Browsing Tag

padampur news

ପାଇକମାଲରେ ଅଗ୍ରସେନ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳା ଠାରେ ଅଗ୍ରୱାଲ ସମାଜ ତରଫରୁ ଅଗ୍ରସେନ ଜୟନ୍ତୀ ସୋମବାର ପାଳିତ ହୋଇଯାଇଛି । ଏନେଇ ଅନୁଷ୍ଠିତ ସଭାରେ ଅଗ୍ରୱାଲ ସମାଜ ଅନିଲ ଅଗ୍ରୱାଲ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ବଲାଙ୍ଗିରର ଇ.
Read More...

ପାଇକମାଲରେ ଶାରଦୀୟ ଦୁର୍ଗାପୂଜା ଓ ନବରାତ୍ର ପୂଜା ପାଇଁ କଳସ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ଠାରେ ଶାରଦୀୟ ଦୁର୍ଗାପୂଜା ଓ ନବରାତ୍ର ପୂଜା ପାଇଁ କଳସ ଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ଦୁର୍ଗାପୂଜାର ଏକ ଅନନ୍ୟ ପରମ୍ପରା ରହିଛି । ପାଇକମାଲ ଦୁର୍ଗାପୂଜାକୁ ତ୍ରିପୀଠ ପୂଜା ମଧ୍ୟ କୁହାଯାଇଥାଏ କାରଣ ପାଇକମାଲ
Read More...

ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘର ସାଧାରଣ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ତୀର୍ଥକ୍ଷେତ୍ର ନୃସିଂହନାଥ ସ୍ଥିତ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜ ଧର୍ମଶାଳା ଠାରେ ପାଇକମାଲ ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ସଭାପତି ଅନୀଲ କୁମାର କାଳିଆଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ
Read More...

ନୃସିଂହନାଥ ଭାଗବତ ତତ୍ୱ ଯୋଗା ଆଶ୍ରମ ସାଂସଦଙ୍କ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ନୃସିଂହନାଥ ପୀଠରେ ଥିବା ଭାଗବତ ତତ୍ୱ ଯୋଗା ଆଶ୍ରମକୁ ରବିବାର ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ପରିଦର୍ଶନ କରିଛନ୍ତି । ଆଶ୍ରମର ପ୍ରତିଷ୍ଠାତା ସ୍ୱର୍ଗତ ରଘୁନାଥ ଜୀ ମହାରାଜଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ
Read More...

ପାଇକମାଲ ବିଇଓଙ୍କ ଗ୍ରାମ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଦନ ସୁନା ରବିବାର ଦିନ ପାଇକମାଲ ଗ୍ରାମ ପଞ୍ଚାୟତର ରଞ୍ଜିତପୁର ଓ ମିଠାପାଲି ଗ୍ରାମ ପଞ୍ଚାୟତର ଡୁଙ୍ଗୁରିପାଲି ଗ୍ରାମ ପରିଦର୍ଶନ କରିଥିଲେ । ଏହି ସମୟରେ ସେ ଗ୍ରାମର ଛାତ୍ରଛାତ୍ରୀଙ୍କ ସହିତ ସାକ୍ଷାତ
Read More...

ନୃସିଂହନାଥ ପୀଠରେ ସାମୁହିକ ପିଣ୍ଡଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମୁକ୍ତି ପୀଠ ମା' ରାମଚଣ୍ଡୀଙ୍କ ମନ୍ଦିରରେ ବରଗଡ଼ ଜିଲ୍ଲା କୁଲତା ସମାଜ ପକ୍ଷରୁ ମହାଳୟା ତିଥିରେ ପୂର୍ବଜ ପିତୃ ପୁରୁଷଙ୍କ ଆତ୍ମା ଶୁଦ୍ଧି ନିମନ୍ତେ ସାମୂହିକ ପିଣ୍ଡଦାନ କରିବା ସହ ବାର ଗୋତ୍ରର ସମସ୍ତଙ୍କ ଉଦ୍ଦେଶ୍ୟରେ ଶାନ୍ତି ହୋମ କରାଯାଇଥିଲା ।
Read More...

ପୁନେରେ ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ ଭେଟଘାଟ ଧୁମ୍‌ଧାମ୍‌ରେ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାରାଷ୍ଟ୍ର ପୁନେ ଠାରେ ରବିବାର ନୂଆଁଖାଇ ଭେଟଘାଟ କଲ୍‌ଚରାଲ୍ ଆସୋସିଏସନ୍ ତରଫରୁ ମହା ଆଡମ୍ବର ସହିତ ଅଂକୁଶ ରାଓ ଲାଂଡ଼ଗେ ନାଟ୍ୟଗୃହ, ଭୋଶରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ମହାରାଷ୍ଟ୍ର ପୁନେର ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀଙ୍କ ଦ୍ଵାରା ପଞ୍ଜୀକୃତ
Read More...

ଓଡିଶା ଆଦିବାସୀ ବଞ୍ଜାରା ସମାଜର ରାଜ୍ୟ ସ୍ତରୀୟ ନୂଆଁଖାଇ ଭେଟଘାଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ଆୟୋସିଏଲ ଗେଷ୍ଟ ହାଉସ ଠାରେ ଓଡିଶା ଆଦିବାସୀ ବଞ୍ଜାରା ସମାଜର ରାଜ୍ୟ ସ୍ତରୀୟ ନୂଆଁଖାଇ ଭେଟଘାଟ ରବିବାର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମା' ସମଲେଇ, ପ୍ରଭୁ ନୃସିଂହନାଥ ଓ ବଞ୍ଜାରା ସମାଜର ଇଷ୍ଟଦେବୀଙ୍କୁ
Read More...

ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧର ଦ୍ୱିତୀୟ ବାର୍ଷିକୋତ୍ସବ ଓ ନୂଆଁଖାଇ ଭେଟଘାଟ

୨୨ ୟୁନିଟ ରକ୍ତ ସଂଗ୍ରହ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧର ନୂଆଁଖାଇ ଭେଟଘାଟ ୨୦୨୫ ତଥା ଦ୍ୱିତୀୟ ବାର୍ଷିକୋତ୍ସବ ସଭାପତି ମୋତିଲାଲ ବାଗଙ୍କ ସଭାପତିତ୍ୱରେ ସ୍ଥାନୀୟ ବଜାର ପ୍ରାଙ୍ଗଣରେ ଅନୁଷ୍ଠିତ
Read More...

ବରଗଡ ଜୋନର କୁବେର ସମାଜର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ସ୍ଥିତ କୁବେର ପାନ୍ଥଶାଳା ଠାରେ କୁବେର ସମାଜ ପଶ୍ଚିମାଞ୍ଚଳ ଓଡିଶା ଓ ଛତିଶଗଡ଼ର ବରଗଡ ଜୋନ ସ୍ତରୀୟ ଏକ ବୈଠକ ଜୋନ ସଭାପତି ତାରାଚାନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ସଭା ଆରମ୍ଭରୁ
Read More...