Browsing Tag

nuapada news

ରବିଶଙ୍କର ବିଶ୍ୱବିଦ୍ୟାଳୟରେ ବିଏଡ ଟପ୍ପର ହେଲେ ନୂଆପଡାର ଛାତ୍ରୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ରାଧାକୃଷ୍ଣପଡାର ସ୍ୱୟଂପ୍ରଭା ପତି ରାୟପୁର ସ୍ଥିତ ରବିଶଙ୍କର ବିଶ୍ୱ ବିଦ୍ୟାଳୟରେ ବିଏଡ ପରୀକ୍ଷାରେ ୧୭୦୦ରୁ ୧୪୮୦ ମାର୍କ ରଖି ଟପ୍ପର ହୋଇଥିବା ଜଣାପଡିଛି । ସେ ପିଲାଟି ଦିନରୁ ମେଧାବୀ ଛାତ୍ର ଅଟନ୍ତି । ତାଙ୍କର ଏହି ସଫଳତା ପାଇଁ ତାଙ୍କ…
Read More...

କେବେ ସମ୍ପୂର୍ଣ୍ଣ ହେବ ଅଧା ଗଢ଼ା ପୋଲ

ନୂଆପଡ଼ା, (ନିରାକାର ମେହେର) : ସରକାରଙ୍କ କହିବା ଅନୁଯାଇ ସବୁ ଗାଁକୁ ରାସ୍ତା ହେବ । କେହି ଯାତାୟାତରେ ଅସୁବିଧା ଭୋଗ କରିବେନାହିିଁ । କିନ୍ତୁ ବାସ୍ତବ ଚିତ୍ର ଓଲଟା । ଏବେ ମଧ୍ୟ ଅନେକ ଗାଁକୁ ଭଲ ରାସ୍ତାଟିଏ ନାହିଁ । ସେମିତି ସମସ୍ୟାକୁ ନେଇ ଗତି କରୁଛି ଖଡ଼ିଆଳ । ସୂଚନା ଅନୁସାରେ…
Read More...

ସିନାପାଲି ବ୍ଲକରେ ଭୋଟ ପ୍ରଚାର ଆରମ୍ଭ, ଭୋଟ ଭିକ୍ଷା ମାଗୁଛନ୍ତି ଜିଲ୍ଲା ପରିଷଦ ପ୍ରାର୍ଥିନୀ ଆଶା ଜୈନ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ ଚଳିତ ବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୱାର୍ଡ ସଭ୍ୟ, ସମିସି ସଭ୍ୟ, ସରପଞ୍ଚ ଓ ଜିଲ୍ଲା ପରିଷଦ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ଏବେ ପ୍ରଚାର ଆରମ୍ଭ କରିଛନ୍ତି । ଗାଁ ଗାଁ ବୁଲି ନିଜ…
Read More...

ଲିଙ୍ଗରାଜ ଦଣ୍ତସେନା କ୍ରିକେଟ ଟୁର୍ଣ୍ଣାମେଣ୍ଟ ମେମୋରିଆଲ ଉଦ୍‌ଯାପିତ : ବରପଦରକୁ ହରାଇ ଜୟବାହାଲ ଚାମ୍ପିଅନ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ପତିଆଲପଡା ମା'ଠାକୁରାଣୀ ଖେଳ ପଡିଆଠାରେ ଲିଙ୍ଗରାଜ ଦଣ୍ତସେନା କ୍ରିକେଟ ଟୁର୍ଣ୍ଣାମେଣ୍ଟ ମେମୋରିଆଲ ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପିତ ଖେଳ ଜୟବାହାଲ ଦଳ ଓ ବରପଦର ଦଳ ମଧ୍ୟରେ ହୋଇଥିବା ବେଳେ ଜୟବାହାଲ ଦଳ…
Read More...

ନୂଆପଡ଼ା ଜିଲ୍ଲା ଭେଲା ଗାଁର ସ୍ୱାଧୀନତା ସଂଗ୍ରାମୀ ଜଗଦୀଶ ପ୍ରସାଦ ଯୋଶୀ ଦିଲ୍ଲୀ ଦରବାରରେ ସ୍ଥାନ ପାଇଲେ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଭେଲା ଗାଁର ସ୍ୱାଧୀନତା ସଂଗ୍ରାମୀ ଜଗଦୀଶ ପ୍ରସାଦ ଯୋଶୀ ଗତ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ଦରବାରରେ ସ୍ଥାନ ପାଇଥିବା ବେଳେ ଏହାକୁ ନେଇ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଯୋଶୀ ୧୯୧୩ ଅକ୍ଟୋବର ୧୦ରେ…
Read More...

ପଞ୍ଚାୟତ ଇଲେକ୍ସନ : ସଂଗୀତ କଳାକାରଙ୍କ ପାଇଁ ଖୁସି ଆଣିଦେଲା ନିର୍ବାଚନ, ଦୁଲୁକୁଛି ଷ୍ଟୁଡିଓ

ନୂଆପଡା, (ନିରାକାର ମେହେର) : କରୋନା ମହାମାରୀର କରାଳ ରୂପରେ ସାରା ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ଯାତ୍ରା କଳାକାର, ମଞ୍ଚ କଳାକାର, ଗୀତିକାର, ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ବେଶ୍‌ ପ୍ରଭାବିତ ହୋଇଛନ୍ତି । କାରଣ ଯାତ୍ରା ପରିବେଷଣ, ଷ୍ଟୁଡିଓରେ ଗୀତ ରେକଡିଂ ସବୁ ବନ୍ଦ ଥିଲା । ଏବେ…
Read More...

ପ୍ରଫୁଲ୍ଲ ଚନ୍ଦ୍ର ହୋତାଙ୍କ ‘ଗୀତା ଜ୍ଞାନ’ ପୁସ୍ତକ ଉନ୍ମୋଚିତ

ନୂଆପଡ଼ା, (କେପିଏନ୍‌ଏସ୍‌) : ବୁଦ୍ଧିକୋମନା ସ୍ଥିତ ନରସିଂହ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଗତ ୨୩ ତାରିଖ ଦିନ ପ୍ରଫୁଲ୍ଲ ଚନ୍ଦ୍ର ହୋତାଙ୍କ ୧୯ତମ ପୁସ୍ତକ ‘ଗୀତା ଜ୍ଞାନ’ ଉନ୍ମୋଚନ ହୋଇଯାଇଛି । ଉକ୍ତ ସଭାରେ ପରିଷଦର ସଭାପତି ବିଭୂତି ଭୂଷଣ ହୋତା, ସଂଯୋଜକ ମଧୁସୂଦନ ଦାଶ, ସହ ସଂପାଦକ…
Read More...

ଶିକ୍ଷା ଉପରେ ଗୁରୁତ୍ୱ ଦେବାକୁ ଅଭିଭାବକ ସଂଘର ଦାବୀ

ନୂଆପଡା, (ନିରାକାର ମେହେର) : ଆଉ କମ୍‌ ଦିନ ଭିତରେ ହେବ ପଂଚାୟତ ନିର୍ବାଚନ । ଯେଉଁ ପ୍ରାର୍ଥୀମାନେ ଚଳିତ ନିର୍ବାଚନ ଲଢୁଛନ୍ତି ସେଇ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନଙ୍କୁ ନିଜ ପଂଚାୟତର ଶିକ୍ଷା କ୍ଷେତ୍ରରେ ବିକାଶ ଆଣିବା ପାଇଁ ଗ୍ରାମବାସୀ ପ୍ରାର୍ଥୀମାନଙ୍କୁ ଶପଥ କରାନ୍ତୁ ବୋଲି ଓଡିଶା…
Read More...

ସମିତି ସଭ୍ୟା ଭାବେ ନାମାଙ୍କନ ପତ୍ର ଦାଖଲ କଲେ ଅଞ୍ଜନା ସୁନାନୀ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ତା ପଞ୍ଚାୟତ ସଦର ଗ୍ରାମର ଅଞ୍ଜନା ସୁନାନୀ ସମିତି ସଭ୍ୟା ପ୍ରାର୍ଥିନୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କେନ୍ଦୁମୁଣ୍ତା ପଞ୍ଚାୟତର ଉନ୍ନତି ବିକାଶ ମାର୍ଗରେ କାମ କରିବା ସହ ଲୋକଙ୍କ ସମସ୍ୟା…
Read More...

ତିନିତିନି ଥର ସରପଞ୍ଚ ଥିବା ପ୍ରେମସିଂ ରାଉତଙ୍କ ନାମ ଭୋଟର ତାଲିକାରେ ନାହିଁ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କୁସୁମଜୋର ଗ୍ରାମପଞ୍ଚାୟତର ବାସିନ୍ଦା ପ୍ରେମସିଂ ରାଉତଙ୍କ ଭୋଟର ତାଲିକାରେ ନାମ ନଥିବାରୁ ସରପଞ୍ଚ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲରୁ ବଞ୍ଚିତ ହୋଇଛନ୍ତି । ସୂଚନା ଅନୁସାରେ ପ୍ରେମସିଂ ରାଉତ ପୂର୍ବରୁ…
Read More...