Browsing Tag

padampur news

ମାଣ୍ଡୋସିଲ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ସରସ୍ଵତୀ ପୂଜା ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶୁକ୍ରବାର ସରସ୍ଵତୀ ପୂଜା ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନିରୁଦ୍ଧ ପଣ୍ଡା ପୂଜା କାର୍ଯ୍ୟ ସମ୍ପାଦନା କରିଥିଲେ ଓ ଶିଶୁମାନଙ୍କୁ…
Read More...

ପାଇକମାଲରେ ଲଜ୍ଜା : ଅସଦାଚରଣ ସହ ନାବାଳିକାଙ୍କୁ ମାର୍‌ପିଟ୍‌ ଅଭିଯୋଗରେ ଜଣେ ଶିକ୍ଷକ ପକ୍‌ସୋ କୋର୍ଟରେ ହାଜର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲରେ ଏକ ଲଜ୍ଜା ଜନକ ଘଟଣା ଘଟିଛି । ଜନୈକ ପିଇଟି ଶିକ୍ଷକ ଜଣେ ନାବାଳିକାଙ୍କୁ ସ୍କୁଲ ବାରଣ୍ଡାରେ ଗଣ୍ଡା ଝିଅ ବୋଲି କହି ଅସଦାଚରଣ ସହ ମାର୍‌ପିଟ୍‌ କରିଥିବା ନେଇ ପୀଡିତାର ବଡଭାଇ କମଳ ତାଣ୍ଡି (୨୫) ପିତା -ମହିତ…
Read More...

ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ସରସ୍ଵତୀ ପୂଜା, ବିଦ୍ୟାରମ୍ଭ ସଂସ୍କାର ଓ ନେତାଜୀ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ସରସ୍ଵତୀ ପୂଜା, ବିଦ୍ୟାରମ୍ଭ ସଂସ୍କାର, ସାମୂହିକ ଖଡ଼ି ଛୁଆଁ ଉତ୍ସବ ଓ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ମାଆମାନେ ଭାଇ ଭଉଣୀମାନଙ୍କ ସହ କଳସ ଓ ଗ୍ରନ୍ଥ ଶୋଭାଯାତ୍ରାରେ ଗୋପାଳଜୀ ମନ୍ଦିରକୁ…
Read More...

ଖୁର୍ସାପାଲି ଜୟ ହିନ୍ଦ କ୍ରିକେଟ କପ ଉଦଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ପଞ୍ଚାୟତ ଅଧୀନସ୍ଥ ଖୁର୍ସାପାଲି ଠାରେ ଗତ ତିନି ଦିନ ଧରି ଚାଲିଥିବା ଜୟ ହିନ୍ଦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଟିମ୍‌ ଅଂଶଗ୍ରହଣ…
Read More...

ହେପି ପାଇକମାଲ ଅନୁଷ୍ଠାନର କାର୍ଯ୍ୟାଳୟ ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଠାରେ ହେପି ପାଇକମାଲ ଅନୁଷ୍ଠାନର ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ପାଇକମାଲର ଉନ୍ନତି ପାଇଁ ପାଇକମାଲ ଅଞ୍ଚଳର ଅସୁବିଧାକୁ ସୁବିଧା କରିବା ପାଇଁ ବିଭିନ୍ନ ଦିଗରେ ପାଇକମାଲକୁ ଶୀର୍ଷରେ ପହଞ୍ଚାଇବା ପାଇଁ…
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ୧୬ତମ ଜାତୀୟ ଭୋଟର ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶଙ୍କ ପୌରହିତ୍ୟରେ ୧୬ତମ ଜାତୀୟ ଭୋଟର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଗଣତନ୍ତ୍ରର ମୂଳଦୁଆକୁ ସୁଦୃଢ଼ କରିବା ପାଇଁ ଭୋଟର ସଚେତନତାର ଆବଶ୍ୟକତା ସମ୍ପର୍କରେ ଅଧ୍ୟକ୍ଷ ନିଜ…
Read More...

ବାଲି ବୋଝେଇ ଟ୍ରକ୍ଟର ଜବତ : ଡ୍ରାଇଭର କୋର୍ଟ ଚାଲାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ବୁଧବାର ବରତୁଣ୍ଡା ନିକଟରେ ଏକ ବାଲି ବୋଝେଇ ଟ୍ରାକ୍ଟର ଜବତ କରି ଡ଼୍ରାଇଭରଙ୍କୁ ଗିରଫ କରି ପାଇକମାଲ ପୁଲିସ କୋର୍ଟ ଚାଲାଣ କରିଛି । ପ୍ରାପ୍ତ ସୂଚନା ଅନୁସାରେ, ବୁଧବାର ପାଇକମାଲ ପୁଲିସ ସେହି ବାଟ ଦେଇ…
Read More...

ମନଭଙ୍ଗ ମା’ ଦୁର୍ଗେଇ ଦେବୀ ନୂତନ ପାଣି ପଞ୍ଚାୟତ ପରିଚାଳନା କମିଟି ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଠାରେ ମନଭଙ୍ଗ, ପିପଲଖୁଣ୍ଟା, ବିଜିନଗର, ଲୁକୁପାଲି ନୂଆଁଗାଁର ଶତାଧିକ ଚାଷୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ନକୁଳ ମଲ୍ଲିକଙ୍କ ସଭାପତିତ୍ୱରେ…
Read More...

ମହର୍ଷି ଦୟାନନ୍ଦ ଗୁରୁକୁଳ ଯୋଗାଶ୍ରାମରେ ଉପନୟନ ବେଦାରମ୍ଭ ସଂସ୍କାର ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜର୍ଜଗଡ଼ ସ୍ଥିତ ମହର୍ଷି ଦୟାନନ୍ଦ ଗୁରୁକୁଳ ଯୋଗାଶ୍ରମ ପରିସରରେ ମଙ୍ଗଳବାର ହୋମଯଜ୍ଞ ସହ ଉପନୟନ ଓ ବେଦ।ରମ୍ଭ ସଂସ୍କାର ହୋଇଯାଇଛି । ସକାଳ ଆଠଟାରୁ ଏଠାରେ ରହୁଥିବା ୧୧୦ ବ୍ରହ୍ମଚାରୀମାନେ ଭୋରରୁ…
Read More...

ଶିବିରର ଦ୍ୱିତୀୟ ଦିବସରେ ସ୍ୱଚ୍ଛତା ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପକ୍ଷରୁ ପୋଷ୍ୟ ଗ୍ରାମ୍ୟ ଚାରପାଲିରେ ଚାଲିଥିବା ଜାତୀୟ ସେବା ଯୋଜନାର ସାତଦିନିଆ ଶୀତକାଳୀନ ସ୍ୱତନ୍ତ୍ର ଶିବିର ଆଜି ଦ୍ୱିତୀୟ ଦିବସରେ ପହଞ୍ଚିଛି । ଏହି ଅବସରରେ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ଓ ଗ୍ରାମ୍ୟ…
Read More...