Browsing Tag

padmapur news

ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରୀମାନଙ୍କ ଗହଣରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ…
Read More...

ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ନୂଆଁଖାଇ ସାମଗ୍ରୀ ପ୍ରଦାନ କଲା ବଦାନ୍ୟ ବନ୍ଧୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାପ୍ରଭୁ ନୃସିଂହନାଥ ତଥା ଇଷ୍ଟଦେବୀ ସମଲେଶ୍ୱରୀଙ୍କ ପୀଠରେ କୃଷି ଭିତ୍ତିକ ପର୍ବ ନୂଆଁଖାଇ ଲଗ୍ନ ଇତିମଧ୍ୟରେ ଧାର୍ଯ୍ୟ ହୋଇସାରିଛି । ଲଗ୍ନ ନିର୍ଦ୍ଧାରିତ ହେବାପରେ ସମଗ୍ର ପଶ୍ଚିମ ଓଡିଶା ଚଳଚଞ୍ଚଳ । ଦୋକାନ ବଜାରଠାରୁ ଆରମ୍ଭ କରି ସବୁଠାରେ ବର୍ତ୍ତମାନ…
Read More...

ପାଇକମାଲ ବିନ୍ଧ୍ୟବାସିନୀ ଡିଗ୍ରୀ ମହାବିଦ୍ୟାଳୟରେ ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ସଂଯୋଗୀକରଣ ତାଲିମ ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟବାସିନୀ ଡ଼ିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡକ୍ରସ, ଜାତୀୟ ସେବା ସଂସ୍ଥା ଓ ମୋ କଲେଜ ଅଭିଯାନର ମିଳିତ ଆନୁକୂଲ୍ୟରେ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧକ୍ଷ୍ୟତାରେ ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ସଂଯୋଗ କିପରି କରାଯିବ ସେ…
Read More...

ସ୍ଵରୋଜଗାର କ୍ରାନ୍ତିର କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ମହିଳା ଶକ୍ତି ଟ୍ରଷ୍ଟ ପକ୍ଷରୁ ବରଗଡ ଜିଲ୍ଲାପାଳଙ୍କୁ ଦାବୀପତ୍ର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଭାରତୀୟ ମହିଳା ଶକ୍ତି ଟ୍ରଷ୍ଟ ଓ ଡିଏମଭିଭି ମହିଳା ଶକ୍ତି ଫାଉଣ୍ଡେସନ ତରଫରୁ ଗ୍ରାମାଞ୍ଚଳରେ ଥିବା ଅସହାୟ, ବିଧବା, ବିକଳାଙ୍ଗ, ଅବହେଳିତ ମହିଳାମାନଙ୍କୁ ଆତ୍ମ ନିର୍ଭର କରି ସ୍ଵରୋଜଗାର କ୍ରାନ୍ତି ଯୋଜନାରେ ହେବାକୁ ଥିବା କାର୍ଯ୍ୟ ଆରମ୍ଭ…
Read More...

ଝାରବନ୍ଧ ଖଟିଖିଆ ସଂଘର ଆନ୍ଦୋଳନ ଜାରି

ମାମଲା ରୁଜୁ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ବନ୍ଦ ହେବ ନାହିଁ : ଖଟିଖିଆ ସଂଘ ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଳଛାୟା ଦୁର୍ନୀତି, ପ୍ରଧାନମନ୍ତ୍ରୀ ଆବାସ ଘର ନିର୍ମାଣ ନକରି ବ୍ଲକରୁ ଟଙ୍କା ଉଠାଇ ନେବା, ବିନା ଜମି ବାଡିରେ ଡଭା ସେବା ସମବାୟ ସୋସାଇଟିରେ କୋଟି କୋଟି ଟଙ୍କାର ଋଣ ଦେବାରେ…
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ କ୍ୟାମ୍ପସ ସଫେଇ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଅପରାହ୍ନ ପ୍ରାୟ ତିନିଟା ସମୟରେ ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଭାରତର ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଅବଦାନ ଓ ଗାନ୍ଧିଜୀଙ୍କ ପ୍ରଭାବ ଉପଲକ୍ଷେ ଅଧ୍ୟକ୍ଷ ଡ଼. ଲଲିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା…
Read More...

ରାଜବୋଡାସମ୍ବର ହାଇସ୍କୁଲରେ ପରିବେଶ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକର ରାଜବୋଡାସମ୍ବର ହାଇସ୍କୁଲରେ 'ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଏକ ସଭାରେ ପ୍ରଧାନ ଶିକ୍ଷକ ଧର୍ମ କୁମାର ଶତପଥୀ ସଭାପତିତ୍ୱ କରିଥିଲେ । ଅତିଥି ଭାବରେ ପ୍ରକୃତି ବନ୍ଧୁ…
Read More...

ବୈତାଳି କ୍ଲଷ୍ଟରରେ ବଜ୍ରପାତରୁ ସତର୍କତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିବସ କୁମାର ସାହୁଙ୍କ ନେତୃତ୍ୱ ତଥା ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରେ 'ବିଦ୍ୟାଳୟ ନିରାପତ୍ତା ଯୋଜନା' ଉପରେ ଏକ ସଚେତନତା…
Read More...

ନୃସିଂହନାଥରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ବରଗଡ ଜିଲ୍ଲା ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ନୂଆଁଖାଇ ଲଗ୍ନ ଧାର୍ଯ୍ୟ ହୋଇଛି । ମନ୍ଦିରର କୂଳ ପୁରୋହିତ ସୁନୀଲ କୁମାର ପୁରୋହିତଙ୍କ ଦ୍ୱାରା ଲଗ୍ନ ସ୍ଥିର ହୋଇଛି । ଆସନ୍ତା ୧ ତାରିଖ ଗୁରୁବାର ଦିନ ଅମୃତ…
Read More...

ଘର ନିର୍ମାଣ ନକରି ବ୍ଲକରୁ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ଆଣିଲେ ଖଟିଖିଆ ସଂଘ ସଭାପତି ଭୋଜରାଜ ବାଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୨୨ ସୁଦ୍ଧା ଦେଶରେ ଗୋଟିଏ ମଧ୍ୟ କଚା ଘର ରହିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ସହ ପ୍ରତ୍ୟେକ ରାଜ୍ୟକୁ ଯୋଗ୍ୟ ହିତାଧିକାରୀଙ୍କ ଘର ନିର୍ମାଣ ପାଇଁ ହଜାର ହଜାର କୋଟି ଟଙ୍କାର ଅନୁଦାନ କେନ୍ଦ୍ର ସରକାର ଯୋଗାଇ ଦେଇଥିଲେ ।…
Read More...