ସାନିଟାଇଜ୍ ହେଲା ପଦ୍ମପୁର ସହର
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଉଦ୍ୟମ କ୍ରମେ ପଦ୍ମପୁର ସହରର ବିଭିନ୍ନ ଅଞ୍ଚଳକୁ ସାନିଟାଇଜ୍ କରାଯାଇଛି, କଚେରି, ଏନ୍ଏସି ଅଫିସ, ପଦ୍ମପୁର ଉପଖଣ୍ଡ ଡ଼ାକ୍ତରଖାନା, ପଦ୍ମପୁର ଥାନାକୁ ପ୍ରମୁଖ ଭାବେ ସାନିଟାଇଜ୍ କରାଯାଇଛି, ସାନିଟାଇଜେସନ୍ ସମୟରେ ସାଂସଦ!-->…
Read More...
Read More...