Browsing Tag

padampur news

ଗୋବିନ୍ଦପୁରରେ ବରଗଡ଼ ମହିଳା ସମିତିର ସଭା

ମହିଳାମାନଙ୍କୁ ସଶକ୍ତ କରୁଥିବା ଉଦ୍ୟୋଗର ବିକାଶ କରାଯାଉ ପଦ୍ମପୁର, (ନିରୋଜ କୁମାର ପାଣୀ) : ମହିଳାମାନଙ୍କୁ ସଶକ୍ତ କରୁଥିବା ଉଦ୍ୟୋଗର ବିକାଶ ସାଙ୍ଗକୁ ଯୋଗାଣ ଶୃଙ୍ଖଳା ଏବଂ ବଜାର ଅଭ୍ୟାସ ଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ସରକାର ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ବରଗଡ଼ ମହିଳା
Read More...

ନୃସିଂହନାଥ ମନ୍ଦିର ଟ୍ରଷ୍ଟ ତରଫରୁ ବୁଟି ବାବା ଔଷଧୀୟ ଗଛର ଗୋଟିଏ ବର୍ଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସ୍ଥିତ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ତରଫରୁ ବୁଟି ବାବା ଔଷଧିୟୀ ଗଛର ବଗିଚା ଦେଖିବାକୁ ମିଳିଛି । ମନ୍ଦିର ଠାରୁ ଅନତି ଦୂରରେ ଥିବା ୫ ଏକର ଜମିରେ ମନ୍ଦିର
Read More...

ପାଇକମାଲ ବ୍ଲକର ଯୁବ କଳାକାର ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବ ପାଇଁ ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ତରଫରୁ ବିକେଏସ୍‌ଏସ୍‌ ସଭାପତି ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ କୁମାର ଓଦୁଙ୍କ ତତ୍ୱାବଧାନ ଓ ଉପସଭାପତି ତଥା ବରିଷ୍ଠ ଗବେଷକ ଡ଼. ଲଳିତ ଜଗତଙ୍କ ନେତୃତ୍ୱରେ ୨୭ ଜଣିଆ ଲୋକ ଗୀତ ଓ ଲୋକ ନୃତ୍ୟରେ ସାଂସ୍କୃତିକ ଦଳ
Read More...

ସଂସଦରେ ଜଳ ଶକ୍ତି ମିଶନ ପ୍ରସଙ୍ଗ ଉଠାଇଲେ ସାଂସଦ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ଗାଁ ମାନଙ୍କରେ ପାନୀୟଜଳ ସମସ୍ୟାକୁ ଦୂର କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବା ସହ ୨୦୨୮ ପର୍ଯ୍ୟନ୍ତ କରାଯାଇଥିବା ଜଳଶକ୍ତି ମିଶନକୁ ଶତପ୍ରତିଶତ କାର୍ଯ୍ୟକ୍ଷମ କରିବାର ଲକ୍ଷ କଣ ରହିଛି ? ଯାହାର ଉତ୍ତରରେ ଜଳଶକ୍ତି ମନ୍ତ୍ରୀ ଶ୍ରୀ
Read More...

ପଦ୍ମପୁର ଲୋକ ମହୋତ୍ସବର ସାଂସ୍କୃତିକ ପର୍ବ ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସ୍ଥାନୀୟ ଅଶୋକ ଖେଳ ପଡିଆ ଠାରେ ଟାଉନ କ୍ଲବ, ପଦ୍ମପୁର ଆୟୋଜିତ ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଆଇ. ଜି. ହିମାଂଶୁ କୁମାର ଲାଲ ଓ ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହାଇ ମୀନା ଅତିଥି ଭାବରେ ଯୋଗଦେଇ
Read More...

ନୃସିଂହନାଥ ଧର୍ମଶାଳାରେ ମାଗଣା ସ୍ୱାସ୍ଥ୍ୟ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳା ପରିସରରେ ମଙ୍ଗଳବାର ବିକାଶ ହସ୍ପିଟାଲ ତରଫରୁ ଓ ନୃସିଂହନାଥ ମନ୍ଦିର ଆନୁକୂଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ମନ୍ଦିର ପରିଚାଳନା କମିଟିର
Read More...

ଲୋକସଭାରେ ବରଗଡ଼ରୁ ଭୁବନେଶ୍ୱର ସକାଳ ଟ୍ରେନ ଚଳାଚଳ ପ୍ରସଙ୍ଗ ଉଠିଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ଏକ ସକାଳ ଟ୍ରେନ ଶୁଭାରମ୍ଭ କରିବା ପାଇଁ ଆଜି ଲୋକସଭାରେ ଧାରା ୩୭୭ ଅଧିନିୟମ ଅନୁଯାୟୀ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କେନ୍ଦ୍ର ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବରଗଡ଼ରୁ ନୂଆପଡା ପାଇଁ ଏକ ନୂତନ
Read More...

ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ସାଂସ୍କୃତିକ ଶୋଭାଯାତ୍ରା ସହ ଶୁଭାରମ୍ଭ

ବୀରବାଦ୍ୟ ଘୁମରା, ବାଘନାଚ, ସମର କଳା ଓ ସାନ୍ତାଳୀ ନୃତ୍ୟ ପାଲଟିଲା ବିଶେଷ ଆକର୍ଷଣ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ଟାଉନ୍ କ୍ଲବ ଦ୍ୱାରା ଆୟୋଜିତ ହେଉଥିବା ଲୋକ ମହୋତ୍ସବ ମଞ୍ଚରେ ପାଞ୍ଚ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ବ ଆୟୋଜିତ ହେଉଥିବା ବେଳେ
Read More...

ଉଦଯାପିତ ହେଲା ପଦ୍ମପୁର ୨ୟ ବ୍ୟାଡମିଣ୍ଟନ ପ୍ରିମିୟର ଲିଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ ଶେଖ ହାଇଦରଙ୍କ ସ୍ମୃତିରେ ପଦ୍ମପୁର ବ୍ୟାଡମିଣ୍ଟନ ଅନୁଷ୍ଠାନ ଦ୍ୱାରା ୨ ଦିନ ଧରି ହେଉଥିବା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆଜି ସମାପ୍ତ ହୋଇଯାଇଛି । ପୂର୍ବରୁ ୬ ତାରିଖ ଦିନ ଆଉଟଡ଼ୋର ଟୁର୍ଣ୍ଣାମେଣ୍ଟ
Read More...

ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ସାଂସ୍କୃତିକ ପର୍ବକୁ ନେଇ ସାମ୍ବାଦିକ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସ୍ଥାନୀୟ ଟାଉନ କ୍ଲବ ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଳା ଓ ସଂସ୍କୃତିର ମହାମିଳନର ମଞ୍ଚ ଅନୁଷ୍ଠିତ ହେବାକୁ ଯାଉଛି । ତେବେ କମିଟି ତରଫରୁ ଆୟୋଜିତ ହେଉଥିବା ପଦ୍ମପୁର ଲୋକ ମହୋତ୍ସବର ବିଭିନ୍ନ ପର୍ଯ୍ୟାୟ ଥିବା ବେଳେ ଆସନ୍ତା
Read More...