Browsing Tag

news of india

ଯୋଗୀ ସରକାରଙ୍କୁ ପୁଣି ଝଟ୍‌କା : ଆଉ ଜଣେ ମନ୍ତ୍ରୀ ଇସ୍ତଫା ଦେଲେ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି କ୍ରମାଗତ ଭାବେ ଅସୁବିଧାର ସମ୍ମୁଖୀନ ହେଉଛି । ଯୋଗୀ କ୍ୟାବିନେଟର ଆୟୁଷ ମନ୍ତ୍ରୀ (ସ୍ୱାଧୀନ ଚାର୍ଜ) ଧରମ ସିଂ ସାଇନି ଗୁରୁବାର ଦିନ ଦଳରୁ ଇସ୍ତଫା ଦେଇଛନ୍ତି । ଆଜି ଉତ୍ତରପ୍ରଦେଶରେ ବିଜେପି ସରକାରର ଆୟୁଷ…
Read More...

ଇମ୍ରାନ ଖାନ କହିଲେ – ଭାରତକୁ ଦେଖ, ଅବସ୍ଥା କ’ଣ ହୋଇଛି

ଇସ୍‌ଲାମାବାଦ : କୋଭିଡ ସଙ୍କଟରୁ ଓହରିଥିବାରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ସରକାରକୁ ପ୍ରଶଂସା କରିଛନ୍ତି ଏବଂ ଭାରତରେ ମହାମାରୀର ଭୟଙ୍କର ଉଦାହରଣ ଦେଇଛନ୍ତି । ରାୱଲପିଣ୍ଡି ଚାମ୍ବରସ୍‌ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଦ୍ୱାରା ଆୟୋଜିତ ୧୪ ତମ ଆନ୍ତର୍ଜାତୀୟ ଚାମ୍ବର…
Read More...

ଦେଶରେ କରୋନା ସଂକ୍ରମଣ ସ୍ଥିତି ଉପର ମୁହାଁ : ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ…

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ସ୍ଥିତି ଉପର ମୁହାଁ ରହିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ଡାକିଛନ୍ତି । ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ।…
Read More...

ଦେଶରେ ଗତ ୨୪ ଘଂଟା ମଧ୍ୟରେ ଅଢେଇ ଲକ୍ଷ ପାଖାପାଖି କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଗତ ୨୪ ଘଂଟା ମଧ୍ୟରେ ଦେଶରେ ଅଢେଇ ଲକ୍ଷ ପାଖାପାଖି କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଗତକାଲି ଠାରୁ ୨୭% ଅଧିକ ରହିଛି ସଂକ୍ରମିତ ଗ୍ରାଫ୍‌ । ତେବେ ଦେଶରେ ୨ ଲକ୍ଷ ୪୭ ହଜାର ୪୧୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୪ ହଜାର ୮୨୫ ଜଣ ସୁସ୍ଥ…
Read More...

ସିଏମ୍ ଯୋଗୀ ଅଯୋଧ୍ୟା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ କି : ଦିଲ୍ଲୀର ବଡ ବିଜେପି ନେତାଙ୍କ ମଧ୍ୟରେ ଆଲୋଚନା

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଉପରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଦ୍ୱିତୀୟ ଦିନ ପାଇଁ ମନ୍ଥନ ଜାରି ରହିଛି । ସୂଚନାନୁସାରେ, ୧୦ ରୁ ୧୫ ଜଣ ବିଧାୟକଙ୍କ ସିଟ୍ ବଦଳି ପାରେ ଏବଂ କେତେକଙ୍କ ଟିକେଟ୍ ମଧ୍ୟ କଟା ଯାଇପାରେ । ଏହି ସମୟରେ, ଅଯୋଧ୍ୟାରୁ…
Read More...

୨ ଦିନରେ ଯୋଗୀଙ୍କ ୨ ମନ୍ତ୍ରୀଙ୍କ ଇସ୍ତଫା : ଜଙ୍ଗଲ ମନ୍ତ୍ରୀ ଦାରା ସିଂ କହିଛନ୍ତି, ଦଳିତ ତଥା କୃଷକଙ୍କୁ ଅବହେଳା…

ଲଖନଉ : ଯୋଗୀ କ୍ୟାବିନେଟରୁ ଆଉ ଜଣେ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦାରା ସିଂ ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ଇସ୍ତଫା ଦେଇଛନ୍ତି । ସେ ଲେଖିଛନ୍ତି ଯେ ଦଳିତ, କୃଷକ ଏବଂ ବେକାରଙ୍କୁ ଅବହେଳା ଯୋଗୁଁ ସେ ଆହତ ହୋଇଛନ୍ତି । ପଛୁଆ ଏବଂ…
Read More...

ଡବ୍ଲ୍ୟୁଏଚ୍‌ଓର ଚେତାବନୀ : ମହଜୁଦ ଟୀକାକରଣର ବୁଷ୍ଟର୍‌ ଡୋଜ୍‌ ଯଥେଷ୍ଟ ନୁହେଁ, ଅଧିକ ପ୍ରଭାବଶାଳୀ ଟୀକା ପ୍ରସ୍ତୁତ…

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କୋଭିଡ୍‌-୧୯ ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି । ଏଥି ସହିତ ଟୀକାକରଣ ଏବଂ ବୁଷ୍ଟର୍‌ ଡୋଜ୍‌ ଦିଆଯିବା ଦିଗରେ ଅନେକ ଦେଶରେ ଜୋର୍‌ସୋର୍‌ ଅଭିଯାନ ମଧ୍ୟ ଚାଲିଛି । ଏହି ସମୟରେ, ବଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଚେତାବନୀ ଦେଇଛି ଯେ, ମହଜୁଦ…
Read More...

ଭାଜପା କାର୍ଯ୍ୟାଳୟରେ କରୋନା : ୫୦ଜଣ କର୍ମଚାରୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌

ନୂଆଦିଲ୍ଲୀ : ଦିଲ୍ଲୀ ସ୍ଥିତ ଭାଜପା ମୁଖ୍ୟ କାର୍ଯ୍ୟାଳୟରେ ୫୦ ଜଣ କର୍ମଚାରୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିବା ଜଣାପଡିଛି । ସେମାନଙ୍କ ମଧ୍ୟରେ ଭାଜପା ମିଡ଼ିଆ ଉପମୁଖ୍ୟ ସଞ୍ଜୟ ମୟୁଖ ମଧ୍ୟ ରହିଛନ୍ତି । ଏହା ସହିତ ସୁରକ୍ଷାକର୍ମୀ ଏବଂ ବିଭିଜି କର୍ମଚାରୀ ମଧ୍ୟ…
Read More...

କରୋନା ପଜିଟିଭ୍‌ ହେଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ

ଚଣ୍ଡିଗଡ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ପୂର୍ବତନ କଂଗ୍ରେସ ନେତା । ସେ ଏବେ ଆଇସୋଲେଶନରେ ରହିଥିବା ବେଳେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ କୋଭିଡ୍‌ ପରୀକ୍ଷା କରାଇଦେବାକୁ ପୂର୍ବତନ…
Read More...

ତନ୍ତ୍ର-ମନ୍ତ୍ର ସାହାଯ୍ୟରେ ପକ୍ଷାଘାତ ରୋଗର ଚିକିତ୍ସା ପାଇଁ ଯାଇଥିବା ମହିଳା ତାନ୍ତ୍ରିକ ଦ୍ୱାରା ଦୁଷ୍କର୍ମର ଶିକାର

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ପକ୍ଷାଘାତ ମହିଳା ରୋଗୀ ତାଙ୍କ ଚିକିତ୍ସା ପାଇଁ ତାନ୍ତ୍ରିକ ପାଖକୁ ଯାଇଥିବା ବେଳେ ତାନ୍ତ୍ରିକ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ ତାନ୍ତ୍ରିକ ଜଣକ ବାହାନା କରି ମହିଳାଙ୍କ…
Read More...