Browsing Tag

padampur news

ଗଛ ଡାଳ ପାଲଟିଛି ମରଣଯନ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସଦରମାକୁମାରୁ ପାଟଣାଗଡକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଆ.ଡି. ଅଫିସ୍‌ ସମ୍ମୁଖରେ କିଛି ଗଛ ରାସ୍ତା ଉପରକୁ ଢଳି ରହିଥିବା ବେଳେ ଗଛ ଗୁଡିକର ଡାଳ ଅତି ଅସୁରକ୍ଷିତ ଏବଂ ବିପଦପୁର୍ଣ୍ଣ ଅବସ୍ଥାରେ ରାସ୍ତା ଉପରକୁ ଝୁଲୁଥିବାରୁ ଯାନବାହନ ଯାତାୟତ
Read More...

ଓଡିଶାର ଲୋକେ ଛତିଶଗଡ଼ମୁହାଁ ହେଉଛନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରାୟତଃ ଓଡିଶାର ବିଭିନ୍ନ ସୀମାରେ ପଡୋଶୀ ରାଜ୍ୟ ମାନଙ୍କ ସହ ବିବାଦ ଚାଲିଥିବା ବେଳେ ମନ୍ତ୍ରୀ ମଧ୍ୟ ଏ କଥାକୁ ସ୍ଵୀକାର କରିଛନ୍ତି । ଅନ୍ୟପଟେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଚରଦାପାଲି ପଞ୍ଚାୟତ ଏକ ଛତିଶଗଡ଼ ସୀମାବର୍ତ୍ତୀ ଜଙ୍ଗଲ ମଧ୍ୟରେ
Read More...

ମହା ଶିବରାତ୍ରି ଉପଲକ୍ଷେ ୧୬ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜ଼ିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ଜଗଳପାଟ ଗ୍ରାମପଞ୍ଚାୟତର ବଡସାହାଯବାହାଲ ଗ୍ରାମରେ ମହା ଶିବରାତ୍ରି ଉପଲକ୍ଷେ ଭଗବାନଙ୍କ ପାଖରେ ଏକ ୧୬ ପ୍ରହରୀ ହରିନାମଯଜ୍ଞ ଅନୁଷ୍ଠିତ ହେଉଛି । ପ୍ରଥମେ ଗ୍ରାମର ଶତାଧିକ ମହିଳା ମାନେ କଳସ ଶୋଭା
Read More...

କନସିଂହା ଚନ୍ଦ୍ରଶେଖର ପୀଠରେ ମହାଶିବରାତ୍ରି ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ହେଉଛି ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା ବା ମହାଶିବରାତ୍ରି । ଆଜିର ଦିନରେ ମହାଦେବଙ୍କ ମନ୍ଦିରରେ ପାଣି ଚଢ଼ାଇଲେ ଶିବ କୃପା ଲାଭ ହୁଏ । ତେଣୁ ଆଜି ସମସ୍ତ ଶିବ ମନ୍ଦିର ମାନଙ୍କରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । ବରଗଡ଼ ଜିଲ୍ଲା
Read More...

ସମାଜ ସେବା ପାଇଁ ସବୁବେଳେ ସମର୍ପିତ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ଲୋକଙ୍କ ହିତ ପାଇଁ କରୁଛନ୍ତି ଅନେକ ଯୋଜନା, ଗରିବ ଲୋକେ ସରକାରୀ ଯୋଜନାର ଲାଭ ପାଇ ଉପକୃତ ହୁଅନ୍ତୁ ବୋଲି ସରକାର ସଦାଚେଷ୍ଟିତ । କିନ୍ତୁ ସଚେତନତା ଅଭାବରୁ ହେଉ କିମ୍ବା ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତାର ଅଭାବରୁ ହେଉ ରାଜ୍ୟ ସରକାରଙ୍କ
Read More...

ଡାକ୍ଟର ଶଙ୍କର ରାମ ଚନ୍ଦାନୀ ସମାଜ ପାଇଁ ଉଦାହରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭିମସାର ଡାକ୍ଟର ଆସିଷ୍ଟାଣ୍ଟ ପ୍ରଫେସର ଶଙ୍କର ରାମ ଚନ୍ଦାନୀ ସମାଜ ସେବା ପାଇଁ ଏକ ଉଦାହରଣ । ସେ ବରଗଡ଼ ଜିଲ୍ଲା ପଦ୍ମପୁରରେ ଏକ ମଧ୍ୟବିତ୍ତ ପରିବାରରେ ତାଙ୍କର ଜନ୍ମ । ଛୋଟ ବେଳୁ ତାଙ୍କର ସମାଜସେବା କରିବା ପାଇଁ ପ୍ରବଳ ଇଚ୍ଛାଥିଲା । ସେ ବୁର୍ଲା
Read More...

ପଦ୍ମପୁର ବ୍ଲକ ଚ୍ୟାରମେନ୍‌ କୁମରମଣି ନାୟକ ଗିରଫ ମାମଲା : ପୋଲିସ ଜିଡିଙ୍କୁ ଭେଟିଲେ ବିଜେପି ପ୍ରତିନିଧି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ କୁମରମଣି ନାୟକଙ୍କୁ ପଦ୍ମପୁର ପୋଲିସ ଆକ୍ରୋଶ ମୂଳକ ଭାବେ ଗିରଫ କରି ଜେଲ ପଠାଇ ଦେଇଥିବା ପ୍ରତିବାଦରେ ଗତ କାଲି ଭାରତୀୟ ଜନତାପାର୍ଟି ଏକ ପ୍ରତିନିଧି ମଣ୍ଡଳୀ ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ
Read More...

ଓଡ଼ିଶା ପୋଲିସ ମହା ନିର୍ଦେଶକଙ୍କ ସହ ଆଲୋଚନା କରି ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପଞ୍ଚାୟତ ସମିତି ଅଧକ୍ଷ କୁମର ମଣି ନାୟକଙ୍କୁ ପଦ୍ମପୁର ପୋଲିସ ଆକ୍ରୋଶମୂଳକ ଭାବେ ଗିରଫ କରିବା ପ୍ରତିବାଦରେ ଏବଂ ଅନ୍ୟ ଅଭିଯୁକ୍ତ ବ୍ଲକ ଏଇ ଓ ମୋବାଇଲ ଟଙ୍କା ଲୁଟି ନେଇଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବୀରେ ପଦ୍ମପୁର ପୂର୍ବତନ
Read More...

ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଫ୍ରେଜରପୁର ଓଡ଼ିଆ ଆଦର୍ଶ ବିଦ୍ୟାଳୟରେ ସୋମବାର ଦିନ ଠାରୁ ଷଷ୍ଠ ଶ୍ରେଣୀ ନିମନ୍ତେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ବିଦ୍ୟାଳୟରେ ୪୪୨ଟି ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ପରୀକ୍ଷା ଦେବା
Read More...

ଧାନ କିଣା ଦାବୀ ନେଇ ପଦ୍ମପୁର ଉପଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଲେ ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମଣ୍ତି ମାନଙ୍କରେ ହଜାର ହଜାର ବସ୍ତା ଧାନ ବସ୍ତା ଗଦା ହୋଇ ନଷ୍ଟ ହେବାକୁ ବସିଲାଣି । ଚାଷୀ ଖରିଫ ଋତୁର ଧାନ ବିକ୍ରି କରି ପାରିଲେ ନାହିଁ । ତେଣୁ ପଦ୍ମପୁର ଉପଖଣ୍ଡରେ ତାହା ଆନ୍ଦୋଳନର ରୂପ ନେଇଛି । ତଥାପି ମଧ୍ୟ ପ୍ରଶାସନ ପ୍ରତିକାର
Read More...