Browsing Tag

padampur news

ସଂକ୍ରୀରେ ଏକ ଦିବସୀୟ ଲିଜେଣ୍ଡ ଫୁଟବଲ ଟୁର୍ଣ୍ଣାମେଣ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ସଂକ୍ରୀ ଗ୍ରାମ ଠାରେ ପ୍ରଥମ କରି ଲିଜେଣ୍ଡ ଫୁଟବଲ ଟୁର୍ଣ୍ଣାମେଣ୍ଟ ଜ୍ୟୋତି ସ୍ପୋର୍ଟିଂ ଦ୍ଵାରା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଆଠଟି ଫୁଟବଲ ଦଳ ମାଣ୍ଡିଆଢିପା, ବରଭଟା, ଦହିତା, ସଂକ୍ରୀ, ଘନାମାଲ, ପାଟଣାଗଡ଼,…
Read More...

ନିଖୋଜ ନାବାଳିକାକୁ ଉଦ୍ଧାର କଲା ପାଇକମାଲ ପୁଲିସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲରେ ପୁଣି ଘଟିଛି ଏକ ଅଭାବନୀୟ ଘଟଣା । ପାଇକମାଲ ଥାନା ହୀରାପୁର ଗାଁର ଜଣେ ନିଖୋଜ ନାବାଳିକାର ଥାନାରେ ରିପୋର୍ଟ ଲେଖାଯିବା ଅଢେଇ ଘଣ୍ଟା ମଧ୍ୟରେ ପୋଲିସ ନାବାଳିକାକୁ ଉଦ୍ଧାର କରିଥିବା ଜଣାପଡିଛି । ପ୍ରାପ୍ତ…
Read More...

ପାଇକମାଲରେ ରାଓ ପରିବାର ପକ୍ଷରୁ ପଙ୍ଗୋଲ ପର୍ବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଶିବ ମନ୍ଦିର ନିକଟରେ ରାଓ ପରିବାର ପକ୍ଷରୁ ପଙ୍ଗୋଲ ପର୍ବ ଗୁରୁବାର ପାଳିତ ହୋଇଯାଇଛି । ପରିବାରର ମୁଖ୍ୟ ବିଜୟ କୁମାର ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଙ୍ଗୋଲ ପର୍ବରେ ଛୋଟମାନେ ବଡମାନଙ୍କୁ ନମସ୍କାର କରି ଆର୍ଶିବାଦ ନେଇଥିଲେ…
Read More...

ସମାଜସେବୀ ତଥା ରାଷ୍ଟ୍ରୀୟ ସ୍ଵୟଂସେବକ ଚନ୍ଦ୍ରମଣି ସାହୁଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଚନ୍ଦ୍ରମଣି ସାହୁଙ୍କ ବୁଧବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଦେହାନ୍ତ ହୋଇଯାଇଛି । ରାତ୍ରିରେ ସତୀଭଟା ଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ…
Read More...

ପଦ୍ମପୁର ବ୍ରାହ୍ମଣ ସମାଜ ପକ୍ଷରୁ ମକର ସଂକ୍ରାନ୍ତି ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ମକର ସଂକ୍ରାନ୍ତି ଉପଲକ୍ଷେ ବ୍ରାହ୍ମଣ ସମାଜ ପଦ୍ମପୁର, ମକର ମିଳନ ପାଳନ କରିଥିଲା । ଏ ଅବସରରେ ନଗରିକର କର୍ତ୍ତବ୍ୟ ବିଷୟରେ ଆଲୋଚନା ହୋଇଥିଲା । ବ୍ରାହ୍ମଣ ସମାଜର ସମ୍ପାଦକ ସଦାନନ୍ଦ ପୁରୋହିତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଲାପରେ ଡକ୍ଟର…
Read More...

ପବିତ୍ର ମକର ସଂକ୍ରାନ୍ତିରେ ନୃସିଂହନାଥ ପୀଠରେ ଭକ୍ତମାନଙ୍କ ପ୍ରବଳ ଭିଡ଼

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ମକର ସଂକ୍ରାନ୍ତି ଅବସରରେ ଓଡ଼ିଶାର ଐତିହାସିକ ତୀର୍ଥ ଓ ପର୍ଯ୍ୟଟନ କେନ୍ଦ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ବୁଧବାର ଭକ୍ତ ମାନଙ୍କର ପ୍ରବଳ ଭିଡ ହୋଇଥିଲା । ପ୍ରତିବର୍ଷ ତୁଳନାରେ ଚଳିତ ବର୍ଷ ଭକ୍ତଙ୍କ ସଂଖ୍ୟା ଅଧିକ ଥିବାରୁ ସମଗ୍ର ଅଞ୍ଚଳରେ…
Read More...

ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା ପାଇଁ ଜିଲ୍ଲାସ୍ତରୀୟ ମହିଳା ନେତ୍ରୀଙ୍କ ପ୍ରଶିକ୍ଷଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ଦାଦିଜୀ ହୋଟେଲ ଠାରେ ଏଫ୍ଇଏସ ଭୁବନେଶ୍ୱର ସହାୟତାରେ ମାସ ପାଇକମାଲ ତରଫରୁ ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା ପାଇଁ ଜିଲ୍ଲା ସ୍ତରୀୟ ମହିଳା ନେତ୍ରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
Read More...

ବୁଦ୍ଧଦେବ ମହାବିଦ୍ୟାଳୟ ଦହିତାର ରୌପ୍ୟ ଜୟନ୍ତୀ ଉଦଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ନିକଟସ୍ଥ ବୁଦ୍ଧଦେବ ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦହିତାର ରୌପ୍ୟ ଜୟନ୍ତୀ ସମାରୋହରର ଉଦଯାପନୀ ଦିବସରେ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ଉପସଭାପତି ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବରେଯୋଗଦାନ କରିଥିଲେ । ମହା ବିଦ୍ୟାଳୟ…
Read More...

ପୁନେରେ ପ୍ରବାସୀ ଓଡ଼ିଆଙ୍କ ପୁଷ୍‌ପୁନି ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାରାଷ୍ଟ୍ର ପୁନା ସହରରେ ବସବାସ କରୁଥିବା ପ୍ରବାସୀ ଓଡିଆ ମାନଙ୍କ ପଞ୍ଜୀକୃତ ଭେଟ୍‌ଘାଟ୍‌ କଲ୍ଚରାଲ ଏସୋସିଏସନ୍ (ବିସିଏ) ତରଫରୁ ପୁନେର ଜୁନିଅର ଷ୍ଟାଫ କ୍ଲବ୍, ଖଡକି ଠାରେ ରବିବାର ପୁଷ୍‌ପୁନି ଭେଟ୍‌ଘାଟ୍‌ ପାଳନ ହୋଇଯାଇଛି । ଏହି ଉତ୍ସବରେ ୩୦୦ରୁ…
Read More...

ଜାତୀୟ ଯୁବ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟ ପରିସରରେ ୟୁଥ୍ ରେଡକ୍ରସ ଓ ରେଡ୍ ରିବନ୍ କ୍ଲବର ମିଳିତ ଆନୁକୂଲ୍ୟରେ ଜାତୀୟ ଯୁବ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା,…
Read More...