Browsing Tag

padampur news

ବିଶାଳ କୂଳ କୁଲତା ସମାଜର ୫୬ତମ ବାର୍ଷିକୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ ମହୁଲପାଲିର ବୁକୁରାମୁଣ୍ଡା ଶ୍ରୀ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପ୍ରାଙ୍ଗଣରେ, ମହୁଲପାଲି ଶାଖା କେନ୍ଦ୍ରର କୁଲତା ସମାଜ ୫୬ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।
Read More...

ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ଚଳିତ ବର୍ଷ ପଞ୍ଚସ୍ତରୀ ବର୍ଷ ପୂର୍ତ୍ତ ଅବସରରେ ପ୍ଲାଟିନମ ଜୁବୁଲି ପାଳନ କରୁଅଛି । ୧୯୪୪ ମସିହାରେ ସ୍ଥାପିତ ଏହି ଶିକ୍ଷାନୁଷ୍ଠାନ ଅନେକ ସଫଳ ଛାତ୍ର ସୃଷ୍ଟି କରି ଅଞ୍ଚଳର ଗୌରବ ବୁଦ୍ଧି କରିଛି । ଏଇ ପରିପ୍ରେକ୍ଷୀରେ
Read More...

ମାଣ୍ତିଆଢିପା ଧାନ ମଣ୍ତିରେ ଧାନ ବସ୍ତା ଚୋରି : ପାଇକମାଲ ଥାନାରେ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଭିନ୍ନ ମଣ୍ତିମାନଙ୍କରେ ହଜାର ହଜାର ଧାନ ବସ୍ତା ଗଦା ହୋଇଛି । ଧାନ କିଣାକୁ ନେଇ ଚାଷୀ ମାନେ ଆଜିକୁ ୨୩ ଦିନ ହେଲାଣି ଆନ୍ଦୋଳନ ଚଳାଇଛନ୍ତି । ପଦ୍ମପୁର ଉପ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାନ ବସ୍ତା ପୁରେଇ ଦିଆଯାଇଛି
Read More...

କଳାକାର ମହାସଂଘର ପଞ୍ଚାୟତ ସ୍ତରୀୟ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଚର୍ଦାପାଳି ପଞ୍ଚାୟତ ଅନ୍ତର୍ଗତ ଚଙ୍ଗରିଆ, ଗସ୍ତିଡିହି ଦେବଦର୍ହା ଠାରେ ପାଇକମାଳ ବ୍ଲକ କଳାକାର ମହାସଂଘ ତରଫରୁ ଚର୍ଦାପାଳି ପଞ୍ଚାୟତର କଳାକାରମାନଙ୍କୁ ନେଇ ପ୍ରେମ ସାଗର ଫୌଜଦାରଙ୍କ ସଭାପତିତ୍ଵରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ
Read More...

ପଦ୍ମପୁରରେ ଏନ.ଏ.ସି. ଦ୍ୱାରା ନିର୍ମିତ ରାସ୍ତା ଘାଟ ଉପରେ ପ୍ରଶ୍ନବାଚୀ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଏନ.ଏ.ସି.ର ୱାର୍ଡ ନଂ ୭ (କପସିଲା ଗ୍ରାମକୁ ରାସ୍ତା)ରେ ନିର୍ମିତ ହୋଇଥିବା ରାସ୍ତାର ବ‌ର୍ତ୍ତମାନ ଅବସ୍ଥା କହିଲେ ନ ସରେ । ଏହି ରାସ୍ତା ଗତ ୨୦୧୯-୨୦ରେ ୫,୩୩,୬୦୦ ଟଙ୍କାର ବ୍ୟୟ ଅଟକଳରେ ଠିକାଦାର ସୁଶୀଲ କୁମାର ଚାନ୍ଦ ତିଆରି
Read More...

ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ବରିଷ୍ଠ ନାଗରିକଙ୍କୁ ଟୀକାକରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ପରିସର ମଧ୍ୟରେ ବରିଷ୍ଠ ନାଗରିକ ମାନଙ୍କର କରୋନା ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଟୀକାକରଣ କାର୍ଯ୍ୟକ୍ରମରେ ପଦ୍ମପୁର ସହରାଞ୍ଚଳର ବରିଷ୍ଠ ନାଗରିକ, ଓକିଲ ସଂଘର ବରିଷ୍ଠ ସଦସ୍ୟ ପ୍ରମୁଖଙ୍କୁ ଟୀକାକରଣ
Read More...

ଜୀବିତ ମହିଳାକୁ ମୃତ ବୋଲି ପ୍ରମାଣିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜିଇଁ ଥାଉ ଥାଉ ମୃତ ବୋଲି ପ୍ରମାଣ କରି ମୃତ ପ୍ରମାଣ ପତ୍ର ବାହାର କରା ହେଇଛି । ଏଭଲି ଏକ ଅଭାବନୀୟ ଘଟଣା ଘଟିଛି ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଲ ଗ୍ରାମ ପଞ୍ଚାୟତର ଚାରପାଲି ଗାଁରେ । ଚନ୍ଦ୍ରକାନ୍ତୀ ନାଏକ ସ୍ୱାମୀ ‌ସ୍ୱର୍ଗତ ସମାରୁ ନାଏକ ନାମକ
Read More...

କରୋନା ଟୀକାକରଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଉପଖଣ୍ଡ ପାଇକମାଲ ବ୍ଳକ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ମିଳିତ ଉଦ୍ୟମରେ ବରଗଡ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ୬୦ବର୍ଷରୁ ଅଧିକ ବ୍ୟକ୍ତି ବିଶେଷଙ୍କୁ ମାଗଣାରେ କୋଭିସିଲ୍ଡ ଭେକସିନ୍ ଦିଆଯାଇଛି । ଏ ପରିପ୍ରେକ୍ଷୀରେ
Read More...

ମହାପ୍ରୟାଣ ଫେଲ : ଦୀର୍ଘ ୬ ଘଣ୍ଟାରୁ ଅଧିକ ସମୟ ଚିକିତ୍ସାଳୟ ବାରଣ୍ଡାରେ ପଡ଼ିରହିଲା ମୃତକଙ୍କ ଶବ

ପଦ୍ମପୁର, (ନିରୋଜ କୁମାର ପାଣୀ) : କଳାହାଣ୍ଡି ଦାନ ମାଝୀ ସ୍ତ୍ରୀର ଶବକୁ କାନ୍ଧରେ ବୋହିନେବା ଘଟଣା ଦେଶ ବିଦେଶରେ ଆଲୋଡନ ସୃଷ୍ଟି କରିଥିଲା । ଏପରି ଘଟଣାର ପୁନରାବୃତ୍ତି ଯେପରି ନଘଟେ ସେଥିପାଇଁ ରାଜ୍ୟସରକାର ଆରମ୍ଭ କରିଥିଲେ ମହାପ୍ରୟାଣ ଗାଡି । ମାତ୍ର ଏହି ଯୋଜନା ବରଗଡ଼ ଜିଲ୍ଲାରେ ଫେଲ
Read More...

ଭାରତୀୟ ଜନତା ପାର୍ଟିର ବରଗଡ ଜିଲ୍ଲା ନୂତନ ଉପ ସଭାପତି ହେଲେ ଯୁବନେତା ସରୋଜ ସାମଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟିର ପାଇକମାଲ ମଣ୍ତଳ ପୂର୍ବତନ ମଣ୍ତଳ ସଭାପତି ସରୋଜ ସାମଲଙ୍କୁ ନୂତନ ଭାବେ ବରଗଡ ଜିଲ୍ଲା ଉପ ସଭାପତି ଦାୟିତ୍ୱ ଦିଆଯାଇଛି । ଏହା ପୂର୍ବରୁ ସେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ବିଧାୟକ ପ୍ରତିନିଧି ଭାବେ କାର୍ୟ୍ୟ
Read More...