Browsing Tag

news of india

ଦିଲ୍ଲୀରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେଇଛୁ, ବର୍ତ୍ତମାନ ପଞ୍ଜାବର ପାଳି : ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନକୁ ନେଇ ଉତ୍ତରପ୍ରଦେଶରେ ସରଗରମ ହେବାରେ ଲାଗିଛି ମାହୋଲ୍‌ । ଏହା ବ୍ୟତୀତ ଗୋଆ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁରରେ ବି ରାଜନୈତିକ ଉଷ୍ମତା ତୀବ୍ର ହେବାରେ ଲାଗିଛି । ୟୁପିରେ ଭାରତୀୟ ଜନତା ପାର୍ଟି ଲଖନଉରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲା,
Read More...

ଦେଶରେ ଦିନକରେ ୨ଲକ୍ଷ ପାଖାପାଖି ସଂକ୍ରମିତ : ଗତ ୨୪ ଘଂଟାରେ ୧,୯୪,୭୨୦ ଆକ୍ରାନ୍ତ ଚିହ୍ନଟ, ୪୪୨ ମୃତ

ନୂଆଦିଲ୍ଲୀ : ଦେଶରେ ଦିନକରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ପାଖାପାଖି ପହଂଚିଛି । ଦେଶରେ ଗତ ୨୪ ଘଂଟା ମଧ୍ୟରେ ୧,୯୪,୭୨୦ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୪୪୪୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଦୈନିକ ସଂକ୍ରମଣ ହାର ୧୧.୦୫% ରହିଥିବା
Read More...

ପ୍ରସିଦ୍ଧ କଣ୍ଠଶିଳ୍ପୀ ଲତା ମଙ୍ଗେଶକର କରୋନା ସଂକ୍ରମିତ

ମୁମ୍ବାଇ : ପ୍ରସିଦ୍ଧ କଣ୍ଠଶିଳ୍ପୀ ଲତା ମଙ୍ଗେଶକର କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି ।
Read More...

ଦିଲ୍ଲୀରେ ରେଷ୍ଟୁରାଣ୍ଟ ଏବଂ ବାର୍‌ ବନ୍ଦ କରିବାକୁ ନିଷ୍ପତ୍ତି, ଡ଼ିଡ଼ିଏମ୍‌ଏ ନୂତନ ପ୍ରତିବନ୍ଧକ ଲଗାଇଲେ

ନୂଆଦିଲ୍ଲୀ : ଦିଲ୍ଲୀର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଊଊଗଇ)ର ବୈଠକ ପରେ ଦିଲ୍ଲୀରେ କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲ ସୋମବାର କଟକଣାକୁ ଅଧିକ କଡା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରେଷ୍ଟୁରାଣ୍ଟ ଏବଂ ବାର୍‌ଗୁଡିକ ବନ୍ଦ
Read More...

ବିହାର ସିଏମ ନୀତୀଶ କୁମାର କରୋନା ପଜିଟିଭ୍‌

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ବିହାରର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀଙ୍କ କରୋନା ପରୀକ୍ଷାରେ ପଜିଟିଭ ଆସିଛି । ଡାକ୍ତରଙ୍କ ପରାମର୍ଶରେ ସେ ଘରେ ଅଲଗା ରହିଛନ୍ତି । କୋଭିଡ ପାଇଁ
Read More...

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନା ସଂକ୍ରମିତ ହେଲେ

ନୂଆଦିଲ୍ଲୀ : କରୋନା ସଂକ୍ରମିତ ହୋଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏନେଇ ରାଜନାଥ ସିଂହ ଟ୍ୱିଟ କରି ଜଣାଇବା ସହ ନିଜକୁ ସଙ୍ଗରୋଧ ରଖିଥିବା କହିଛନ୍ତି । ଏହାସହ ତାଙ୍କ ମଧ୍ୟରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଉଥିବା ସେ ଜଣାଇଛନ୍ତି । ସେ କରିଥିବା ଟ୍ୱିଟରେ
Read More...

ଦେଢ ଲକ୍ଷ ଉପରେ ଦେଶରେ ଆଜି କରୋନା ସଂକ୍ରମିତଙ୍କ ସଂଖ୍ୟା : ଦିନକରେ ୧ ଲକ୍ଷ ୫୯ ହଜାର ୬୩୨ ଆକ୍ରାନ୍ତ, ୩ ହଜାର ୬୨୩ରେ…

ନୂଆଦିଲ୍ଲୀ : ଦେଶରେ ଦ୍ୱିତୀୟ ଲହର ଠାରୁ ତୃତୀୟ ଲହର ବେଶୀ ସଂକ୍ରାମକ ହେବାରେ ଲାଗିଛି । ଏବେ ଦ୍ରୁତ ବେଗରେ ବଢି ଚାଲିଛି କରୋନା ସଂକ୍ରମଣ ।୨୪ ଘଂଟା ଭିତରେ ସଂକ୍ରମଣ ୧ ଲକ୍ଷ ୫୯ହଜାର ୬୩୨ ରହିଥିବା ବେଳେ ୩୨୭ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ୪୦, ୮୬୩ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି ।
Read More...

୫ଟି ରାଜ୍ୟର ବିଧାନସଭା ନିର୍ବାଚନ : ଅନିୟନ୍ତ୍ରିତ କରୋନା ସଂକ୍ରମଣକୁ ରୋକିବା ଏକ ବଡ଼ ଚାଲେଂଜ ହେବ

ନୂଆଦିଲ୍ଲୀ : ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି । ଏଥର ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । କିନ୍ତୁ କରୋନା ମହାମାରୀ ମଧ୍ୟରେ ଏହି ରାଜ୍ୟଗୁଡିକରେ ନିର୍ବାଚନ କରାଇବା ନିର୍ବାଚନ ଆୟୋଗ ପାଇଁ ଏକ ବଡ଼ ଚ୍ୟାଲେଂଜ ହେବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ
Read More...

ଆୟକର ବିଭାଗ ହାତରେ ଲାଗିଲା ଧନ କୁବେର୍ : ୬ ଟି ମେସିନ୍ ରାତିସାରା ନୋଟ୍ ଗଣିଲା

ଦାମୋହ : ମଧ୍ୟପ୍ରଦେଶ ଦାମୋହର ଏକ ମଦ-ହୋଟେଲ ବ୍ୟବସାୟୀ ରାୟ ବ୍ରଦର୍ସ ଉପରେ ଆୟକର ବିଭାଗକୁ ଧନ କୁବେରଙ୍କ ସଂଧାନ ମିଳିଛି । ପ୍ରାୟ ୨୦ କୋଟି ଟଙ୍କା ଆୟକର ବିଭାଗ ହାତରେ ଲାଗିଛି । ଇନକମ ଟ୍ୟାକ୍ସକୁ ସାଢେ଼ ୮ କୋଟି ନଗଦ ଟଙ୍କା, ସାଢେ଼ ୫ କୋଟି ମୂଲ୍ୟର ସୁନା-ହୀରା ଅଳଙ୍କାର, ରାୟ ବ୍ରଦର୍ସ
Read More...

ଦିଲ୍ଲୀରେ ବର୍ଷା : ଅସମ୍ଭାଳ ଶୀତ, ଜନଜୀବନ ବେହାଲ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ହୁ ହୁ ହୋଇ ବଢିଚାଲିଛି କରୋନା ସଂକ୍ରମଣ । ଏହା ସାଙ୍ଗକୁ କାଳ ସାଜିଛି ଅଦିନିଆ ବର୍ଷା । ବର୍ଷା ଯୋଗୁଁ ରାଜଧାନୀର ରାସ୍ତା ମାନଙ୍କରେ ଏକ ପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଶୀତ ସାଙ୍ଗକୁ ଏହି ଅଦିନିଆ ବର୍ଷାରେ ବେହାଲ ହୋଇପଡିଛି ଦିଲ୍ଲୀର
Read More...