Browsing Tag

padampur news

ପଦ୍ମପୁରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସ୍ଥାପନ ଦାବି : ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ବରଗଡ଼ ସାଂସଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଏକ ଉପାନ୍ତ ଅଞ୍ଚଳ । ଏହାର ଛତିଶଗଡ଼ ସୀମାନ୍ତ ବର୍ତ୍ତୀ ବ୍ଲକ ଝାରବନ୍ଧ ଓ ପାଇକମାଲ ଠାରୁ ବରଗଡ଼ ଦୂରତା ପ୍ରାୟ ୧୨୦ କିମି ପଡ଼ିଥାଏ । ପଦ୍ମପୁରର ଜନସାଧାରଣ ନିଜର ଗାଡି ମୋଟର, ଟ୍ରାକ୍ଟରର କାଗଜପତ୍ର ପାଇଁ ବରଗଡ଼
Read More...

ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ଶିକ୍ଷା ସେବା-୨କୁ ପଦୋନ୍ନତି ପାଇ ନିରଲମ୍ବ ପ୍ରସାଦ ପଟେଲ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ଶ୍ରୀ ପଟେଲ ୨୦୨୦ ମସିହାରେ ସିନିୟର SES ପଦବୀକୁ ପଦୋନ୍ନତି ପାଇ ଝର୍ ଉଚ୍ଚ ବିଦ୍ୟାଳୟରେ
Read More...

କାଳ ବୈଶାଖୀରେ ନଷ୍ଟ ହେଲା ଫଳିଲା ଆମ୍ବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲର ଡାକ୍ତର ସୁରେଶ ଅଗ୍ରୱାଲଙ୍କ ୧୦ ଏକର ବିଶିଷ୍ଠ ଫଳ ବଗିଚାରେ କାଳ ବୈଶାଖୀ ଯୋଗୁଁ ବହୁତ ଫଳିଲା ଆମ୍ବ ଗଛ ସହ ଆମ୍ବ ଝଡିଯାଇ ନଷ୍ଟ ହୋଇଯାଇଛି । ପ୍ରକାଶ ଥାଉକି ଶନିବାର ଅପରାହ୍ନ ଚାରିଟାରୁ ପାଇକମାଳ ଅଂଚଳରେ ଭୀଷଣ
Read More...

ପ୍ରସିଦ୍ଧ ବୈଶାଖମେଳା ପାଇଁ ନିମନ୍ତ୍ରଣ ପ୍ରକ୍ରିୟା ଜାରି : କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଭିନ୍ନ ଅଧିକାରୀଙ୍କୁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପ୍ରସିଦ୍ଧ ବୈଶାଖ ମେଳା ପାଇଁ ନିମନ୍ତ୍ରଣ ପ୍ରକ୍ରିୟା ଜାରି ରହିଛି । ଆଗାମୀ ୭ତାରିଖରୁ ୧୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ବିଭିନ୍ନ
Read More...

ପଦ୍ମପୁର ଉପଖଣ୍ଡରେ ନୂତନ ଏସଡିପିଓଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡରେ ନୂତନ ଏସଡିପିଓ ଭାବେ ପାଣ୍ଡବ ଶବର ଦାୟିତ୍ୱ ଗ୍ରହଣ କରିଛନ୍ତି । ୨୦୨୦ ବ୍ୟାଚର ଶ୍ରୀ ଶବର ଏହା ପୂର୍ବରୁ କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ଥିଲେ । ଉପଖଣ୍ଡ ରେ, ନିଶା କାରବାର, ଅପରାଧ ନିୟନ୍ତ୍ରଣ, ଟ୍ରାଫିକ ନିୟନ୍ତ୍ରଣ, ଶିଶୁ ଓ
Read More...

ସଂକ୍ରୀ ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ଉଦଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ସଂକ୍ରୀ ଗ୍ରାମରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାର ତୃତୀୟ ବର୍ଷ ଅବସରରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶଙ୍କରୀ ମହାଦେବ ପଡା, ଶଙ୍କରୀ ହନୁମାନ ପଡା,
Read More...

ପାଇକମାଲ ନୂତନ ବିଇଓଙ୍କୁ ଶିକ୍ଷକ ସଂଘ ତରଫରୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ନୂତନ ବିଇଓ ଭାବେ ଅଦନ ସୁନା ଯୋଗଦାନ କରିଛନ୍ତି । ତାଙ୍କୁ ପାଇକମାଲ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସଭାପତି ମହାଦେବ ବେହେରା, ସହଦେବ ମାଝୀ, ନିତ୍ୟାନନ୍ଦ ସୁନା, ଦୁବରାଜ ବେଶ୍ରା, ନିଧି ମେହେର, ବାସବ ମାଝୀ ତଥା
Read More...

ପାଇକମାଳ ନୂତନ ବିଇଓ ଭାବେ ଅଦନ ସୁନାଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ନୂତନ ବିଇଓ ଭାବେ ଅଦନ ସୁନା ଯୋଗଦାନ କରିଛନ୍ତି । ତାଙ୍କୁ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଭାରପ୍ରାପ୍ତ ବିଇଓ ଶୁଭମ ପତି ଏବିଇଓ ରାଧେଶ୍ୟାମ ମେହେର, ଦୟାନିଧି କୈବର୍ତ୍ତ, ସିଆରସିସି
Read More...

ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଓଡ଼ିଆ ଝିଅ ପୁରସ୍କୃତ

ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ ପଦ୍ମପୁର, (ନିରୋଜ କୁମାର ପାଣୀ) : ନୂଆଦିଲ୍ଲୀ ସ୍ଥିତ ସୁପ୍ରିମକୋର୍ଟରେ ଜାତୀୟ ଆଇନଗତ ସେବା ପ୍ରାଧିକରଣ ଆନୁକୁଲ୍ୟରେ କ୍ରାନ୍ତିଜ୍ୟୋତି ସାବିତ୍ରୀବାଇ ଫୁଲେଙ୍କ ଜନ୍ମବାର୍ଷିକୀ ପାଳନ ଅବସରରେ ଜାତୀୟ ରିଲ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର
Read More...

ମାଟ୍ରିକ ପରୀକ୍ଷାରେ ମାଣ୍ଡୋସିଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିହାରିକା ପ୍ରଧାନ ଓ ନିଶି ଭୋଇଙ୍କ କୃତିତ୍ୱ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଚଳିତ ଦଶମ ଶ୍ରେଣୀ ପରୀକ୍ଷାରେ ମାଣ୍ଡୋସିଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିହାରିକା ପ୍ରଧାନ ମୋଟ ୫୫୩ ନମ୍ବର ସହ ୯୨.୧୬ ପ୍ରତିଶତ ରଖି A1 grade ଆଣି ବିଦ୍ୟାଳୟ ତଥା ବ୍ଲକ ପାଇଁ ଗୌରବ ଆଣିଛନ୍ତି । ସେହିପରି ମାଣ୍ଡୋସିଲ
Read More...