକାର ଯୋଗାଇ ଦେଉଛନ୍ତି । କିନ୍ତୁ ଅଧିକାଂଶ ସ୍ଥାନରେ ଚାଷୀ ଆତ୍ମ ନିର୍ଭରଶୀଳ ହେବ କଣ, ଜଳଛାୟା ଅଧିକାରୀ, କମିଟିର ସଂପାଦକମାନଙ୍କୁ…
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପୃଥିରାଜ ସାହୁ ସ୍ଥାନୀୟ ସଭାପତି ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।…
Read More...

ଶହ ଶହ ଗଙ୍ଗାଧର ପ୍ରେମୀଙ୍କ ଗହଣରେ ଘେଁସରେ ସ୍ୱଭାବ କବିଙ୍କ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଭିମନ୍ୟୁ ସାହିତ୍ୟ ସଂସଦ ଘେଁସ ଓ ଭୂଲିଆ ସମାଜ ମିଳିତ ଆୟୋଜନରେ ବୈଦିକ ଯଜ୍ଞ ମଣ୍ଡପଠାରେ ସ୍ୱଭାବ କବିଙ୍କର ଜୟନ୍ତୀ ପାଳିତ ହୋଇଯାଇଛି । ସାହିତ୍ୟ ସଂସଦର ସଭାପତି ସୁଶାନ୍ତ ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଜୟନ୍ତୀ ସଭାରେ ଗଙ୍ଗାଧର ସାହିତ୍ୟର ପ୍ରସିଦ୍ଧ…
Read More...

ପୋଷ୍ୟ ସ୍କୁଲରେ ପାଣି ପଶୁଥିବାରୁ କ୍ଷୁବ୍ଧ ହୋଇ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଦୀପା : ୨୪ ଘଣ୍ଟା ମଧ୍ୟରେ ପାଇକମାଲ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଭିନ୍ନ ସମୟରେ ଅସହାୟ ଲୋକଙ୍କୁ ସହାୟତା କରି ଚର୍ଚ୍ଚାରେ ଥିବା ପାଇକମାଲ ଅଞ୍ଚଳର ସ୍ୱେଚ୍ଛାସେବୀ ଦୀପା ବାରିକ ନିଜ ପୋଷ୍ୟ ସ୍କୁଲର ପିଲାମାନଙ୍କ ପାଇଁ ପ୍ରଶାସନ ସହିତ କରୁଥିବା ସଂଘର୍ଷ ପ୍ରେରଣାଦାୟୀ ହୋଇପାରିଛି । ସୂଚନା ଅନୁସାରେ ବରଗଡ଼ ଜିଲ୍ଲା…
Read More...