ଦୁଇ ଜଣ ସଶସ୍ତ୍ର ଡକାୟତ ଗିରଫ
ନୂଆପଡା, (ନିରାକାର ମେହେର) : ଗତ ଜୁନ ୬ ତାରିଖ ରାତିରେ ଖଡ଼ିଆଳ ବ୍ଲକ ଖୁଦପେଜ ଗ୍ରାମରେ ସୁନ୍ଦର ସୁନ୍ଦରଶ୍ୟାମ ଶତପଥୀଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଥିଲା । ଏହି ଡକାୟତରେ ସାମିଲ ଥିବା ଦୁଇ ଜଣ ଡ଼କାୟତଙ୍କୁ ଖଡ଼ିଆଳ ପୋଲିସ ଗିରଫ କରିଛି । ସେମାନେ ହେଲେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼!-->…
Read More...
Read More...