ନୂଆପଡ଼ାରେ ବୁଲୁଛନ୍ତି ମା’ ଓ ଛୁଆ ବାଘ
ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଜାମଗାଁ ସ୍ଥିତ ସିଆର୍ପିଏଫ୍ କ୍ୟାମ୍ପ ନିକଟରେ ବୁଲୁଛନ୍ତି ମା' ଓ ଛୁଆ ବାଘ । ବାଘୁଣୀ ତାର ଛୁଆ ସହ ବୁଲୁଥିବା ଲୋକେ ଦେଖିଥିବା କହିଛନ୍ତି । ଏମିତିକି ମୋବାଇଲ କ୍ୟାମେରାରେ ବାଘ ସହ ଛୁଆର ଫଟୋକୁ କଏଦ କରିଛନ୍ତି ।!-->…
Read More...
Read More...